ବିଚାର

ସ୍ତ୍ରୀ ର ଏହି ୫ଟି ଭୁଲ ସ୍ଵାମୀକୁ କରି ପାରେ ଭିକାରୀ

ଆମ ହିନ୍ଦୁ ଧର୍ମରେ ୧୬ ସଂସ୍କାର ପ୍ରଥା ରହିଛି, ଏହି ସବୁ ମଧ୍ୟରୁ ବିବାହ ବନ୍ଧନ ସବୁଠାରୁ ଉତମ ହୋଇଥାଏ କାହିଁକିନା ବିବାହ ବନ୍ଧନରେ ବାନ୍ଧି ହୋଇ ସ୍ଵାମୀ ସ୍ତ୍ରୀ ସାତ ଜନ୍ମ ପାଇଁ ଏକାଠି ହୋଇଥାନ୍ତି । ତେବେ ହିନ୍ଦୁ ଡ଼ିଏଚଆରଏମ ଅନୁଯାଇ ବିବାହ ପରେ ସ୍ଵାମୀ ସ୍ତ୍ରୀ କେବଳ ମନ ବା ତନ ଦ୍ଵାରା ଗୋଟେ ହୋଇନଥାନ୍ତି ତେବେ କର୍ମ ଦ୍ଵାରା ମଧ୍ୟ ଗୋଟେ ହୋଇଥାନ୍ତି ସେ ଦୁହିଙ୍କ ମଧ୍ୟରୁ ଯିଏ ଭଲ କାମ କଲେ ଦୁହିଙ୍କ ଉପରେ ଏହାର କୃପା ହୋଇଥାଏ ଏବଂ ଖରାପ କାମ କଲେ ଦୁହିଙ୍କୁ ଭୋଗିବାକୁ ପଡିଥାଏ । ତେବେ ପୁରାଣ ଅନୁଯାଇ ଏମିତି ୫ଟି କଥା କୁହା ଯାଇଛି ଯାହା ସ୍ତ୍ରୀ କରିବା ଦ୍ଵାରା ଏହାର କୁପ୍ରଭାବ ପଦାରେ ନପଡି ସ୍ଵାମୀ ଉପରେ ପଡିଥାଏ ତେବେ ଏହି ପ୍ରଭାବ ଦ୍ଵାରା ସ୍ଵାମୀ ସବୁବେଳେ ଗରିବ ହୋଇ ରହିଥାଏ ।

Image Courtesy: Google

୧. ସନ୍ଧ୍ୟାରେ ଝାଡୁ ମାରିବା :

ତେବେ ବହୁତ ଏମିତି ସ୍ତ୍ରୀ ଅଛନ୍ତି ଯିଏ ସନ୍ଧ୍ୟାରେ ଝାଡୁ ମାରନ୍ତି କିନ୍ତୁ ଏହା ଦ୍ଵାରା ଘର ସକାରାତ୍ମକ ଊର୍ଜା ଘର ବାହାରକୁ ଯାଇଥାଏ ଓ ଦରିଦ୍ରତା ଘରେ ଆସିଥାଏ ଓ ଏହି ଭଳି କାମ କଲେ ସ୍ଵାମୀ ଦରିଦ୍ର ହବା ସହ ଚିନ୍ତାରେ ବୁଡି ରୁହନ୍ତି ।

୨. କଳିଆଣୀ ସ୍ତ୍ରୀ :

ଯେଉଁ ଘର ମହିଳା ପ୍ରତି ଛୋଟ ଛୋଟ କଥାରେ ଝଗଡା କରନ୍ତି ବା କଟୁ ବଚନ କୁହନ୍ତି ଏମିତି ଘର କେବେ ଉନ୍ନତି ପ୍ରାପ୍ତ କରେ ନାହିଁ, ଏହି ଭଳି ଘରେ କେବେ ମାତା ଲକ୍ଷ୍ମୀ ଆସନ୍ତି ନାହିଁ ଏବଂ ସବୁବେଳେ ଏହି ଘରେ ଅଶାନ୍ତି ବାସ କରିଥାଏ ଏହା ଛଡା ଏମିତି ସ୍ତ୍ରୀ ରହିବା ଘରେ ଲୋକଙ୍କୁ ରୋଗ ହୋଇଥାଏ ।

Image Courtesy: Google

୩. ଶୋଇବା :

ଯେଉଁ ଘର ମହିଳା ଡେରି ପର୍ଯ୍ୟନ୍ତ ସୁଅନ୍ତି ସେହି ଘରେ କେବେ ବି କିଛି ଭଲ ହୋଇନଥାଏ, ଏହି ଭଳି ଘରେ ସବୁବେଳେ ଆର୍ଥିକ ସମସ୍ଯା ହୋଇଥାଏ, ଘର ମହିଳା ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ବହୁତ ବଡ କାରଣ ଯାହା ପାଇଁ ଘର ଦରିଦ୍ର ହୋଇଥାଏ ସେଥିପାଇଁ ଭୁଲରେ ଏହି କାମ କରନ୍ତୁ ନାହିଁ ।

Image Courtesy: Google

୪. ଅନ୍ୟ ପୁରୁଷ :

ଯେଉଁ ଘର ମହିଳା ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷ ବିଷୟରେ ଭାବନା ରଖିଥାଏ ବା ଅଲଗା ପୁରୁଷ ସହ ସମ୍ବନ୍ଧ ରଖିଥାଏ ସେହି ଭଳି ସ୍ତ୍ରୀ କେବେ ନିଜ ସ୍ଵାମୀ ଠାରୁ ସନ୍ତୁଷ୍ଟ ହୋଇନଥାଏ । ଏହା ଛଡା ଏମିତିକା ସ୍ତ୍ରୀ ଦ୍ଵାରା ଘରେ କେବଳ ଝଗଡା ଏବଂ ଅଶାନ୍ତି ହୋଇଥାଏ ସେହି ଝିଅ ବା ସ୍ତ୍ରୀ ଘରେ କେବେ କିଛି ଶୁଭ ହୋଇନଥାଏ ।

Image Courtesy: Google

୫. ଲୁଣ ଚାଖିବା :

ଯେଉଁ ମହିଳା ରୋଷେଇ କଲା ବେଳେ ହାତ ମାରି ଲୁଣ ଠିକ ଅଛି ବା ନାହିଁ ଜାଣିବା ପାଇଁ ଚାଖନ୍ତି ସେହା ଭୁଲ ଅଟେ ରୋଷେଇ ହେଲା ବେଳେ ଭୋଜନା ଅଇଁଠା କରିବା ଉଚିତ ନୁହ । ଏହା ଦ୍ଵାରା ଘରେ ଆର୍ଥିକ ସମସ୍ଯା ଆସିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button