ଅକାଳ ମୃତ୍ୟୁ ଓ ଗରିବି ଆସିବାର 10ଟି ମୁଖ୍ୟ କାରଣ, ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆମେ ଆମ ଜୀବନରେ ଜାଣତରେ ହେଉ ବା ଅଜାଣତରେ ହେଉ କିଛି ଭୁଲ କରିଥାଏ ଯାହା ଆସୁଥିବା ଜୀବନରେ ସମସ୍ଯା ଦେଇଥାଏ । ଯଦି ଆପଣଙ୍କ ଘରେ କାହାର ଅକାଳ ମୃତ୍ୟୁ ହୋଇଯାଏ, ଯେତେ ରୋଜଗାର କରିଲେ ବି ଟଙ୍କାର ଅଭାବ ହେଉଥାଏ, ଖରାପ ଶକ୍ତିର ଆଭାସ ହେଉଥାଏ, ଘରେ ଅସାନ୍ତି ଲାଗି ରାହୁଥାଏ ତେବେ ଏହାର କାରଣ 5ଟି ଭୁଲ ହୋଇଥାଏ । ଯଦି ଆପଣଙ୍କ ସହ ଏପରି କିଛି ହେଉଛି ତେବେ ଜାଣି ରଖନ୍ତୁ ସେହି ଭୁଲ ବିଷୟରେ ଯାହା ଘରେ କରାଯାଏ । ତେବେ ଆସନ୍ତୁ ଜାଣିବା ।
1- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଗୋଟେ କି ଦୁଇଟି ରୁ ଅଧିକ ଛୁରୀ ରଖନ୍ତୁ ନାହିଁ। ଏହା ନାକାରତ୍ମକତା ବଢାଇଥାଏ । ରୋଷେଇ ଘରେ ଅଧିକା ଛୁରୀ ରଖନ୍ତୁ ନାହିଁ । ସକାଳ ସମୟରେ ଛୁରୀ ଦେଖନ୍ତୁ ନାହିଁ । ଏହାଦ୍ବାରା ଧନର ହାନି ଘଟିଥାଏ ।
2- ଘରେ ଯଦି ନାଗଫେଣୀ ଭଳି କଣ୍ଟା ଜାତୀୟ ଗଛ ଅଛି ତେବେ ବହୁତ ବଡ ଅଶୁଭ ହୋଇଥାଏ । ଏହା ଘରେ ଅକାଳ ମୃତ୍ୟୁ ହେବାର କାରଣ ହୋଇଥାଏ । ପରିବାରରେ ବରବାତ ହେବ ସହ ଖରାପ ଶକ୍ତିର ବାସ ହୋଇଥାଏ ।
3- ନାରୀମାନେ ମାସିକ ଧର୍ମ ସମୟରେ ତୁଳସୀ ଗଛରେ ପାଣି ଦିଅନ୍ତି ତେବେ ଗରିବୀ ଆସିବାର କାରଣ ହୋଇଥାଏ । ଏହି ସମୟରେ ନାରୀମାନେ ଆରାମ କରିବା ଉଚିତ ।
4- ଘରେ ଭଙ୍ଗା ଖଟ, ଆଇନା, ବାସନ ବା କାଚ ବା ବନ୍ଦ ଥିବା ଘଣ୍ଟା ରହିଲେ ଅଶୁଭ ହୋଇଥାଏ । ବାସ୍ତୁ ଅନୁଯାୟୀ ଏହା ଘରକୁ କଳହ ଆଣିଥାଏ । ତେଣୁ ଏମିତି ଭୁଲ କରନ୍ତୁ ନାହିଁ । ଘରେ ବୁଢିଆଣୀ ଜାଲ କେବେ ହେବାକୁ ଦିଅନ୍ତୁ ନାହିଁ ।
5- ଘରେ ଯଦି ମେହେନ୍ଦି, ଅମୃତଭଣ୍ଡା ଗଛ ଅଛି ତେବେ ତୁରନ୍ତ ଏହାକୁ ବାହାରେ ଲଗାନ୍ତୁ । ଏହାଦ୍ବାରା ଖରାପ ଶକ୍ତିର ବାସ ଘରେ ହୋଇଥାଏ । ଅଧିକ ବାସନ ଯୁକ୍ତ ଗଛ ଅଛି ତେବେ ବାହାରେ ନେଇ ଲଗାନ୍ତୁ । ଏହା ଶୁଭ ମାନାଯାଏ ନାହିଁ ।
6- ଘରେ ରାତିରେ ଅଇଁଠା ବାସନକୁ ରଖନ୍ତୁ ନାହିଁ । ଏହାଦ୍ବାରା ପରିବାର କାଙ୍ଗାଳ ହେବା ସହ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ । ଏହା ସହ ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ରୋଷେଇ ଘରକୁ ସର୍ବଦା ସଫା ରଖିବା ଉଚିତ ।
7- ବାସ୍ତୁ ଅନୁଯାୟୀ ସ୍ଵାମୀ-ସ୍ତ୍ରୀଙ୍କ ରୁମକୁ ପରିବାରର କେହି ସଦସ୍ୟ ବା ବାହାର ଲୋକ ବାରମ୍ବାର ଯିବା ବା ଶୋଇବା ଉଚିତ ନୁହେଁ । ଏହାଦ୍ବାରା ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିଥାଏ ।
8- ଘରର କବାଟ କୁ ଗୋଇଠା ମାରିବା ଉଚିତ ନୁହେଁ । ଘରର ମୁଖ୍ୟଦ୍ଵାରରେ ଜୋତା ଚପଲ ରଖନ୍ତୁ ନାହିଁ । ଏହାଦ୍ବାରା ଧନ ଜନିତ ସମସ୍ୟା ଦେଖାଯାଏ ।
9- ଗୁରୁବାରରେ ଘରେ ପୋଛା ଲଗାନ୍ତୁ ନାହିଁ । ଏହି ଦିନ କେଶ ଧୋଇବା ଦ୍ଵାରା ସ୍ଵାମୀ, ସନ୍ତାନଙ୍କର ଉନ୍ନତି ହୁଏ ନାହିଁ ।
10- ଆଲମାରୀରେ ଚିରା ନୋଟ ରଖନ୍ତୁ ନାହିଁ । ଏହାଦ୍ବାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ତେଣୁ ନୋଟକୁ ସର୍ବଦା ସଜାଡି ରଖିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।