ବିଚାର

ନାଗ ପଞ୍ଚମୀ କଥା

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ନାଗପଞ୍ଚମୀ କଥା ବିଷୟରେ ଜଣେଇବୁ। ଭବିଷ୍ୟ ପୁରାଣ ଅନୁସାରେ ପଞ୍ଚମୀ ତିଥି ନାଗଙ୍କୁ ବହୁତ ପ୍ରିୟ ଅଟେ ଏବଂ ତାଙ୍କୁ ଅତ୍ୟନ୍ତ ଆନନ୍ଦ ଦେଇଥାଏ। ଏହି ଦିନ ନାଗଲୋକରେ ବିଶିଷ୍ଟ ଉତ୍ସବ ପାଳନ କରାଯାଏ। ପଞ୍ଚମୀ ତିଥିରେ ଯେଉଁ ବ୍ୟକ୍ତି ନାଗଙ୍କୁ କ୍ଷୀରରେ ଅଭିଷେକ କରିଥାନ୍ତି ତାଙ୍କ କୂଳରେ ବାସୁକୀ ତକ୍ଷକ କାଳିଆ ମଣି ଭଦ୍ର ଐରାବତ କର୍କଟକ ତଥା ଧନଞ୍ଜୟ ଏମିତି ବଡ଼ ବଡ଼ ନାଗ ଅଭୟ ଦାନ କରିଥାନ୍ତି। ସେମାନଙ୍କ କୂଳରେ ସ୍ୱର୍ପର ଡର ନଥାଏ। ଥରେ ମାଙ୍କ ଅଭିଶାପରେ ସ୍ୱର୍ପ ଲୋକ ଜଳିବାକୁ ଲାଗିଥିଲେ ଏଥିପାଇଁ ସେହି ଅଭିଶାପକୁ ଦୂର କରିବା ପାଇଁ ପଞ୍ଚମୀରେ ଗାଈର କ୍ଷୀରରେ ନାଗଙ୍କୁ ଲୋକେ ସ୍ନାନ କରିଥାନ୍ତି। ଏହା ଦ୍ବାରା ସର୍ପର ଭୟ ନଥାଏ। ନାଗପଞ୍ଚମୀ କଥା ଆସନ୍ତୁ ଜାଣିବା।

ଥରେ ଦେବତା ଏବଂ ରାକ୍ଷସ ମିଶି ସମୁଦ୍ର ମନ୍ଥନ କଲେ। ସେହି ସମୟରେ ସମୁଦ୍ରରୁ ସମୁଦ୍ରସେତ ଉଚ୍ଚସ୍ୱର ନାମକ ଏକ ରାକ୍ଷସ ବାହାରିଲା। ତାହାକୁ ଦେଖି ନାଗ ମାତା ନିଜର ସଉତୁଣୀ ବିନତାକୁ କହିଲେ ଦେଖ ଏହି ଘଡା ଧଳା ରଙ୍ଗର ଅଟେ କିନ୍ତୁ ତାର ଚୁଟି କଳା ଦେଖାଯାଉଛି। ସେତେବେଳେ ବିନତା କହିଲେ ନାଁ ସିଏତ ଶ୍ରେତ ଅଟେ ନାଁ କଳା ନାଁ ଲାଲ ଅଟେ ଏହା ଶୁଣି ନାଗମାତା ସର୍ତ୍ତ ଲଗେଇଲେ କହିଲେ ଯଦି ମୁଁ ଏହି ଘୋଡାର ଚୁଟିକୁ କଳା ରଙ୍ଗର ଦେଖାଇଦେବି ତ ତୁ ମୋର ଦାସୀ ହୋଇଯିବୁ ଏବଂ ଯଦି ମୁଁ ଦେଖାଇ ପାରିବି ନାହିଁ ତେବେ ମୁଁ ତୋର ଦାସୀ ହୋଇଯିବି।

ଏହାପରେ ବିନତା ଏହି ସ୍ରୋତକୁ ମାନି ନେଲେ ଏବଂ କ୍ରୋଧ ବସତ ନିଜ ନିଜ ସ୍ଥାନକୁ ଚାଲିଗଲେ। ନାଗମାତା କଦୃ ନିଜର ପୁତ୍ର ନାଗଙ୍କୁ ଡାକି ଏହି କଥା ତାକୁ ଶୁଣାଇ ଦେଲେ ଏବଂ କହିଲେ ହେ ପୁତ୍ର ତୁମେ ଘୋଡାର ଚୁଟିରେ ଉଚ୍ଚସ୍ୱରର ଶରୀରରେ ପ୍ରବେଶ କରିନିଅ। ଏହା ଦ୍ବାରା ଯେମିତି ତାର ଚୁଟି କଳା ରଙ୍ଗର ଦେଖାଯିବ। ଯାହା ଦ୍ୱାରା ମୁଁ ମୋର ସଉତୁଣୀ ବିନତାକୁ ଜିତି କରି ନିଜର ଦାସୀ ବନେଇ ପାରିବି। ମାଙ୍କର କଥା ଶୁଣି ନାଗ କହିଲେ ମା ଏହି ଛଳ ଆମେ କରିବା ନାହିଁ ପଛେ ତୁମର ଜିତ ହେଉ କିମ୍ବା ହାରିବା ହେଉ। ଛଳରେ ଜିତିବା ବହୁତ ବଡ଼ ଅଧର୍ମ ଅଟେ।

ପୁତ୍ରଙ୍କର ଏହି କଥା ଶୁଣି କଦୃ ରାଗରେ କହିଲେ ତୁମେ ମାନେ ମୋର ଆଜ୍ଞାକୁ ମାନିବ ନାହିଁ ଏଥିପାଇଁ ମୁଁ ତୁମକୁ ଅଭିଶାପ ଦେଉଛି କି ପାଣ୍ଡବଙ୍କ ଵଂଶରେ ଉତ୍ପନ୍ନ ରାଜା ଜନ୍ମଞ୍ଜୟ ଯେବେ ସ୍ୱର୍ପ ଯଜ୍ଞ କରିବେ ସେତେବେଳେ ତୁମେ ସବୁ ସେହି ଯଜ୍ଞରେ ଜଳି ଯିବ। ଏତିକି କହି କଦୃ ସେଠାରୁ ଚାଲିଗଲେ। ନାଗଲୋକ ମାଙ୍କ କଥା ଶୁଣି ଭୟଭୀତ ହୋଇଗଲେ ଏବଂ ବାସୁକୀକୁ ସାଥିରେ ନେଇ ବ୍ରହ୍ମାଙ୍କ ପାଖରେ ପହଁଚିଲେ ଆଉ ସେଠାରେ ଭଗବାନ ବ୍ରହ୍ମାଙ୍କୁ ସମସ୍ତ କଥା ଶୁଣେଇ ଦେଲେ।

ଏହାପରେ ବ୍ରହ୍ମା କହିଲେ ହେ ବାସୁକୀ ମୋର କଥା ଶୁଣ। ଜଣେ ବହୁତ ବଡ଼ ତପସ୍ୱୀ ଜଗତ୍କାର ନାମକ ବ୍ରାହ୍ମଣ ଉତ୍ପନ୍ନ ହେବ ତା ସହିତ ତୁମେ ତୁମର ଭଉଣୀ ମନସାଙ୍କର ବିବାହ କରିଦେବ ଏବଂ ସେ ଯାହା ବି କହିବ ତାର ଵଚନ ସ୍ୟୁକାର କରିବ ଏବଂ ଏହାପରେ ବିଖ୍ୟାତ ନାମକ ପୁତ୍ର ଉତ୍ପନ୍ନ ହେବ।

ସେ ଦ୍ଵାପର ଯୁଗର ହେବାକୁ ଥିବା ଜନ୍ମଞ୍ଜୟର ଯଜ୍ଞକୁ ଅଟକାଇବ ଏବଂ ତୁମ ମାନଙ୍କର ରକ୍ଷା କରିବ। ବ୍ରହ୍ମାଙ୍କର ଏହି ଵଚନ ଶୁଣି ନାଗରାଜ ବାସୁକୀ ଏବଂ ଅନ୍ୟ ସମସ୍ତ ନାଗ ପ୍ରସନ୍ନ ହୋଇ ପ୍ରଣାମ କରି ନିଜ ଲୋକକୁ ଚାଲିଗଲେ। ଏହି ବର ସମସ୍ତ ନାଗକୁ ପଞ୍ଚମୀ ତିଥିରେ ଦେଇଥିଲେ ଏବଂ ୧୦୦ ବର୍ଷ ପରେ ଆସ୍ତିକ ମୁନି ପଞ୍ଚମୀ ଦିନ ହିଁ ନାଗଙ୍କର ରକ୍ଷା କରିଥିଲେ। ପଞ୍ଚମୀ ତିଥି ନାଗଙ୍କୁ ବହୁତ ପ୍ରିୟ ଅଟେ।

ପଞ୍ଚମୀ ଦିନ ନାଗଙ୍କର ପୂଜା କରି ପ୍ରାର୍ଥନା କରିବା ଉଚିତ କି ଯେଉଁ ନାଗ ପୃଥିବୀରେ ଆକାଶରେ ସ୍ଵର୍ଗରେ ସୂର୍ଯ୍ୟଙ୍କ କିରଣରେ ସରବରରେ ରହୁଛନ୍ତି ସେମାନେ ସମସ୍ତେ ଆମ ଉପରେ ପ୍ରସନ୍ନ ହୁଅନ୍ତୁ। ଆମେ ତାଙ୍କୁ ବାରମ୍ବାର ନମସ୍କାର କରୁଛୁ। ସର୍ବେ ନାଗା ପ୍ରିୟନ୍ତମ ମେ ୟେ କେଚିତ ପୃଥିବୀ ତଳେ ୟେ ଚ ହେଲିମରିଚିସ୍ଥା ୟେନ୍ତରେ ଦିବି ସଂସିସ୍ଥା ୟେ ନଦିଶୁ ମହାନାଗାୟେ ସରସ୍ୱତୀଗାମୀନଂ ୟେ ଚ ବାପିତାଗେଶୁ ତେଷୁ ସର୍ବେଷୁ ବୈ ନମଃ।

ଏହି ପ୍ରକାରରେ ନାଗଙ୍କୁ ପୂଜା କରି ବ୍ରାହ୍ମଣଙ୍କୁ ଭଜନ କରେଇବା ଉଚିତ ଏବଂ ଏହାପରେ ନିଜର ପରିବାର ସହିତ ଭଜନ କରିବା ଉଚିତ। ପ୍ରଥମେ ମିଠା ଜିନିଷ ଭଜନ କରିବା ଉଚିତ ଏବଂ ଏହାପରେ ନିଜର ମନ ପସନ୍ଦର ଖାଦ୍ୟ ଭଜନ କରିବା ଉଚିତ। ଯେଉଁମାନେ ପଞ୍ଚମୀ ତିଥିରେ ନାଗ ମାନଙ୍କୁ ପୂଜା କରିଥାନ୍ତି ସେମାନେ ଶ୍ରେଷ୍ଠ ବିମାନରେ ବସି ନାଗଲୋକକୁ ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button