ଏହି ପତ୍ରର ରସ ପିଅନ୍ତୁ,ପୁରୁଣା ରୁ ପୁରୁଣା କାଶ ୫ ମିନିଟରେ ଭଲ ହେବ
ସାଧାରଣତ ଅନେକ ଲୋକ ମାନଙ୍କ ଠାରେ କାଶ ସମସ୍ଯା ଦେଖା ଯାଇଥାଏ । ଅନେକ କାରଣରୁ କାଶ ସମସ୍ଯା ହୋଇଥାଏ । ଏଥିପାଇଁ ଅନେକ ଅଶୁଦ୍ଧ ଖାଇଲେ ମଧ୍ୟ କିଛି ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଦୁଇଟି ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା କାଶ ସମସ୍ଯାରୁ ତୁରନ୍ତ ରିହାତି ମିଳିବ । କାଶ ସମସ୍ଯା ରୁ ମୁକ୍ତି ପାଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି ପିପଳି ଯାହା କୌଣସି ଦୋକାନରୁ ସହଜରେ ମିଳିଯିବ । ପିପଳି କୁ ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ପିପଳି ଗୁଣ୍ଡ କୁ ଭଲ ଭାବେ ଚଳାଇ ଦେଲେ ଏହାର ଫାଇନ ପାଉଡର ବାହାରିବ ।
ସିଙ୍ଗଡା ହାର ପତ୍ର କେବଳ କାଶ ପାଇଁ ନୁହେଁ ବରଂ ଥଣ୍ଡା ଦୂର କରିବା ପାଇଁ ପାଇଁ ସହାୟକ ହୋଇଥାଏ । ଏହା ପରେ ଏହି ରସରେ ଏକ ଚାମଚ ମହୁ ମିଶ୍ରଣ କରନ୍ତୁ । ପ୍ରତି ଏହି ରସ ରୁ ଦୁଇ ରୁ ତିନି ଚାମଚ ପିଆନ୍ତୁ । ଯଦି ଛୋଟ ପିଲା ଏମାନେ ସେବନ କରିବେ ତେବେ ସେମାନଙ୍କୁ ଅଧା ଚାମଚ ଦିଅନ୍ତୁ । ଏହି ଦୁଇଟି ଘରୋଇ ଉପଚାର ସେବନ କରିଲେ ପୁରୁଣାରୁ ପୁରୁଣା କାଶ ସମସ୍ଯା ଦୂର ହୋଇଯିବ ।
ଏହି ଦୁଇଟି ଉପଚାର ମଧ୍ୟ ରୁ ଯେ କୌଣସି ଗୋଟିଏ ର ପ୍ରୟୋଗ କରିଲେ ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କୁ ତୁରନ୍ତ କାଶ ସମସ୍ଯା ରୁ ରିହାତି ମିଳିବ । ଏହା ବହୁ ପୁରାତନ ଓ ବହୁ ପରୀକ୍ଷିତ ଘରୋଇ ଉପଚାର ଅଟେ । ଏହି ଦୁଇ ଟି ରେମେଡି ଦ୍ଵାରା ଶରୀର ର କୌଣସି କ୍ଷତି ହୋଇ ନ ଥାଏ ।