ଜୀବନଶୈଳୀ

ଏହି ମହିଳାଙ୍କୁ କୁହାଯାଏ ‘ଫ୍ରୋଜନ ଲେଡି,’ ଆପଣ ଆଶ୍ଚର୍ଯ୍ୟ ହେବେ ଜାଣିଲେ ଏହା ପଚାର ସତ୍ୟତା

ବେଳେ ବେଳେ ଏମିତି କିଛି ଘଟଣା ଘଟି ଯାଇଥାଏ ଯାହା ପୁରା ଦୁନିଆକୁ ଆଶ୍ଚର୍ଯ୍ୟ କରିଦେଇଥାଏ, ଏହି ଘଟଣା କୌଣସି ଚମତ୍କାର ଠାରୁ କମ ନୁହ, ଆଜି ଠାରୁ ୪୦ ବର୍ଷ ତଳେ ଏମିତି କିଛି ଆମେରିକା ର ମିଂସୋଟା ଜାଗାରେ ଏମିତି କିଛି ଘଟି ଥିଲା । ଯାହା ଆଜି ପର୍ଯ୍ୟନ୍ତ ମଧ୍ୟ ରହସ୍ୟ କଥା ଅଟେ, ଏହି ଘଟଣା ରେ ଯେଉଁ ମହିଳା ଥିଲେ ତାଙ୍କୁ ଆଜି ଆମେ ଫ୍ରୋଜେନ ଲେଡି ନାମରେ ଜାଣି ଅଛୁ । ଦୁନିଆରେ ବହୁତ ଏମିତି ଘଟଣା ଘଟି ଥାଏ ଯାହା ରହସ୍ୟ ଜାଣିବା କଷ୍ଟକର ହୋଇଥାଏ ତେବେ ଆସନ୍ତୁ ସେହି ଚମତ୍କାରି ଘଟଣା ବିଷୟରେ ବିସ୍ତାର ସହ ଜାଣିବା ।

୧୯୮୦ରେ ଡିସେମ୍ବର ମାସରେ ଜିନ ହିଲିଆର୍ଡ ନାମକ ଗୋଟେ ଝିଅ ରାତିରେ ନିଜ କାର ଦ୍ଵାରା ଘରକୁ ଫେରିଲା ବେଳେ ଏହି ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ସେ ଶେଠୀ ଫାଶୀ ଗଲେ, ତେବେ ବର୍ଫ ରାତିଥିଲା ସେଥିପାଇଁ ଶେଠୀ ରହିବା ଏହା ପରେ ସେ ଭାବିଲେ ଚାଲିକି ସାଙ୍ଗ ଘରକୁ ଯିବା ଉଚିତ ରହିବ, ତେବେ ମହିଳାଙ୍କ ସାଙ୍ଗ ଘର ୨ ମିଲ ଦୁରଥିଲା, ଏହା ପରେ ଜିନ ସେଠୁ ଚାଲିକି ଗଲେ, ସେତେବେଳେ ତାପମାନ ମାଇନସ୩୦ ଡିଗ୍ରୀଥିଲା ।

ଏତେ ଭୟଙ୍କର ଥଣ୍ଡା ଜିନ ବର୍ଦାସ୍ତ କରି ପାରିଲେ ନାହିଁ ଏବଂ ସାଙ୍ଗ ଘର ୧୫ ଫିଟ ଦୂରରେ ବେହୋଶ ହୋଇ ପଡିଗଲେ । ସେହି ସମୟ ରାତି ୧ ହଉଥିଲା, ତେବେ ଜିନ ସାଙ୍ଗକୁ ଏହା ଜଣା ବି ନଥିଲା ଯେ ଜିନ ତାଙ୍କ ଘରକୁ ଆସିଥିଲେ । ସକାଳେ ଯେତେବେଳେ ଜିନ ସାଙ୍ଗ ଘର କବାଟ ଖୋଲିଲା ସେତେବେଳେ ଜିନ ବେହୋସ ତାଙ୍କ ଘର ସାମ୍ନାରେ ପଡିଥିବା ଅବସ୍ତା ରେ ପ୍ରାପ୍ତ ହେଲେ ।

ଏହା ସହ ଜିନ ଦେଖିବା ପାଇଁ ବର୍ଫ ମୂର୍ତି ଭଳି ହୋଇଯାଇଥିଲେ, ଶରୀର ଥଣ୍ଡା ପାଇଁ କାଠ ହୋଇଯାଇଥିଲା କିନ୍ତୁ ତା ଆଖି ଖୋଲା ଥିଲା, ହା ପରେ ଜିନ ସାଙ୍ଗ ଡଋଯାଇ ଜିନକୁ ହସ୍ପିଟଲ ନେଇ ଗଲେ ଏବଂ ହସ୍ପିଟଲ ଗଲା ପରେ ଡକ୍ଟର ମଧ୍ୟ ବୁଝି ପାରିଲେ ଜିନ ବର୍ଫ ମୂର୍ତି ବଦଳି ଯାଇଥିଲେ, ଡକ୍ଟର ମଧ୍ୟ ଏହା ଭାବୁଥିଲେ ଯେ ଜିନ ବଞ୍ଚିବା ବହୁତ କଷ୍ଟକର ଅଟେ । ତାଙ୍କ ଶରୀର ଟାପମାତ୍ରା ଜାଣିବା ମଧ୍ୟ ବହୁତ କଷ୍ଟକରଥିଲା କାହିଁକିନା ତାଙ୍କ ପୁରା ଶରୀର କାଠ ହୋଇଯାଇଥିଲା ।

ପ୍ରାୟତଃ ମଣିଷ ହୃଦୟ ଗୋଟେ ମିନିଟରେ ୬୦-୧୦୦ ଥର ଧଡକି ଥାଏ କିନ୍ତୁ ଜିନ ହୃଦୟ ଗୋଟେ ମିନିଟରେ କେବଳ ୧୨ ଥର ଧଡକିଥାଏ, ଜିନକୁ ଏହି ଅବସ୍ତାରେ ଯିଏ ଦେଖିଲା ସେହି କହିଲା ଏବେ କେବଳ ଭଗବାନ ବଞ୍ଚାନ୍ତୁ । ୪୦ ଦିନ ରହିଲା ପରେ ଆଇସିୟୁ ରେ ରଖା ଯାଇଥିଲା ଏହା ପରେ ତାଙ୍କ ଶରୀର କିଛି ଭଲ ହବା ଆରମ୍ଭ ହେଲା ଏବଂ ତାଙ୍କ ଭଲ ହେଲା ପରେ ହସ୍ପିଟଲରୁ ତାଙ୍କୁ ଛୁଟି ଦିଆ ଗଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button