ଦେଶ ବିଦେଶ

ରାସ୍ତା କଡ ରେ ଅଜଣା ଝିଅ କୁ ନେଇ..ହଷ୍ଟେଲ ରୁମ୍ ରେ ସମ୍ପର୍କ ରଖିଲା ଯୁବକ…

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଜଣେ ଝିଅକୁ ଧରି ଟଣା ଓଟରା କରୁଥିଲେ ଦୁଇଜଣ ଯୁବକ। ଦୁଇଜଣ ଯୁବକ ଯୁବତୀକୁ ଧରିବାକୁ ଚେଷ୍ଟା କରୁଥିଲେ। ହେଲେ ସିକ୍ୟୁରିଟି ଗାର୍ଡ ଆସିବା ପରେ ଏମିତି କିଛି
ଘଟିଥିଲା ଯାହାକୁ ଦେଖି ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ଦୃଶ୍ୟ ସବୁ ଘରର ସିସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇଥିଲା। ଏହି ଦୃଶ୍ୟ ହେଉଛି ଏକ ବଡ଼ ବିଲ୍ଡିଂ ର। ଏହା ସେଠାକାର ଏଣ୍ଟ୍ରି ଗେଟ୍ ର ଦୃଶ୍ୟ।
Hb
ସିକ୍ୟୁରିଟି ଗାର୍ଡ ସେଠାରେ ଛିଡ଼ା ହୋଇଥିବା ବେଳେ ସେହି ରାସ୍ତା ଦେଇ ଜଣେ ଯୁବତୀ ବିଲ୍ଡିଂ ଭିତରକୁ ଆସିଥିଲା। ହେଲେ ଏହି ବିଲ୍ଡିଂ ର ଗାଡ଼ି ପାର୍କିଂ ସମୟରେ ଏଭଳି କିଛି ଘଟଣା ଘଟି ଯାଇଥିଲା ଯାହାକୁ ଆପଣ ମାନେ ମଧ୍ୟ ଦେଖିଲେ ବିଶ୍ଵାସ କରି ପାରିବେ ନାହିଁ।
ଯୁବତୀ ଜଣକ ଯେତେବେଳେ ଉପରକୁ ଯିବାକୁ ଚାହୁଁ ଥିଲେ ସେତେବେଳେ ଦୁଇଜଣ ଯୁବକ ହଠାତ୍ ତଳକୁ ଚାଲି ଆସିଥିଲେ। ଝିଅ କୁ ଏକା ପାଇ ତାକୁ ହଇରାଣ କରିବା ଆରମ୍ଭ କରି ଦେଇଥିଲେ। ସେତେବେଳେ ସେଠାରେ କେହି ନଥାନ୍ତି। ଜଣେ ଯୁବତୀଙ୍କ ସହ କେବଳ ଦୁଇଜଣ ପୁଅ ହିଁ ଥାଆନ୍ତି। ଝିଅ ଟି ଏକା ଥିବାର ସୁଯୋଗ ପାଇ ଦୁଇଜଣ ଯୁବକ ସେଠାରେ ତାଙ୍କୁ ଟଣା ଓଟରା କରିବା ଆରମ୍ଭ କରି ଦେଇଥିଲେ।
Hh
ଝିଅ ତାଙ୍କୁ ତାଗିଦ୍ କରୁଥିବା ବେଳେ ଝିଅର ପ୍ରତିଟି କଥାକୁ ଶୁଣିବାକୁ ସେମାନେ ନାରାଜ ଥାଆନ୍ତି। ଝିଅକୁ ଦେଖି ଖରାପ୍ ଉଦ୍ଦେଶ୍ୟରେ ତାଙ୍କୁ ହଇରାଣ କରିବାକୁ ମଧ୍ୟ ସେମାନେ ଆରମ୍ଭ କରି ଦେଇଥିଲେ। ଝିଅକୁ ଏକା ପାଇ ଦୁଇଜଣ ଯୁବକ ତାଙ୍କୁ ଟଣା ଓଟରା କରୁଥିବା ବେଳେ ହଠାତ୍ ଗେଟ୍ ପାଖରେ ଛିଡ଼ା ହୋଇଥିବା ସିକ୍ୟୁରିଟି ଗାର୍ଡ ର ନଜର ତାଙ୍କ ଉପରେ ପଡି ଯାଇଥିଲା। ଏହାପରେ ସେ ଯୁବତୀ ସହ ସେମିତି ନକରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ।
ଏହାପରେ ଦୁଇଜଣ ଯୁବକ ସେଠାରୁ ଚାଲି ଯାଇଥିଲେ। ଆଉ ପାର୍କିଂ ରେ ଲାଗିଥିବା ସିସି ଟିଭି କ୍ୟାମେରା ରେ ଏସବୁ ଘଟଣା କଏଦ ହୋଇ ଯାଇଥିଲା। ଏବେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button