ସ୍ୱାସ୍ଥ୍ୟ

କ୍ୟାନ୍ସର ହେବା ପୂର୍ବରୁ ଶରୀର ଦିଏ ଏହି ସବୁ ଲକ୍ଷଣ ! ସମୟ ଥାଇ ହେଇ ଯାଆନ୍ତୁ ସାବଧାନ ! ନହେଲେ…(Health Tips)

ଆମ ଆଖ ପାଖରେ ଅନେକ ରୋଗ ସୃଷ୍ଟି କାରୀ ଜୀବାଣୁ ଅଛନ୍ତି । କିଛି ଜୀବାଣୁ ମାନେ ଆମ ପାଇଁ ଭଲ ଥାନ୍ତି ଆମ ପରିବେଶ ପାଇଁ ତାଙ୍କ ର ଉପସ୍ଥିତି ଠିକ ଥାଏ ତ କିଛି ଜଣ ଅନେକ ପ୍ରକାର ସମସ୍ଯା ମାନ ସୃଷ୍ଟି କରି ଥାନ୍ତି । ସାଧାରଣ ଭାବେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ପରିବେଶ ପ୍ରଦୂଷିତ ହେବା ଦ୍ଵାରା ଆମର ସବୁ କିଛି ନଷ୍ଟ ହୋଇ ଯାଉଛି ଏହି ଭଳି ମାନବ ମଧ୍ୟ ନିଜ ଆୟୁ ସୀମାକୁ କମ କରି ସରିଲାଣି ।

ଓଜନ ଲେୟାର ରେ କଣା ହେବା ଦ୍ଵାରା କ୍ୟାନ୍ସର ଭଳି ପରିସ୍ଥିତି ଆରମ୍ଭ ହୋଇ ଗଲାଣି । ଆମର ଏହି ଜାଗାରେ ଏହି ଭଳି ଅବସ୍ଥା ହୋଇ ଗଲାଣି କି ସବୁ ଦିନ ପ୍ରତେକ ମିନିଟ ରେ 15 ରୁ ଅଧିକା ରୋଗୀଙ୍କ ଦେହାନ୍ତ ହେଉଛି । ଆମ ଶରୀର ରେ ଥିବା ଏହି ବେମାରି ଆମକୁ ଯଦି ସମୟ ଥିବା ଆଗରୁ ଜଣା ପଡି ନଥାଏ ।

ତେବେ ଏହା ଆମ ପାଇଁ ବହୁତ ବିପଦ ଆଣି ଦେଇ ଥାଏ ଅନେକ କଷ୍ଟ ଦେଇକି ଆମେ ମୃତ୍ୟୁ କୁ ପ୍ରାପ୍ତି କରିଥାଉ ।  ଆମେ ଆଜି କହିବା କି ଏହା ଆମକୁ କିଭଳି ଭାବେ କମ୍ଜୋର କରି ଦେଇ ଥାଏ ଦେଖନ୍ତୁ କ୍ୟାନ୍ସର ହେଉଛି ଏହି ଭଳି ଏକ ବେମାରି ଯିଏ କି ଆମ ଶରୀରେ ଥିବା କୋଷିକା ବିଭାଜନ କୁ ତ୍ବାରାନ୍ଵିତ କରି ଦେଇ ଥାଏ ।

ଯାହା ଦ୍ଵାରା ଆମର ଶରୀର ଆଗ ଅପେକ୍ଷା ଖୁବ ଶୀଘ୍ର କମଜୋର ହୋଇ ଯାଇ ଥାଏ । ଆଜି ଆମେ କହିବା କି ଆମେ କେଉଁ ଭଳି ଲକ୍ଷଣ ମାନେ ଦେଖିଲେ ଜାଣି ପାରିବା କି ଆମକୁ କ୍ୟାନ୍ସର ହୋଇଛି । କାରଣ ଏହା ଶରୀର ର କେଉଁ ଭି ଜାଗାରେ ହୋଇ ଯାଇ ପାରେ । ଏହାର ପ୍ରଥମ ସ୍ଟେପ ହେଉଛି କାର୍ସିନାମା ଏହା ଆମ କୋଷରେ ଥାନ୍ତି ।

ଦ୍ଵିତୀୟ ରେ ସୋର୍କୋମା ଏହା ଆମ ମଶାଲ ରୁ ଆସିଥାନ୍ତି ଓ ତୃତୀୟ ହେଉଛି ବ୍ଲଡ଼ ରୁ ଓ ଚତୁର୍ଥ ଓ ଶେଷ ଗ୍ରନ୍ଥି ରୁ ଆସିଥିବା ଲସିଆ କୁ ଆମେ ଲିଭୋମା ବୋଲି ଜାଣିଛେ । ଏହାକୁ ଜାଣିବା ପାଇଁ ଆମେ କିଛି ଲକ୍ଷଣ କହୁଛେ ଯେମିତିକି ଶରୀର ରେ ହୋଇଥିବା ସାମାନ୍ୟ କ୍ଷତ ନ ସୁଖିବା, ସ୍ଥନରେ କିଛି ବଥ ଭଳି ବାହାରିବା ଓ ଏହା କ୍ରମଶଃ ବଢିବା ।

ବହୁତ ଦିନ ଧରି ପେଟ ସମସ୍ଯା ବାନ୍ତି ହେବା ଆଦି ଲକ୍ଷଣ କ୍ୟାନ୍ସର ର ଅଟେ । ଯଦି ଆପଣଙ୍କ ଶରୀର ରେ କଳାଜାଇ ଥାଏ ତେବେ ଏହା ଭଲ ମାତ୍ର ଏହାର ଆକାର ଯଦି ବଢିବାରେ ଲାଗିଛି ତେବେ ଆପଣ ଏହି ସବୁ ଲକ୍ଷଣ ଯଦି ଦେଖିବା ତେବେ ଆମେ ତୁରନ୍ତ ଡେରି ନକରି ଡାକ୍ତର ଙ୍କ ପରାମର୍ଶ ନେବା ଭଲ ହେବ ।

ଆପଣ ଏହାର ଲକ୍ଷଣ ଥିଲେ ଯେ ପୁରା ପୁରୀ ଭାବେ ଶେଷ ସ୍ଟେଜ ରେ ଅଛନ୍ତି ଏହା ନୁହେଁ । ଆପଣ ଙ୍କ ର ଯଦି ଏହା ପ୍ରଥମ ସ୍ଟେଜ ଥିବ ଭଗବାନ ଙ୍କ ଆଶୀର୍ବାଦ ରୁ ଆପଣ ସୁରକ୍ଷିତ ନିଜ ଘରକୁ ଫେରିବେ । କିଛି ଲୋକମାନେ ଏହାକୁ ନଜର ଅଣ୍ଡଜ କରିବା ଦ୍ଵାରା ସେମାନଙ୍କ ଜୀବନ ର ସମୟ ଖୁବ ଖିର୍ଣ୍ଣ ହୋଇ ଯାଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button