ସ୍ୱାସ୍ଥ୍ୟ

ଆମ୍ବ ସହ କେବେ ବି ଭୁଲ୍ ରେ ପିଅନ୍ତୁନି କୋଲ୍ଡ ଡ୍ରିଙ୍କ, ନହେଲେ ଆପଣ ହୋଇ ଯିବେ ଗୁରୁତର

ନମସ୍କାର ପାଠକ ବନ୍ଧୁ।ସୋସିଆଲ୍ ମିଡ଼ିଆ ରେ ଅନେକ ଖବର ଆସି ଥାଏ।ଆପଣ ଘରେ ବସି ଅନେକ ଖବର ପଢି ପାରିବେ।।ଏମିତି ଏକ ଖବର ଆମେ ଆପଣ ଙ୍କୁ କହିବାକୁ ଯାଉଛୁ।ଆମ୍ବ ଖାଇ ସାରିଲା ପରେ କୋଲ୍ଡ ଡ୍ରିଙ୍କ ଖାଇଲେ ଶରୀର ଉପରେ ପଡ଼ୁ ଥିବା ପ୍ରଡୁ ଥିବା ପ୍ରଭାବ ବିଷୟ ରେ।
Special Report

ଜଣେ ବ୍ୟକ୍ତି ଆମ୍ବ ଖାଇ ସାରିଲା ପରେ କୋଲ୍ଡ ଡ୍ରିଙ୍କ ପିଇ ସିଧା ସଳଖ ସ୍ୱର୍ଗ ବାସି ହୋଇଛି।ତେଣୁ ଏହା କରିବା ଉଚିତ ନୁହେଁ।ଏହି ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବା ପରେ ଏବେ ଏହା ସମସ୍ତଙ୍କ ପାଇଁ ଚିନ୍ତା ର ବିଷୟ ହୋଇଛି।
ଆମ୍ବ ଖାଇ ତା ପରେ କୋଲ୍ଡ ଡ୍ରିଙ୍କ ପିଇଲେ ଶରୀର ରେ ବିଷ ମାତ୍ରା ବୃଦ୍ଧି ପାଇ ଥାଏ।ଏହା ଦେଖିବାକୁ ମିଳି ଥିଲା ଚଣ୍ଡିଗଡ ଠାରେ।ଲୋକ ମାନେ ଏଭଳି କିଛି କହୁଛନ୍ତି।ଯେଉ ଥିରେ ଆମ୍ବ ଖାଇ କୋଲ୍ଡ ଡ୍ରିଙ୍କ ପିଇବା ଉଚିତ ନୁହେଁ।ଏଥିରେ ଶରୀର ଉପରେ କୁ ପ୍ରଭାବ ପଡି ଥାଏ।
Special Report

ଜଣେ ଜଣେ ମଧ୍ୟ ମୃ-ତ୍ୟୁ ବରଣ କରିଛନ୍ତି।ବିଷ ଟା ଶରୀର ରେ ବଢ଼ି ଯାଇ ଏପରି ହୋଇ ଥାଏ ବୋଲି କୁହା ଯାଉଛି।କିନ୍ତୁ ଆମେ ଜାଣିଚୁ ଆମ୍ବ ରେ ସାଇଟ୍ରିକ ଏସିଡ ଓ କାର୍ବୋନିକ୍ ଏସିଡ ରହିଥାଏ।ଏହି ଦୁଇ ଟା ମିଶି ବିଷ ହୋଇ ଯାଇ ଥାଏ ବୋଲି କୁହା ଯାଉଛି।
କିନ୍ତୁ ଏହା କେବଳ ଏକ ମିଛ ପ୍ରଚାର।ଏଥିରେ କୌଣସି ସତ୍ୟତା ନାହିଁ।ଚଣ୍ଡିଗଡ ରେ ଏହାର ସତ୍ୟତା ଜାଣିବା ପାଇଁ ପରୀକ୍ଷା କରା ଯାଇ ଥିଲା।ଏଥିରୁ ଏହି ସିନ୍ଧାନ୍ତ ରେ ପହଁଞ୍ଚି ଲୁ କି ଏଥିରେ କୌଣସି ସତ୍ୟତା ନାହିଁ। ଆମ୍ବ ଓ କୋଲ୍ଡ ଡ୍ରିଙ୍କ ମଧ୍ୟ ରେ ଏପରି କିଛି ନାହିଁ।ଏହା ଶରୀର ଉପରେ ମଧ୍ୟ କିଛି ପ୍ରଭାବ ପକାଇ ନ ଥାଏ।ଲୋକ ମାନେ ଏହାକୁ ଭୁଲ ଦୃଷ୍ଟି ରେ ଦେଖନ୍ତି।
Special Report
ସୋସିଆଲ ମିଡିଆରେ କୁହା ଯାଉଛି ଯେ ଆମ୍ବ ପରେ କୋଲ୍ଡ ଡ୍ରିଙ୍କ ମଣିଷ ମୃ-ତ୍ୟୁ ମୁଖ ରେ ପଡୁଛି।ହେଲେ ଏହା ଜାଣି ରଖିବା ଉଚିତ ଯେ ଆମ୍ବ ଠାରୁ ବେଶୀ ସାଇଟ୍ରିକ୍ ଏସିଡ ଲେମ୍ବୁ ରେ ଥାଏ।ଲୋକ ମାନେ ପୁଣି ଲେମ୍ବୁ କୁ ଅନେକ କାମ ରେ ବ୍ୟବହାର କରନ୍ତି। ମଦ ରେ ହେଉ କି ଅନ୍ୟ କେଉଁ ଥିରେ ହେଉ ଲୋକ ମାନେ ଲେମ୍ବୁ କୁ ଦଳିକି ଖାଆନ୍ତି।ସେମାନଙ୍କ ର ତ କିଛି ହୁଏ ନାହିଁ।ତାହାଲେ ଏହା ଏକ ମିଛ କଥା।ଏଥିରେ ସତ୍ୟତା ନାହିଁ ବୋଲି ପ୍ରମାଣିତ ହେଲା।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button