ଜୀବନଶୈଳୀ

ଚାଣକ୍ୟଙ୍କ ଅନୁସାରେ ବୁଦ୍ଧିମାନ ଲୋକଙ୍କୁ ଭୁଲରେ ବି କାହାକୁ ଏହି ୫ଟି କଥା କହିବା ଉଚିତ ନୁହେଁ

ଆପଣ ସମସ୍ତେ ଆଚାର୍ଯ୍ୟ ଚାଣକ୍ୟଙ୍କ ଚତୁର ନୀତି ବିଷୟରେ ଭଲ ଭାବରେ ଜଣା ଅଛି, କିନ୍ତୁ ଆଜି ଆମେ ଆପଣଙ୍କୁ ଚାଣକ୍ୟଙ୍କ ଦ୍ଵାରା କୁହା ଯାଇ ଥିବା କିଛି କଥା ବିଷୟରେ କହିବାକୁ ଯାଉଛୁ । ଯାହା ଭବିଷ୍ୟ ରେ ଆପଣଙ୍କ ପାଇଁ ବହୁତ ଲାଭକାରୀ ହବ, ତେବେ ଆଜି ଆମେ ଚାଣକ୍ୟଙ୍କ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କ ଜୀବନ ଆହୁରି ସରଳ ହୋଇ ଯାଏ ।

ଚାଣକ୍ୟଙ୍କ ଏହି ୫ଟି ଜିନିଷ ବିଷୟରେ ଜାଣିବା ଆଗରୁ ଆହୁରି କଥା ଜାଣି ରଖିବା ଉଚିତ, ତେବେ ଚାଣକ୍ୟଙ୍କ ଅନୁଯାଇ ବ୍ୟକ୍ତିଙ୍କୁ ୩ଟି ଜିନିଷ ଉପରେ ସନ୍ତୁଷ୍ଟ ରହିବା ଉଚିତ ।

ପ୍ରଥମ ନିଜ ସ୍ତ୍ରୀ, ଦୁତୀୟ ଭୋଜନ ଯାହା ଠାକୁର ଆପଣଙ୍କୁ ଦେଇଛନ୍ତି ଓ ତୃତୀୟ ଯେତେ ଧନ ଇମାନ୍ଦାର ହୋଇ ପ୍ରାପ୍ତ ହୋଇ ଯାଏ ସେତେ ଧନ ରେ ଖୁସି ରହିବା ଶିଖନ୍ତୁ । ଏହା ପରେ ଚାଣକ୍ୟ ଏହା ମଧ୍ୟ କହିଲେ ଯେ ଏହି ୩ଟି ଜିନିଷ ଦ୍ଵାରା ମଣିଷକୁ ସନ୍ତୁଷ୍ଟ ହବା ଉଚିତ ନୁହ ପ୍ରଥମ ଅଭ୍ୟାସ, ଦୁତୀୟ ଠାକୁରଙ୍କ ନା ଜପିବା ଏବଂ ତୃତୀୟ ପରୋପକାର ଏହି ୩ଟି ଜିନିଷ ଦ୍ଵାରା ସନ୍ତୁଷ୍ଟ ହେଲେ ବ୍ୟକ୍ତି ଭିତରେ ଗର୍ବ ଆସି ଥାଏ ଯାହା ତା ବିପତ୍ତି ର କାରଣ ହୋଇ ଥାଏ ।

ତେବେ ଆସନ୍ତୁ ଜାଣିବା କେଉଁ କଥା କାହାକୁ କହିବା ଉଚିତ ନୁହଁ :

– ସର୍ବ ପ୍ରଥମେ କେବେ କାହାକୁ ଏହି କଥା କୁହନ୍ତୁ ନାହିଁ, ଯେ ଆପଣଙ୍କ ସବୁ ଧନ କିପରି ଗଲା, ଏହା ଦ୍ଵାରା ଅନ୍ୟ ଲୋକଙ୍କୁ ଆପଣଙ୍କ ଦୁର୍ବଳତା ବିଷୟରେ ଜଣା ପଡି ଥାଏ ।

– ଆପଣଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରିବା ଉଚିତ କେବେ ବି କାହା ଆଗରେ କୌଣସି କଥା ପାଇଁ କ୍ରୋଧିତ ହୁଅନ୍ତୁ ନାହିଁ ନଚେତ ସେ ଜାଣି ଜାଣି ଆପଣଙ୍କୁ ଉତେଜିତ କରେଇବେ ଯାହା ଦ୍ଵାରା ଆପଣଙ୍କ ବିନାଶ ହବ ।

– କେବେ ବି କାହା ଆଗରେ ନିଜ ସ୍ତ୍ରୀ ଖରାପ ବ୍ୟବହାର ବିଷୟରେ କୁହନ୍ତୁ ନାହିଁ ।

– ଏହା ଛଡା ସ୍ତ୍ରୀକୁ ଘରଲୋକ କିଛି କହିଲେ ବା ଗାଳି କଲେ ବା ଅପମାନିତ କଲେ କାହିଁକିନା ଲୋକ ଏହି କଥାର ମଜା ଉଡେଇବେ ।

– ଏହା ଛଡା ଆପଣ କାହାକୁ ଏହି କଥା କେବେ କୁହନ୍ତୁ ନାହିଁ ଯାହା ଦ୍ଵାରା ଆପଣଙ୍କ ଇଜ୍ଜତ ଯାଇ ଥାଏ କାହିଁକିନା ଏହା ଦ୍ଵାରା ଲୋକଙ୍କୁ ଆପଣଙ୍କୁ ବେଜତ କରିବା ପାଇଁ ବିଷୟ ମିଳି ଯାଇ ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button