ଶିକ୍ଷା

ଲକଡାଉନ ସମାପ୍ତ ପରେ ହବ ନାହିଁ ଗ୍ରୀଷ୍ମ ଛୁଟି, ବଦଳିବ ସ୍କୁଲର ଟାଇମିଂ

କ-ରୋନା ପାଇଁ କରା ଯାଇଥିବା ଲକଡାଉନ ରେ ହୋଇଥିବା ଛୁଆଙ୍କ ଶିକ୍ଷା ଅସୁବିଧା ଲକଡାଉନ ସମାପ୍ତ ହେଲା ପରେ ସମ୍ପୂର୍ଣ କରା ଯିବ, ଶିକ୍ଷା ବିଭାଗ ପ୍ରଧାନ ସଚିବ ଏହି ସନ୍ଦର୍ଭ ରେ ପ୍ରାଥମିକ, ମାଧ୍ଯମିକ ଏବଂ ଉଚ୍ଚ ଶିକ୍ଷା ନିର୍ଦେଶକ ପ୍ରସ୍ତାବ ମାଗିଛନ୍ତି, ସେ ଏହି ବାବଦରେ କଥନ ନିଷ୍ପତ୍ତି କରିବା ପାଇଁ ଆଗ୍ରହ କରିଛନ୍ତି । ତେବେ ଶିକ୍ଷା ସର୍ବପ୍ରଥମେ ଆସେ ଏହା ବିନା ଦେଶ କଲ୍ୟାଣ ହବ ନାହିଁ ସେଥିପାଇଁ ଲକଡାଉନ ପରେ ଏମିତିକା ନିଷ୍ପତ୍ତି ପାଇଁ ଆଗ୍ରହ କରା ଯାଇଛି । ପ୍ରଧାନ ସଚିବ ଛୁଆଙ୍କ ପାଠ ସମୟ ନଷ୍ଟ ନହେଉ ସେଥିପାଇଁ ଲକଡାଉନ ପରେ ଗରମ ଦିନ ଛୁଟି ବନ୍ଦ କରି ଛୁଆ ସ୍କୁଲ ଖୋଲିବା ପାଇଁ ତିଥି ନିର୍ଦେଶ ଦେଇଛନ୍ତି ।

ତେବେ ଏହି ସମୟ ଅଧ୍ୟାପକମାନଙ୍କ ପାଇଁ ଘରେ ଅଧିକା ରହିବା ପାଇଁ ନିଶ୍ଚୟ କରା ଯାଇଛି ଏହା ଛଡା ଛୁଆଙ୍କ ସ୍କୁଲ ୯ ରୁ ୪ କରା ଯିବ ବୋଲି ନିଷ୍ପତ୍ତି କରା ଯାଇଛି ।

ବର୍ତମାନ ସମୟ ଅନୁଯାଇ ସ୍କୁଲ ସମୟ ସକାଳ ୮ ଠାରୁ ଅପରାହ୍ନ ଦୁଇଟା ପର୍ଯ୍ୟନ୍ତ ହବା କଥା କିନ୍ତୁ କରୋନା ପାଇଁ ସବୁ ବନ୍ଦ ହବାରୁ ଏହା ବନ୍ଦ ଅଟେ । ତେବେ ଗରମ ଦିନ ବା ଏପ୍ରିଲ ମାସ ରେ ସ୍କୁଲ ସମୟ ୬ ରୁ ଅପରାହ୍ନ ୧୧ଟା ହୋଇଯାଇ ଥାଏ । ପ୍ରଧାନ ସଚିବ ଛୁଆଙ୍କୁ ମିଳୁଥିବା ମିଡ ଡେ ମିଲ ବିଷୟରେ ବି ଏହା ନିଷ୍ପତ୍ତି କରିଛନ୍ତି ଯେ ଛୁଆଙ୍କୁ ନିର୍ଧାରିତ ରାଶି ଏବଂ ଚାଉଳ ଉପଲବ୍ଧ କରା ଯିବ ।

ପ୍ରାଇବେଟ ସ୍କୁଲ ରେ ମଧ୍ୟ ଫିସ ନିର୍ଧାରଣ, ଆରଟିଇ ଇତ୍ୟାଦି ସମ୍ବନ୍ଧିତ କୋର୍ଟ କେସ ରେ ଆବଶ୍ୟକ ପୂରକ ଶପଥପତ୍ର ଯଥା ସୁଇଘର ଦାୟର କରିବା ପାଇଁ ନିର୍ଦେଶ ଦିଆ ଯାଇଛି, ଏହି ଭଳି ସବୁ ଶିକ୍ଷକ ଏବଂ ଅନ୍ୟ ଶିକ୍ଷା କର୍ମିମାନଙ୍କ ସାଲେରୀ ମାର୍ଚ ଏବଂ ଏପ୍ରିଲ ର ଦବା ପାଇଁ ସମୟ ସୁନିଶ୍ଚିତ ଆଦେଶ ଦେଇଛନ୍ତି ।

ୱାର୍କ ଫ୍ରମ ହୋମରେ ମଧ୍ୟ ନିଯୁକ୍ତ ନିୟମ ଅଟେ :

ଶିକ୍ଷା ସଚିବ ନିର୍ଦେଶକ ଅନୁଯାଇ ଏହି ଲମ୍ବିତ ନିଯୁକ୍ତି ନିୟମ ଉପରେ ଶୀଘ୍ର କାମ କରିବା ପାଇଁ କୁହା ଯାଇଛି, ଏହା ମଧ୍ୟ କୁହା ଯାଇଛି ଯେ ୱାର୍କ ଫର୍ମ ହୋମ ମଧ୍ୟ କରା ଯାଇ ପାରିବ, ଯେଉଁ କାମ ଘରେ ରହି ସମ୍ଭବ ଅଟେ ତାହାକୁ ସରକାର ୱର୍କ ଫର୍ମ ହୋମ କରିବା ପାଇଁ ସରକାରୀ ଅଧିକାରୀ ମାନଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button