ରାଶିଫଳ

ଏହି 6ଟି ରାଶି ପାଇଁ ଆଜି ଠାରୁ ଭଲ ସମୟ ଆରମ୍ଭ ହେଉଛି । ଶଭୁ କାମରେ ହେଉଥିବା ବାଧା ବିଘ୍ନ ଦୁରେଇ ଯିବ ।

ଏହି 6ଟି ରାଶି ପାଇଁ ଆଜି ଠାରୁ ଭଲ ସମୟ ଆରମ୍ଭ ହେଉଛି

ଅକ୍ଟୋବର 6 ତାରିଖରେ ଚିତ୍ରା ନକ୍ଷେତ୍ର ତୁଳା ରାଶିକୁ ଚଳିବେ। ଏହି ରାଶିର ଚଳନ ହେତୁ କିଛି ଲୋକଙ୍କ ଜୀବନରେ ଆସିବ ବହୁତ କିଛି ପରିବର୍ତ୍ତନ ଯେଉଁମାନଙ୍କ ଜୀବନରେ କିଛିଦିନ ହେବ ଗ୍ରହର ଖରାପ ଚଳନ ହେତୁ ଦୁଃଖ କଷ୍ଟ ଲାଗି ରହିଥିଲା ସେମାନେ ବହୁତ ଉପକୃତ ହେବେ । ଆସନ୍ତୁ ଜାଣିବା କେଉ କାଉ 6ଟି ରାଶିର ବ୍ୟକ୍ତିଙ୍କ ଭାଗ୍ଯ ଚମକିବ ।

ସିଂହ ରାଶିରେ ଚନ୍ଦ୍ର ଥିବା ସମୟରେ ତୁଳା ରାଶିରେ ବୁଦ୍ଧ ଚାଲୁଥିବା ଯୋଗୁ ବୃଷ ମିଥୁନ ସଂହ ତୁଳା ବିଛା କୁମ୍ଭ ମୀନ ରାଶିରେ ବ୍ୟକ୍ତିମାନେ ବେଶ ସୁଭଫଳ ପାଇବେ । କିନ୍ତୁ କନ୍ୟାର ଦ୍ବିତୀୟ ବୃଷ ର ଷଷ୍ଠ କୁମ୍ଭର ନବମ ମକରର ଦଶମ ଧନୁର ଏକାଦଶ ବିଛାର ଦ୍ବାଦଶ ହେଉଥିବାରୁ ବୃଷ ଓ କୁମ୍ଭ ରାଶିରେ ବ୍ୟକ୍ତିମାନେ ଅତ୍ୟନ୍ତ ଶୁଭଫଳ ପାଇବେ ଅନ୍ୟ ରାଶି ମାନେ ମଧ୍ୟମ ଧରଣର ।

 

ଶଭୁ କାମରେ ହେଉଥିବା ବାଧା ବିଘ୍ନ ଦୁରେଇ ଯିବ ।

 

ପ୍ରଥମ ଜାଣିବା ମେଷ ରାଶି ବିଷୟରେ ସାମାଜିକ ସ୍ତରରେ ପ୍ରଶଂସିତ ହେବେ କୋଟ କଚେରି ମାମଲାରେ ବିଜୟୀ ହେବେ ଖାଇବାର ଅବହେଳା ହେତୁ ପେଟ ଖରାପ ହେବ ।ଏବେ ଜାଣିବା ବୃଷ ରାଶି ସମ୍ପର୍କରେ ଅନେକ ସମସ୍ୟାର ସମାଧାନ ହୋଇଯିବ ବନ୍ଧୁଙ୍କ ସହ ସାମାଜିକ ସୁଫଳ ପାଇବେ ।

 

ଏବେ ମିଥୁନ ରାଶି ସମ୍ପର୍କରେ କର୍ମକ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ କରି ପାରିବେ ବନ୍ଧୁମାନେ ଆର୍ଥିକ ସହାୟତା କରିବେ ।। ଏବେ ଜାଣିବା କର୍କଟ ରାଶି ସମ୍ପର୍କରେ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବ।ପରିକ୍ଷା ପ୍ରତିଯୋଗିତାର ସୁଭ ଫଳ ମିଳିବ ।। ଏବେ ଜାଣିବା ସିଂହ ରାଶି ସମ୍ପର୍କରେ ଆଶାକରୁଥିବା କାମ ସହଯରେ ହୋଇଯିବ । ଅଟକିଥିବା କାର୍ଯ୍ୟ ପୂରଣ ହେବ।ସ୍ବାସ୍ଥ୍ୟ ରେ ପରିବର୍ତ୍ତନ ହେବ।

ଲେଖାଟି ଯଦି ଭଲ ଲାଗିଲା ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button