ଦେଶ ବିଦେଶ

ଏମିତି କେଉଁ ଜୀବ ଅଛି ଯିଏକି ଗୋଟେ ଦିନରେ ମାତ୍ର ୧୬ ମିନିଟ ଆରାମ କରିଥାଏ, ଏହା ସହିତ ଆହୁରି 25ଟି ପ୍ରଶ୍ନ ଆପଣଙ୍କର ଉତ୍ତର ଆମର

ହୋଇପାରେ କୌଣସି ଇଣ୍ଟରଭ୍ୟୁ ରେ ଆପଣଙ୍କୁ ପଚରା ଯାଏ କିଛି ଏମିତି ପ୍ରଶ୍ନ ଯାହା ଶୁଣି ଘୂରାଇବ ମୁଣ୍ଡ । କି ଏମିତି ମଧ୍ୟ ହୋଇଥାଏ ଆପଣ କିଛି ଏଭଳି ପ୍ରଶ୍ନ ଶୁଣିଥିବେ ଯାହାକୁ ଶୁଣି ଆପଣଙ୍କୁ ଲାଗେ କି ଏଭଳି ଅଶ୍ଳୀଳ ପ୍ରଶ୍ନ କେମିତି ପଚରା ଯାଉଛି । ଯଦିଓ ଏହି ପ୍ରଶ୍ନ ର ଜବାବ ବହୁତ ସହଜ ହୋଇଥାଏ ଏବଂ ଏହି ପ୍ରଶ୍ନ କୁ ପଚାରିବାର କାରଣ କେବଳ କ୍ଯାନ୍ଡିଡେଟ ଙ୍କର ବୁଦ୍ଧି ପରୀକ୍ଷା କରିବା । ଆପଣଙ୍କୁ କହି ରଖୁଛୁ ଏହିଭଳି କିଛି ପ୍ରଶ୍ନ ଆଜିକାଲି ସୋଶିଆଲ ମିଡିୟା ରେ ବହୁତ ଭାଇରାଲ ହେଉଛି ।

ଭାଇରାଲ ହୋଇଥିବା ଏହି ପ୍ରଶ୍ନ କୁ ଇଣ୍ଟରଭ୍ୟୁ ରେ ପଚରା ଗଲା । ଯେଉଁଥିରୁ କିଛି ପ୍ରଶ୍ନ ଦୁଇଟି ଅର୍ଥ ବାଲା ଥିଲା । କିନ୍ତୁ କିଛି ଲୋକ ଏହି ପ୍ରଶ୍ନ ର ସିଧା ଓ ସଠିକ ଜବାବ ଦେଲେ କି ସେମାନଙ୍କର ପ୍ରଜେଂସ ଅଫ ମାଇଂଡ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଠି ମଧ୍ୟରୁ କିଛି ପ୍ରଶ୍ନ ଇଣ୍ଟରଭ୍ୟୁ ସମୟରେ ଝିଅ ମାନଙ୍କୁ ପଚରା ଯାଇଥିଲା। ଏହା ଏମିତି ପ୍ରଶ୍ନ ଥିଲା ଯାହାକୁ ଶୁଣି କାହାର ବି ମୁଣ୍ଡ କାମ କରିବନି। କିନ୍ତୁ ଏହି ଝିଅ ମାନେ ବହୁତ ଚାଲକର ସହ ଏହି ଓଲଟା ପ୍ରଶ୍ନ ରେ ଜବାବ ଦେଇଛନ୍ତି ।

୧- କେଉଁ ଦେଶର ସରକାର ପିଲା ଜନ୍ମ କରିବା ପରେ ପୁରୁସ୍କାର ଦେଇଥାନ୍ତି ?

ଉତ୍ତର- ସିଙ୍ଗାପୁର

୨- କେଉଁ ଦେଶର କେବଳ ଝିଅମାନେ ହିଁ ମଦ ପିଇଥାନ୍ତି ?

ଉତ୍ତର- ପେରୁ ଦେଶ

୩- ତମ୍ବାଖୁରେ କେଉଁ ପ୍ରକାରର କେମିକାଲ ମିଳିଥାଏ ?

ଉତ୍ତର- ନାଇଟ୍ରୋଜେନ

୪- ଉଡାଜାହାଜରେ ଆମେ କେଉଁଠିକୁ ଯାଇ ପାରିବୁ ନାହିଁ ?

ଉତ୍ତର- ଅନ୍ତରିକ୍ଷକୁ

୫- ଭାରତରେ ବାରମ୍ବାର କଣ ମହଙ୍ଗା ହୋଇଥାଏ ?

ଉତ୍ତର- ପିଆଜ

୬- କେଉଁ ଦେଶରେ ସବୁଠୁ ଅଧିକ ଭୂମିକମ୍ପ ହୋଇଥାଏ ?

ଉତ୍ତର- ଜାପାନ

୭- ଏମିତି କେଉଁ ଜୀବ ଅଛି ଯିଏକି ଗୋଟିଏ ଦିନରେ ମାତ୍ର ୧୬ ମିନିଟ ହିଁ ଆରାମ କରିଥାଏ ?

ଉତ୍ତର- ପିମ୍ପୁଡ଼ି

୮- ଭାରତରେ କେଉଁ ରାଜ୍ୟରେ ସବୁଠୁ ଅଧିକ କ୍ଷୀର ଦରକାର ହୁଏ ?

ଉତ୍ତର- ଉତ୍ତର ପ୍ରଦେଶ

୯- ଝିଅମାନେ କେଉଁ ରଙ୍ଗକୁ ଅଧିକ ପସନ୍ଦ କରିଥାନ୍ତି ?

ଉତ୍ତର- ଗୋଲାପି ରଙ୍ଗ

୧୦- ଭାରତର ପ୍ରଥମ ଆଇପିଏସ ମହିଳାଙ୍କ ନାଁ କଣ ?

ଉତ୍ତର- କିରଣ ବେଦି

୧୧- ଆମେରିକାରେ କେତେ ପ୍ରତିଶତ ଭାରତୀୟ ଡାକ୍ତର ଅଛନ୍ତି ?

ଉତ୍ତର- ୩୮%

୧୨- ଗୋଟେ ଦିନରେ ମୋବାଇଲର ଲକ କେତେ ଥର ଖୋଲାଯାଇ ପାରିବ ?

ଉତ୍ତର- ୧୫୦ ରୁ ୨୦୦ ଥର

୧୩- ନୂରଜହାଂ କେଉଁ ମୋଗଲ ମ୍ରାଟଙ୍କ ସ୍ତ୍ରୀ ଥିଲେ ?

ଉତ୍ତର- ଜହାଂଗୀର

୧୪- ରାଷ୍ଟ୍ରୀୟ ଗୀତ ଗାନ କରିବା ପାଇଁ କେତେ ସମୟ ଲାଗିଥାଏ ?

ଉତ୍ତର- ୫୨ ସେକେଣ୍ଡ

୧୫- ମ୍ୟାଙ୍ଗୋ ସିଟି ନାମରେ କେଉଁ ସହର ପ୍ରସିଦ୍ଧ ଅଟେ ?

ଉତ୍ତର- ଲଖନୌ (ମହଲିୟା ବାଦ)

୧୬- କେଉଁ ଦେଶର ପ୍ରଧାନମନ୍ତ୍ରୀ ଶପଥ ନେବା ମାତ୍ର ହିଁ ତାଙ୍କୁ ଫାସୀ ହୋଇ ଯାଇ ଥିଲା ?

ଉତ୍ତର- ପାକିସ୍ତାନର

୧୭- ଲଖନୌର ପୁରୁ ନାମ କଣ ଥିଲା ?

ଉତ୍ତର- ଅବଧ

୧୮- ଦୁନିଆର ସବୁଠୁ ଅଧିକ ଡାକ ଘର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ

୧୯- ଦୁନିଆର ସବୁଠୁ ଅଧିକ ମାଛ କେଉଁ ଦେଶରେ ଅଛି ?

ଉତ୍ତର- ଭାରତ

୨୦- କେଉଁ ଦେଶର ଲୋକ PUBG ଖେଳନ୍ତି ନାହିଁ ?

ଉତ୍ତର- ଚିନ ଦେଶରେ ଲୋକମାନେ

୨୧- ଇଞ୍ଜିନିୟରକୁ ଓଡିଆଣ କୁହନ୍ତି ?

ଉତ୍ତର- ଯନ୍ତ୍ରୀ

୨୨- ଟ୍ରେନର ଏଭରେଜ କେତେ ହୋଇଥାଏ ?

ଉତ୍ତର- ୧ କିଲୋମିଟର ୬ ଲିଟର ତେଲରେ

୨୩- ଦୁନିଆର ସବୁଠୁ ମହଙ୍ଗା ମୁଦ୍ରା କେଉଁ ଦେଶରେ ଅଛି ?

ଉତ୍ତର- କୁୱେତ ଦେଶ

୨୪- ଏମିତି କେଉଁ ଶବ୍ଦ ଅଛି ଯାହାକୁ କି ଆମେ ଲେଖି ପାରୁ କିନ୍ତୁ ପଢିପାରୁ ନାହିଁ ?

ଉତ୍ତର- ନାହିଁ

୨୫- ଭଗବାନ ଶ୍ରୀ ରାମଙ୍କୁ କେତେ ବର୍ଷ ବନବାସ କରିଥିଲେ ?

ଉତ୍ତର- ୧୪ ବର୍ଷ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button