ସ୍ୱାସ୍ଥ୍ୟ

ଶରୀରରେ ଯଦି କ୍ୟାଲସିୟମ ଅଭାବ ଅଛି ତେବେ ୨ ଟଙ୍କା ଖର୍ଚ କରି ଏହି ଅଭାବ ପୂରଣ କରନ୍ତୁ

ବଢୁଥିବା ବୟସ ସହିତ ଆମ ଶରୀରର ଆବଶ୍ୟକତା ବଢିବାରେ ଲାଗିଛି । ଏହି ଆବଶ୍ୟକତା ମଧ୍ୟରୁ କ୍ୟାଲସିୟମ ଏକ ମହତ୍ଵ ପୂର୍ଣ ଜିନିଷ ଯାହା ନଥିଲେ ଶରୀର କାମ କରିବାରେ ଅସୁବିଧା ହୁଏ । ସାଧାରଣତ ୩୦ ବୟସ ପରେ ଆପଣଙ୍କୁ କ୍ୟାଲସିୟମର ଅଧିକ ଦରକାର ଥାଏ । ଶରୀରରେ କ୍ୟାଲସିୟମର ଅଭାବ ଅଧିକ ମିଠା ଖାଇଲେ କିମ୍ବା ଅନହେଲ୍ଦୀ ଡାଇଟ ନେବା ଦ୍ଵାରା ହୋଇଥାଏ ଓ ମହିଳାଙ୍କ ଶରୀରରେ ଖାସ ସ୍ତ୍ରୀ ହେଲା ପରେ ହିଁ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାସ ଉପାୟ କହିବୁ ଯାହା ଦ୍ଵାରା ଆପଣ ମାତ୍ର ୨ ଟଙ୍କା ଖର୍ଚ କରିକି ଆପଣଙ୍କ ଶରୀରରେ ଥିବା କ୍ୟାଲସିୟମର ଅଭାବକୁ ପୂରଣ କରିପାରିବେ ।

ଅଦାର ଚା

ଆପଣ ଶରୀରରେ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ ଅଦାର ଚା ପିଇ ପାରିବେ । ଏହା ବନେଇବା ବହୁତ ସହଜ, ଆପଣ ଗୋଟେ ଏକ ଇଞ୍ଚର ଅଦା ଖଣ୍ଡ ନିଅନ୍ତୁ, ତାପରେ ଏକ କପ ପାଣିରେ ସେହି ଅଦାକୁ ରଖିଦିଅନ୍ତୁ, ତାପରେ ତାକୁ ଉଷୁମ କରିଦିଅନ୍ତୁ ଏବଂ କିଛି ସମୟ ପରେ ଥଣ୍ଡା ହେଲେ ଏହାକୁ ପିଇ ଦିଅନ୍ତୁ । ପ୍ରତିଦିନ ଏହି ଚାର ସେବନ କଲେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ପୂରଣ ହୋଇଯିବ ।

ଜିରାର ପାଣି

ଜିରାର ପାଣିରେ କ୍ୟାଲସିୟମ ଅଛି । ଦୁଇ ଚାମଚ ଜିରାକୁ ଦୁଇ ଗ୍ଳାସ ପାଣିରେ ରାତିରେ ଭିଜେଇକି ରଖିଦିଅନ୍ତୁ ତାପରେ ସକାଳୁ ଉଠିବା ପରେ ସେହି ପାଣିକୁ ଉଷୁମ କରି ଦିଅନ୍ତୁ ଯେତେବେଳେ ସେ ଗୋଟେ ଗ୍ଳାସ ପାଣି ହୋଇଯିବ ସେତେବେଳେ ଗ୍ଯାସ ବନ୍ଦ କରିଦିଅନ୍ତୁ । ନୀତିଦିନ ଏହି ପାଣି ପିଇବା ଦ୍ଵାରା ଶରୀରରେ କ୍ୟାଲସିୟମର ଅଭାବ ପୂରଣ ହୋଇଯିବ ।

ରାସୀର ସେବନ କରନ୍ତୁ

ଶରୀରରେ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ ନୀତିଦିନ ରାଶିର ଲଡୁ ସେବନ କରନ୍ତୁ । ରାସୀକୁ କ୍ୟାଲସିୟମର ସବୁଠୁ ଭଲ ଶ୍ରୋତ ମାନନ୍ତି ।

ମାଣ୍ଡିଆ ଦ୍ଵାରା ତିଆରି ହୋଇଥିବା ଖାଦ୍ଯ

ମାଣ୍ଡିଆକୁ କ୍ୟାଲସିୟମର ଭଲ ଶ୍ରୋତ ମାନାଯାଏ । ଆପଣ ମାଣ୍ଡିଆ ଦ୍ଵାରା ତିଆରି ହୋଇଥିବା ଇଟିଲି, ଚିଲା କିମ୍ବା ଦଲିଆ ସକାଳ ଖାଦ୍ଯ ରୂପରେ ଖାଇପାରିବେ । ଏହାକୁ ଖାଇବା ଦ୍ଵାରା ଆପଣଙ୍କ ଶରୀରକୁ ବହୁତ ପ୍ରକାର ଫାଇଦା ମିଳିଥାଏ । ତେବେ ଯଦି ଆପଣ ନିଜ ଶରୀରୀକୁ ମଜବୁତ କରିବାକୁ ଚାହୁଞ୍ଚନ୍ତି ତେବେ ନିଶ୍ଚିନ୍ତ ଏହାର ସେବନ କରନ୍ତୁ ।

I
ନିମ୍ବୁ ପାଣିର ସେବନ କରନ୍ତୁ

ନିମ୍ବୁ ପାଣିର ସେବନ ଆପଣ ମାତ୍ର ୨ ଟଙ୍କାରେ କରିପାରିବେ । ଶରୀରରେ କ୍ୟାଲସିୟମର ଅଭାବ ପୂରଣ କରିବା ପାଇଁ ନିମ୍ବୁ ପାଣି ବହୁତ ସାହାଜ୍ଯ କରିଥାଏ । ଆପଣ ନିମ୍ବୁ ପାଣିର ସେବନ ସନ୍ଧ୍ଯାରେ କରିପାରିବେ କାରଣ କୌଣସି ବ୍ୟକ୍ତି ଥକି ଗଲା ପରେ ସନ୍ଧ୍ଯାରେ ତାକୁ କ୍ୟାଲସିୟମର ଆବଶ୍ୟକ ପଡିଥାଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button