ଘରେ ଉଇ କିମ୍ବା ମହୁମାଛି ବସା ହେଲେ କେଉଁ ସଙ୍କେତ ମିଳିଥାଏ ? ଏହା ସହ ଜାଣନ୍ତୁ ଆଜିର ଆଉ କିଛି ଅନୁଚିନ୍ତା
ବନ୍ଧୁଗଣ ଜୀବନରେ ବାସ୍ତୁ ଦୋଷ ଦୂର କରି ସୁଖ ସମୃଦ୍ଧି ଆଣିବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । ୧- ଯଦି କୌଣସି ଦିନ କିଛି ପେଟ ରୋଗ ଦେଖାଦିଏ ତେବେ ଆକସ୍ମିକ ଦୁର୍ଘଟଣା ହେବାର ସୂଚନା ଦିଏ । ଯଦି ସକାଳୁ ଉଠିବା ପରେ ଛୋଟ ପିଲା କାନ୍ଦିବାର ଦେଖନ୍ତି ଦିନଟି ଅଶୁଭ ହୋଇଥାଏ ।
୨- ଯଦି ମୁହଁରୁ ଅଧିକ ଲାଳ ବାହାରେ ତେବେ ଆର୍ଥିକ ଓ ସାମାଜିକ ସମସ୍ଯା ବଢିବାରେ ସୂଚନା ଦେଇଥାଏ । ଯଦି ସ୍ଵପ୍ନରେ ଗଛ ଚଢୁଥିବାର ଦେଖନ୍ତି ଅଚାନକ ଧନ ଲାଭର ସୂଚନା ଦେଇଥାଏ ।
୪- ଯଦି ଦୁର୍ଭାଗ୍ୟ ଲାଗି ରହୁଛି ତେବେ ଗୋଟେ ଲେମ୍ବୁକୁ ୭ ଥର ମୁଣ୍ଡ ଉପରେ ବୁଲାଇ ୨ ଫଳ କରି ଛକ ପାଖରେ ଦୁଇଟି ଦିଗକୁ ଫୋପାଡିବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।
୫- ଯଦି ବ୍ୟବସାୟରେ କ୍ଷତି ହେଉଛି ତେବେ କାଚ ବୋତଲରେ ସୋରିଷ ତେଲ ଭର୍ତ୍ତି କରି ନଦୀରେ ପ୍ରଭାବିତ କରିଲେ ଦୂର ହୁଏ । ଯଦି ଗମ୍ଭୀର ରୋଗ ଭଲ ହେଉ ନାହିଁ ତେବେ ଶୋଇବା ବୀ ମୁଣ୍ଡ ତଳେ ପଇସା ରଖି ସକାଳୁ ମସାଣିରେ ଫୋପାଡିବା ଦ୍ଵାରା ତାହା ଦୂର ହୁଏ ।
୬- ଯଦି ପ୍ରତେକ ଦିନ ଗାଈକୁ ରୁଟି ଖାଇବାକୁ ଦିଅନ୍ତି ତେବେ ଅଶୁଭ ସମୟ ଦୂର ହୋଇ ଶୁଭ ସମୟ ଆରମ୍ଭ ହେବାର ଦେଖାଦିଏ । ଦିନରେ ଖାଇବା ସମୟରେ ଝିଟିପିଟି ସବ୍ଦ ଶୁଣାଯାଏ ଶୁଭ ଖବର ମିଳିବାର ସୂଚକ ହୋଇଥାଏ ।
୭- କୌଣସି ଦିନ ଧର୍ମ ପୁସ୍ତକ ମିଳିଯାଏ ଆଗାମୀ ଦିନରେ ଶୁଭ ସମୟର ଆଗମନ ହୋଇଥାଏ । ପୂଜା କରିବା ସମୟରେ ଦୀପ ଲିଭିଗଲେ ଅଶୁଭ ଘଟଣା ଘଟିବାର ସୂଚନା ମିଳିଥାଏ ।
୮- ପୂଜା କରିବା ସମୟରେ ପୂଜା ଥାଳି ହାତରୁ ଖସି ପଡେ ତେବେ ସଙ୍କଟ ଆସିବାର ସୂଚକ ହୋଇଥାଏ । ଘରୁ ବାହାରିବା ସମୟରେ ହଠାତ କିଛି ଜିନିଷ ଭୁଲିବାର ମନେ ପଡିଯାଏ ଶୁଭ ସମୟର ଆଗମନ ହୋଇଥାଏ ।
୯- କୌଣସି ଦିନ ଚଢେଇ ମୁଣ୍ଡ ଉପରେ ମଳତ୍ଯାଗ କରେ ସେହି ଦିନ ଠାରୁ ଗରିବୀ ଶେଷ ହୋଇ ଶୁଭ ସମୟ ଆସିବାର ସଂକେତ ହୋଇଥାଏ ।
୧୦- କୌଣସି ଜାଗାକୁ ଯିବା ବେଳେ ଗୁଡ ଦେଖନ୍ତି ଅଧିକ ଲାଭ ହେବାର ସୂଚନା ମିଳିଥାଏ । ଶୋଇକି ଉଠିବା ସମୟରେ ନେଉଳ ଦେଖାନ୍ତି ଗୁପ୍ତ ଧନ ପ୍ରାପ୍ତ ହେବାର ସଂକେତ ହୋଇଥାଏ ।
୧୧- ପକେଟେରେ ପଇସା ପଡିଲେ ଅର୍ଥ ପ୍ରାପ୍ତି ହେବାର ସୂଚନା ମିଳିଥାଏ । ଖରାପ ସମୟ ଚାଲିଥିବା ବେଳେ ଝିଣ୍ଟିକାର ଶବ୍ଦ ଶୁଣାଯାଏ ଭଲ ସମୟ ଆସିବାର ସୂଚନା ଦେଇଥାଏ ।
୧୨- ଘରର କୌଣସି ଜାଗାରେ ଉଈ ଲାଗିଯାଏ ବା ମହୁମାଛି ବସା ବାନ୍ଧେ ତେବେ ଘରର ମୁଖ୍ୟ ଲୋକଙ୍କ ପାଇଁ ଅଶୁଭ ପଡିବାର ସୂଚନା ଦେଇଥାଏ ।