ମନୋରଞ୍ଜନ

ଏହି ଜାଗାରେ ହୁଏ କଙ୍କଡାର ବର୍ଷା, ଦୃଶ୍ୟ ଦେଖି ଆପଣ ମଧ୍ୟ ହୋଇ ଯିବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣଙ୍କୁ ଏମିତି କିଛି ଦେଖେଇବାକୁ ଯାଉଛୁ ଯାହା ଦେଖିଲା ପରେ ଆପଣଙ୍କୁ ନିଜ ଆଖି ଉପରେ ଭରସା ହବନି ଏବଂ ଏହାକୁ ଆପଣ ଅସମ୍ଭବ କହିବେ । ଆଜି ଆମେ ଆପଣଙ୍କୁ ଅଷ୍ଟ୍ରେଲିଆର ଗୋଟେ ଆଇଲ୍ୟାଣ୍ଡ ବିଷୟରେ କହିବାକୁ ଯାଉଛୁ ଯାହା ଦେଖି ଆପଣଙ୍କୁ ନିଜ ଆଖି ଉପରେ ଭରସା ହବନି । ଏଠାରେ ହଟାତ କିଛି ସମୟରେ ପୁରା ଆଇଲ୍ୟାଣ୍ଡ ନାଲି ରଙ୍ଗ ର ହୋଇ ଯାଏ । ତେବେ କଣ ଏହାର କାରଣ ଜାଣନ୍ତୁ ।

ଏହି ଆଇଲ୍ୟାଣ୍ଡ ନାଲି ରଙ୍ଗ ର ହୋଇ ଯାଏ କାହିଁକିନା ପ୍ରତି ବର୍ଷ ଏଠାରେ ୧୨କୋଟି ଠାରୁ ଅଧିକ କଙ୍କଡା ଜମା ହୋଇ ଥାନ୍ତି ଯାହା ପରେ ପୁରା ରାସ୍ତା କଙ୍କଡାମାନଙ୍କ ଦ୍ଵାରା ଭର୍ତି ହୋଇ ଯାଇ ଥାଏ ।

ଏହି କଙ୍କଡା ଗୁଡିକ ଜଙ୍ଗଲ, ମଣିଷମାନଙ୍କ ଘରେ, ବାର୍, ବସ ସ୍ଟପ, ରାସ୍ତା ସବୁ ଜାଗାରେ ଦେଖା ଯାଇ ଥାନ୍ତି । କିଛି ଲୋକ ଏହାକୁ କଙ୍କଡା ବର୍ଷା ମଧ୍ୟ କହି ଥାନ୍ତି, କୁହା ଯାଏ ଯେ ପ୍ରତି ବର୍ଷ ପ୍ରଜନନ ପାଇଁ ଏହି କଙ୍କଡା ଗୁଡିକ କ୍ରିସମସ ଦ୍ଵିପ ର ଗୋଟେ ଜାଗରୁ ଜଙ୍ଗଲର ଅନ୍ୟ ଜାଗା ଭାରତ ମହାସାଗର କୁ ଯାଇ ଥାଆନ୍ତି ।

ଏହି କାରଣ ପାଇଁ କଙ୍କଡା ଗୁଡିକ ସବୁ ଜାଗାରୁ ଯାଇ ଥାନ୍ତି, ଏବଂ କେତେକ ହଜାର ହଜାର କଙ୍କଡା ରାସ୍ତା ରେ ଆସୁଥିବା ଗାଡି ତଳେ ଆସି ମାରି ମଧ୍ୟ ଯାଆନ୍ତି । ୨୦୦୦ ଲୋକଙ୍କ ଏହି ଦ୍ଵିପ ୫୨ ବର୍ଗମିଲ ଏରିଆ ରେ ଅଛି ଏହି ସମୟରେ ବହୁତ ଦୂରରୁ ଲୋକ ଏହି ଜାଗା ଦେଖିବା ପାଇଁ ଆସି ଥାନ୍ତି । ଏମିତି କଙ୍କଡା ବର୍ଷା ଦେଖିବା ପାଇଁ ଲୋକ ବହୁତ ପସନ୍ଦ କରନ୍ତି । ତେବେ ଏମାନେ କାହାରୀକୁ କୌଣସି ଖ୍ଯାତି ପହଞ୍ଚାନ୍ତିନୀ ।

ଏମାନେ କେବଳ ନିଜ ଲକ୍ଷ ସ୍ଥଳରେ ପହଞ୍ଚିବାର ଲକ୍ଷ ନେଇ ବାହାରି ଯାନ୍ତି ଓ ଯିବା ବାଟରେ ସେମାନଙ୍କ ମଧ୍ୟରୁ କିଛି କଙ୍କଡା ମନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ । ଏମାନେ ଏତେ ଲାଲ ରଙ୍ଗର ଦେଖିବା ପାଇଁ ଯେ ଯେତେବେଳେ ଏମାନେ ଏକତ୍ର ଯାଉଥାନ୍ତି ତ ସବୁ ରାସ୍ତା ଓ ବାଲି ମଧ୍ୟ ପୁରା ନାଲି ଦେଖା ଯାଏ । ଏହା ଦେଖିବାକୁ ବହୁତ ସୁନ୍ଦର ମଧ୍ୟ ଲ୍ଲାଗେ ସେଥିପାଇଁ ଏହି ସମୟରେ ଏଠାରେ ବହୁତ ଲୋକ କଙ୍କଡା ବର୍ଷା ଦେଖିବାକୁ ଆସିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button