ଧର୍ମ

ପ୍ରତି ରାତିରେ କରନ୍ତୁ ପତ୍ନୀଙ୍କ ସହ ଏହି 1 କାର୍ଯ୍ୟ ସଫଳତା ନିଶ୍ଚିନ୍ତ ମିଳିବ | ପତି ପତ୍ନୀ ରହସ୍ୟ..

ବନ୍ଧୁଗଣ ଆମ ଦିନର ଆରମ୍ଭ ସକାଳ ସୂର୍ଯ୍ୟଦୋୟ ରୁ ଏବଂ ଦିନର ଶେଷ ସୂର୍ଯ୍ୟାସ୍ତ ସନ୍ଧ୍ୟାରେ ହୋଇଥାଏ | ସୂର୍ଯ୍ୟ ଉଦୟ ଏବଂ ସୂର୍ଯ୍ୟାସ୍ତ କୁ ଦିନ ଆଉ ରାତିର ସମନ୍ଧି ସମୟ ବୋଲି ବିଶ୍ୱାସ କରାଯାଏ, ସେଥିପାଇଁ ଶାସ୍ତ୍ରରେ ଏହି ସମୟକୁ ବହୁତ ମହତ୍ତ୍ୱପୂର୍ଣ ବୋଲି ବିଶ୍ୱାସ କରାଯାଏ | ଶାସ୍ତ୍ରରେ କୁହାଯାଇଛି ସୂର୍ଯ୍ୟାସ୍ତ ପରେ କିଛି କାର୍ଯ୍ୟ କରିବା ଉଚିତ ନୁହେଁ,ଅନେକ ଲୋକଙ୍କ ର ଉନ୍ନତି ହୁଏ ନାହିଁ ତାହା ପଛର କାରଣ ବାସ୍ତୁ ଦୋଷ ହୋଇପାରେ | ଏହି ଦୋଷ କୁ ବଢେଇବା ପାଇଁ ଅନେକ ଥର ଆମର ଭୁଲ ଏବଂ ଅଭ୍ୟାସ ହିଁ ସାମିଲ ହୋଇଥାନ୍ତି | ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନେକ କାର୍ଯ୍ୟ ଏମିତି ଅଛି ଯାହାକୁ ରାତିରେ ମହିଳାଙ୍କୁ କରିବା ଉଚିତ ନୁହେଁ | ଏହା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ |

ବନ୍ଧୁଗଣ ମହିଳା ଯଦି ଚାହାଁନ୍ତି ତେବେ ଘରକୁ ସ୍ୱର୍ଗ କିମ୍ବା ନର୍କ ବନେଇ ଦେଇଥାନ୍ତି, ଆଉ ଯଦି ଚାହାଁନ୍ତି ତ କୁଟିଆ କୁ ମହଲ ବନେଇ ପାରନ୍ତି | କିନ୍ତୁ କଣ ଆପଣ ଜାଣିଛନ୍ତି ଏହି 5 ଜିନିଷ ମହିଳାଙ୍କୁ ରାତିରେ କରିବା ଉଚିତ ନୁହେଁ, ଏହା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ | ଏହି କାର୍ଯ୍ୟ କରିବା ଦ୍ୱାରା ଘରକୁ ମୁଖିଆ କାଙ୍ଗାଳ ହେଇଯାନ୍ତି | ତେବେ ଆସନ୍ତୁ ଜାଣିବା ସେହି ଭୁଲ ବିଷୟରେ..

1. ବହୁତ ଲୋକ କପଡା ର ରଙ୍ଗ ଏବଂ କପଡା ଖରାପ ହେବାର ଡରରେ କପଡା ରାତିରେ ସଫା କାରୀ ଶୁଖେଇ ଦିଅନ୍ତି | କିନ୍ତୁ ଏହା ଏକ ବାସ୍ତୁ ଦୋଷ ହୋଇଥାଏ, ବିଶ୍ୱାସ କରାଯାଏ କି ରାତିର ସମୟରେ ନକାରାତ୍ମକ ଶକ୍ତି ପବନ ରେ ବିତରଣ କରନ୍ତି | ଏହା ଦ୍ୱାରା ନକାରାତ୍ମକତା ଆସିଥାଏ, ତେଣୁ ଏହିପରି କରିବା ଉଚିତ ନୁହେଁ | ଏହି ପ୍ରକାରରେ ଅନେକ ଲୋକ ରାତିରେ ଅଇଁଠା ବାସନ କୁ ସେମିତି ଛାଡିଦେଇଥାନ୍ତି, ଏହା ଦ୍ୱାରା ମଧ୍ୟ ନକାରାତ୍ମକତା ବଢିଥାଏ | ତେଣୁ ଅଇଁଠା ବାସନ କୁ ରାତି ରେ ସଫା କାରୀ ରଖିଦେବା ଉଚିତ

2.ବନ୍ଧୁଗଣ ଅନେକ ଲୋକ ରାତିରେ ଜୋତା କିମ୍ବା ଚପଲକୁ ଖଟା ତଳେ ରଖିଦିଅନ୍ତି କିନ୍ତୁ ଏହିପରି କରିବା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ | ଘରେ ଅଶାନ୍ତି ଆସିଥାଏ ଏବଂ ନକାରାତ୍ମକ ପରିବେଶ ଘେରି ରହିଥାଏ,ତେବେ କିଛି ଲୋକ ରାତିରେ ସମ୍ପୂର୍ଣ ଅନ୍ଧକାର କରି ଘରେ ସୋଇଥାନ୍ତି କିନ୍ତୁ ଏହିପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ରାଗିଯାନ୍ତି, ଘରେ ଧିମି ଲାଇଟ କିମ୍ବା ଦୀପ ଜଳେଇ ଶୋଇବା ଉଚିତ ହୋଇଥାଏ | ବନ୍ଧୁଗଣ ଅନେକ ଲୋକ ବାହାରୁ ଆସି ଗୋଡ ହାତ ନଧୋଇ ସିଧା ଖଟରେ ସୋଇପଡ଼ନ୍ତି,କିନ୍ତୁ ଏହିପରି କରିବା ଦ୍ୱାରା ନକାରାତ୍ମକ ଉର୍ଜା ଆପଣଙ୍କୁ ଅସୁବିଧାରେ ପକାଇଥାଏ | ତେବେ ଏହିସବୁ ପ୍ରତି ଧ୍ୟାନ ରଖନ୍ତୁ |

3. ରାତିରେ ଅଧିକ ଡେରି କରି ଶୋଇବା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ, ଏବଂ ଶରୀର ମଧ୍ୟ ଖରାପ ହୋଇଥାଏ | ଏହା ଦ୍ୱାରା ଘରେ ବହୁତ ଅସୁବିଧା ଦେଖା ଦେଇଥାଏ | ଏହା ସହିତ ରାତିରେ ଠାକୁର ଘରକୁ ଖାଲି ରଖିବା ଉଚିତ ନୁହେଁ | ଠାକୁରଙ୍କ ଉପରେ ଧଳା ବସ୍ତ୍ର ଘୋଡେଇ ଦେବା ଉଚିତ ହୋଇଥାଏ, ନଚେତ ଭଗବାନ କ୍ରୋଧିତ ହୋଇଥାନ୍ତି | ତେବେ ବନ୍ଧୁଗଣ ରାତି ସମୟ ରେ କବାଟ କିମ୍ବା ଝରକା ପଟକୁ ମୁଣ୍ଡ କିମ୍ବା ଗୋଡ଼ ରଖି ଶୋଇବା ଉଚିତ ନୁହେଁ | ଏହା ଦ୍ୱାରା ବାସ୍ତୁ ଦୋଷ ଲାଗିଥାଏ, ଅନିଷ୍ଟ ହୋଇଥାଏ |

4.ଘରକୁ ବାସ୍ତୁ ମୁକ୍ତ କରିବା ଦ୍ୱାରା କେବଳ ସବୁ କିଛି ଠିକ ହୋଇନଥାଏ | ଏହା ସହ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ସଦା ସର୍ବଦା ଘରକୁ ସଫା ସୂତର ରଖନ୍ତୁ | ଏହିପରି କରିବା ଦ୍ୱାରା ଘରେ ସକାରାତ୍ମକ ଉର୍ଜା ଏବଂ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ | ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରିବା ଉଚିତ ନୁହେଁ, ସକାଳ ସମୟରେ ଘରେ ଝାଡୁ କରିବା ସବୁଠାରୁ ଶେଷ୍ଠ ହୋଇଥାଏ | ଯଦି କେବେ କୌଣସି କାରଣବଶତ ଓଲେଇବା କୁ ପଡେ ତେବେ ଘରର ମଇଳା କୁ ଫିଙ୍ଗିବେ ନାହିଁ |

5.ଆମ ସମସ୍ତଙ୍କ ଘରେ ତୁଳସୀ ଗଛ ତ ନିଶ୍ଚିତ ରୂପେ ଥାଏ ସବୁବେଳେ ମାନେ ରଖିବେ ମାତା ତୁଳସୀଙ୍କୁ ସୂର୍ଯ୍ୟାସ୍ତ ପରେ କେବେ ବି ଜଳ ଅର୍ପଣ କରିବେ ନାହିଁ ଏହା ସହ କେବେ ବି ମାତା ତୁଳସୀଙ୍କୁ ସ୍ପର୍ଶ କରନ୍ତୁ ନାହିଁ | ଏପରି କରିଲେ ଧନର ମାତା ଲଷ୍ମୀ ଆମ ଉପରେ କ୍ରୋଧିତ ହୋଇଥାନ୍ତି | ଏବଂ ଆମ ଜୀବନକୁ ଦରିଦ୍ରତା ମାଡିଆସେ | ସୂର୍ଯ୍ୟାସ୍ତ ବେଳେ କେବେ ବି କାହାରିକୁ ବି ଶୋଇବା ଉଚିତ ନୁହେଁ ଏବଂ ଏହା ସହ କେବେ ବି ସୂର୍ଯ୍ୟାସ୍ତ ସମୟରେ ଖାଇବା ଉଚିତ ନୁହେଁ | ଏମିତି କରିବା ଦ୍ୱାରା କେବଳ ଧନର ଅଭାବ ହି ନୁହଁ ବରଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦେଖା ଯାଇଥାଏ | ଏହା ସହ ସଦାସର୍ବଦା ମନେ ରଖିବେ କି ଆପଣ କେବେ ବି ସୂର୍ଯ୍ୟାସ୍ତ ଅଥବା ରାତ୍ରି ସମୟରେ ନିଜ ଚୁଟି, ଦାଢ଼ି କିମ୍ଵା ନଖ କାଟନ୍ତୁ ନାହିଁ | ଏମିତି କରିବା ଦ୍ୱାରା ଘରର ସୁଖ,ଶାନ୍ତି ନଷ୍ଟ ହୋଇଥାଏ |

ଏହା ତ ଥିଲା ରାତି ସମୟରେ କଣ କଣ ନକରିବା ଉଚିତ ଏବେ ଚାଲନ୍ତୁ ଜାଣିବା ରାତି ସମୟରେ ଏମିତି କିଛି କାମ ଅଛି ଯାହା ସ୍ୱାମୀ ସ୍ତ୍ରୀ ସହ କରିବା ଦ୍ୱାରା ସ୍ୱାମୀଙ୍କୁ ସଫଳତା ପ୍ରାପ୍ତ କରିବାରୁ କେହିବି ଅଟକାଇ ପାରିବେ ନାହିଁ | ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ତାଙ୍କର ନୀତି ଅନୁଯାୟୀ ସେ ରାଜା ଚନ୍ଦ୍ରଦେବ ମୋର୍ଯ୍ୟଙ୍କୁ ରାଜ ଗାଦିରେ ବସେଇ ଦେଇଥିଲେ | ଯଦି ଆପଣ ମଧ୍ୟ ସଫଳ ହେବାକୁ ଚାହୁଁଛନ୍ତି ତେବେ ଆପଣ ମଧ୍ୟ ଚାଣକ୍ୟ ବତେଇଥିବା ଏହି କାମ ରାତ୍ରି ସମୟରେ ନିଶ୍ଚିତ କରନ୍ତୁ |

ବନ୍ଧୁଗଣ ମନେ ରଖିବେ ଯଦି ଆପଣ ମଧ୍ୟ ନିଜ ଜୀବନରେ ସଫଳ ହେବାକୁ ଚାହୁଁଛନ୍ତି ତେବେ ଚାଣକ୍ୟ କହିଥିବା ଏହି କାମ ନିଶ୍ଚିତ ନିଜ ସ୍ତ୍ରୀଙ୍କ ସହ କରନ୍ତୁ | ଏବଂ ମନେ ରଖିବେ କି ଚାଣକ୍ୟ ଏହା ମଧ୍ୟ କହିଛନ୍ତି କି ଏହି କାମ କେବଳ ନିଜ ସ୍ତ୍ରୀ ସହ କରନ୍ତୁ ଏବଂ ଏହି କଥା କାହାରିକୁ ବି କହିବେ ନାହିଁ | ଏମିତି କରିଲେ ସଫଳତା ଜାଗାରେ ଆପଣଙ୍କ ଜୀବନରେ କେବଳ କ୍ଷତି ହି କ୍ଷତି ହେବ |

ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ରରେ ମହିଳା ମାନଙ୍କୁ ମାତା ଲଷ୍ମୀଙ୍କ ସହ ତୁଳନା କରାଯାଏ | ଏବଂ ଅନେକ ସ୍ଥାନରେ ମହିଳା ମାନଙ୍କର ପୂଜା ମଧ୍ୟ କରାଯାଏ | ତେବେ ଚାଲନ୍ତୁ ଜାଣିବା ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ରାତିରେ ଶୋଇବା ସମୟରେ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କୁ ଶୋଇବା ସମୟରେ ମନ ଭାରି ପ୍ରେମ କରିବା ଉଚିତ | ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୋୖଣସି ଦୂରତା ହେବା ଉଚିତ ନୁହେଁ |

ଯଦି ବି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୋୖଣସି ଝଗଡା ଥାଏ ତେବେ ଏହାକୁ ରାତି ସମୟରେ ହି ସମାଧାନ କରିନେବା ଆବଶ୍ୟକ ଅଟେ | ଏପରି ଲୋକଙ୍କ ଉପରେ ମାତା ଲଷ୍ମୀଙ୍କ ଆଶ୍ରିବାଦ ସର୍ବଦା ରହିଥାଏ | ଏବଂ ଏପରି ଲୋକଙ୍କୁ ଧନୀ ହେବାରୁ କେହିବି ଅଟକାଇ ପାରନ୍ତି ନାହିଁ | ଏବଂ ମନେ ରଖିବେ ଏହି କଥା କେବେ ବି ନିଜ ଘର ଲୋକ କିମ୍ଭା ନିଜ ବନ୍ଧୁଙ୍କୁ କେବେ ବି କହିବେ ନାହିଁ | ନଚେତ ଆପଣଙ୍କ ଜୀବନରେ ସଫଳତା ନୁହେଁ ବରଂ ଦରିଦ୍ରତା ଆସିଯିବ |

Related Articles

Leave a Reply

Your email address will not be published. Required fields are marked *

Back to top button