ଦେଶ ବିଦେଶ

ଉତ୍ତର କୋରିୟା ରେ କରୋନା ଦ୍ଵାରା ପୀଡିତ ପ୍ରଥମ ରୋଗି ମିଳିଲା, କିମ ଯୋଙ୍ଗ ଦେଇ ଦେଲେ ଏହି ଆଦେଶ

କୋରୋନା ଭାଇରସ ପାଇଁ ପୁରା ଦୁନିଆ ରେ ହାହାକାର ମଚି ରହିଛି, ଏହି ମଧ୍ୟରେ ଏହି ମହାମାରି ଠାରୁ ବଞ୍ଚିବା ପାଇଁ ଲୋକ ନୂଆ ନୂଆ ଉପାୟ ଆପଣଉଛନ୍ତି । ସବୁ ଦେଶ ଓ ରାଜ୍ୟ ରେ ଏହାକୁ ନେଇ ବହୁତ ବଡ ବଡ ନିଷ୍ପତ୍ତି ଓ ଶାଜାଗ ରହିବା ପାଇଁ କାମ ମଧ୍ୟ କରା ଯାଉଛି । ଏହି ମହାମାରୀକୁ ଅଟକେଇବା ପାଇଁ ସବୁ ସ୍କୁଲ କଲେଜ ମଧ୍ୟ ବନ୍ଦ କରି ଦିଆ ଯାଇଛି ।

ଏହା ଛଡା ଲୋକଙ୍କ ଭିଡ ଜାଗାରେ ଯିବା ଓ ଅନ୍ୟ ଲୋକଙ୍କ ସହ ଦେଖା କରିବା ମଧ୍ୟ ମନା କରା ଯାଉଛି, ସରକାର ପରଯାପ୍ତ ଉପାୟ ଲୋକଙ୍କ ଭଲ ପାଇଁ କରୁଛନ୍ତି ।

ଏହାଛଡା ପ୍ରାୟତଃ ଜାଗାରେ ସରକାର ୧୪୪ ଲଗେଇ ଦେଇଛନ୍ତି ଯାହା ଦ୍ଵାରା ଲୋକ ଘରୁ ବାହାରକୁ ଯିବା କମ କରିଦେବେ । ଏହି ମହାମାରୀ ସମୟରେ ଉତ୍ତର କୋରିୟା ଠାରୁ ଗୋଟେ ବଡ କଥା ସାମ୍ନାକୁ ଆସିଛି, ଖବର ଅନୁଯାଇ ଉତ୍ତର କୋରିୟା ରେ କୋରୋନା ଭାଇରସ ପ୍ରଥମ ରୋଗି ମିଳିଛି ଯାହା ପରେ କୋରିୟା ତାନାଶାହ କିମ ଯୋଙ୍ଗ ଦେଶ ରେ ରୋଗ ନ ବ୍ୟାପିବା ପାଇଁ ଗୋଟେ ଏମିତି ଭୟଙ୍କର ଆଦେଶ ଦେଇଛନ୍ତି ଯାହା ଶୁଣି ଆପଣ ମଧ୍ୟ ଆଶଚରଜା କରିବେ ।

ତେବେ କିମ ଯୋଙ୍ଗ ନିଜ ଦେଶ ଅନ୍ୟ ଲୋକଙ୍କୁ ବଞ୍ଚେଇବା ପାଇଁ ପୀଡିତ ରୋଗୀକୁ ଗୁଳି ରେ ମାରିବା ଆଦେଶ ଦେଇଛନ୍ତି, ଖବର ଅନୁଯାଇ ଏପର୍ଜନ୍ତ ପୁରା ଦୁନିଆରେ ୧,୬୯,୫୨୪ ଲୋକ କୋରୋନା ଦ୍ଵାରା ପୀଡିତ ହୋଇଛନ୍ତି । ଏଥିରୁ ୬୫୧୫ ଲୋକଙ୍କ ମୃତ୍ୟୁ ହୋଇଯାଇଛି, କେବଳ ଚୀନ ଏମିତି ଦେଶ ଯେଉଁଠି ୩୨୧୩ ଲୋକଙ୍କ ମୃତ୍ୟୁ କୋରୋନା ଦ୍ଵାରା ହୋଇଛି ।

ଚୀନ ପରେ ସବୁଠାରୁ ପ୍ରଭାବିତ ଲୋକ ଇଟାଲୀ ରେ ହୋଇଛନ୍ତି, ସେଠାରେ ଏପର୍ଜନ୍ତ ୧୮୦୯ ଲୋକ ମୃତ୍ୟୁ ବରଣ କରିଛନ୍ତି । ତେବେ ଇଟାଲୀ ରେ ୨୪୭୪୭ ଲୋକ କୋରୋନା ଦ୍ଵାରା ପୀଡିତ ଅଛନ୍ତି, ତେବେ ଇଟାଲୀ ରେ ଗୋଟେ ଦିନରେ ୩୬୮ ଲୋକଙ୍କ ମୃତ୍ୟୁ ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button