ମନୋରଞ୍ଜନ

ମଣିଷ ମାନେ ଦେଖନ୍ତୁ ମାଙ୍କଡ ର ମଣିଷପଣିଆ ! ଦେଖନ୍ତୁ କେମିତି କୂଅ ଭିତରୁ ବାଇଲକୁ ବଞ୍ଚାଇଲା ମାଙ୍କଡ…. ସୋସିଆଲ ମିଡିଆରେ ଭାଇରାଲ ହେଉଛି Video

ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି । ଯଦି ଆପଣ ମାନେ ଏହି ଭିଡିଓ ଟିକୁ ଦେଖିବେ ତା ହେଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଆପଣ ମାନେ ଭଲ କରି ଦେଖନ୍ତୁ ଏ ଭିଡିଓ ଟିକୁ ଏହି ଭିଡିଓରେ ଗୋଟେ ବିଲେଇ ଛୁଆ କୂଅରେ ପଡି ଯାଇଛି । ବିଲେଇ ଛୁଆ ଟା ପୋକ ସାଲୁ ବାଲୁ କୂଅରେ ଖସି ପଡିଛି । ଆଉ କୂଅରୁ ଛୁଆଟି ବାହାରି ବିପାରୁନି । କୂଅରୁ ବାହାରିବା ପାଇଁ ତା ପାଖରେ ନା ଅଛି ମଗଜ ନା ଅଛି ବଳ । କେବଳ ମିଆଁଉ ମିଆଁଉ ହେବା ଛଡା ତା ପାଖରେ ଆଉ କୌଣସି ବାଟ ନାହିଁ ।

ଠିକ ସେହି ସମୟରେ କିନ୍ତୁ ଗୋଟେ ମାଙ୍କଡ ସାହାଯ୍ୟର ହାତ ବଢାଉଛି । ବିଲେଇ ଛୁଆକୁ ବଞ୍ଚେଇବା ପାଇଁ ଚେଷ୍ଟା କରୁଛି ମାଙ୍କଡ । ମାଙ୍କଡ ଛୁଆଟି ବାରମ୍ବାର କୂଅକୁ ଡେଉଁଛି ହେଲେ ଅସଫଳ ହେଉଛି । ମାଙ୍କଡ ଛୁଆଟି ବୁଝି ପାରୁନି ବିଲେଇ ଛୁଆ ଟିକୁ କେମିତି ବଞ୍ଚେଇବ । ଚେଷ୍ଟା କରୁଛି କୋଳେଇ ନେବାକୁ ତଥାପି ପାରୁନି । ମାଙ୍କଡଟି ବାରମ୍ବାର ଉପରକୁ ଡେଉଁଛି ଆଉ ତା ପରେ ପୁଣି ତଳକୁ ଖସି ଆସୁଛି । ଏମିତି ଡେଇଁ  ବିଲେଇକୁ ବଞ୍ଚେଇବାକୁ ଚେଷ୍ଟା କରୁଛି ।

ଏମିତି ଡେଇଁ ଡେଇଁ ବାରମ୍ବାର ଉଦ୍ଧାର କରିବାକୁ ପ୍ରଚେଷ୍ଟା କରୁଛି ମାଙ୍କଡ ହେଲେ ତଥାପି ସେ ଅସଫଳ ହେଉଛି । କିନ୍ତୁ ମାଙ୍କଡଟି ଛୁଆ ବିଲେଇକୁ ଉଦ୍ଧାର କରିବାକୁ ପ୍ରାଣ ପ୍ରଣେ ପ୍ରଚେଷ୍ଟା କରୁଛି । କିଏ କହିଲା ମାଙ୍କଡ ଆଉ ପଶୁ ଭିତରେ ଆକାଶ ପାତାଳ ର ପାର୍ଥକ୍ଯ ଅଛି ବୋଲି । ହେଲେ ଏ ଭିଡିଓ ଦେଖି ଲାଗୁଛି ସତେ ଯେମିତି ପଶୁ ଭିତରେ ମଣିଷ ପଣିଆ ଜାଗି ଉଠିଛି ।

ଆମ ସମାଜର ମଣିଷ ମାନେ ଏ ପଶୁ ମାନଙ୍କର ଏ କୃତ୍ୟ ଦେଖିବା ଉଚିତ । କେଉଁଠି ଦୁର୍ଘଟଣା ହେଲେ ଆମେ ସେଲଫି ନେବାକୁ ବ୍ୟସ୍ତ ରହୁଛୁ । ଅସୁବିଧାରେ ମଣିଷ ପଡିଥିବା କୁ ଉଧାର କରିବାକୁ ଉଦ୍ୟମ ସୁଧା କରୁ ନାହୁଁ । ମଣିଷ ଭିତରୁ ଠିକ ସମୟରେ ମରି ଯାଉଛି ମଣିଷ ପଣିଆ । କିନ୍ତୁ ଏ ଦୃଶ୍ୟ ଠିକ ତାର ଓଲଟା ଦେଖାଉଛି ।

ମଣିଷ ଭିତରୁ ମଣିଷ ପଣିଆ ହଜି ଯାଉଥିବା ବେଳେ ପଶୁ ଭିତରେ ସୃଷ୍ଟି ହୋଇଛି ମଣିଷ ପଣିଆ ଜାଗି ଉଠିଛି । ଏହ ଅନେକ ମଣିଷ ଙ୍କ ପାଇଁ ଏକ ବିରାଟ ନୀତିଶିକ୍ଷା ବୋଲି କୁହାଯାଇ ପାରେ । ବିଲେଇ ଛୁଆକୁ ଉଧାର କରିବା ଲାଗି ଶେଷରେ ମାଙ୍କଡ ଛୁଆଟି ମାଲିକିଆଣୀ ର ସହାୟତା ନେଇଛି । ମାଲିକିଆଣୀ ହେଉଛି ଛୋଟ ଝିଅଟି ଯିଏ ନିଜେ ଖାଲକୁ ଡେଇଁ ଛୁଆକୁ ଉଧାର କରୁଛି । ଆଉ ତାପରେ ମାଙ୍କଡ ବିଲେଇ ଛୁଆକୁ ଗେଲ କରୁଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button