ଶିକ୍ଷା

ଆଇଏସ ଇଣ୍ଟରଭ୍ୟୁ ରେ ପଚରା ଯାଇଥିଲା ଏହି ପ୍ରଶ୍ନ, ଯାହା ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ

ଏହି କଥା ଆପଣ ସମସ୍ତେ ଜାଣି ଥିବେ ବା ଦେଖିଥିବେ ଅଥବା ଶୁଣି ଥିବେ ଯେ ଆଇଏସ ପ୍ରଶ୍ନ ଆଜିକାଲି ଇଣ୍ଟରନେଟ ରେ କେତେ ପ୍ରଚଳିତ ହୋଇ ଚାଲିଛି ଏବଂ ଲୋକ ଏହାକୁ ଦେଖିବା ପସନ୍ଦ କରୁଛନ୍ତି । ତେବେ ଆପଣ ଚିନ୍ତା କରନ୍ତୁ ଯେ ପ୍ରଶ୍ନ ଯଦି ଏତେ ଆର୍ଶକ ହବ ତେବେ କେହି ବି ଏହାକୁ ପଢିବା ପାଇଁ ଇଛା କରିବ । ଯଦି ବା ଆପଣ ଆଇଏସ ପରୀକ୍ଷା ଦଉ ନାହାନ୍ତି ତେବେ ମଧ୍ୟ ଆପଣ ଏହାର ଉତ୍ତର ତ ଦେଇ ପାରିବେ, କାହିଁକିନା ଏହା ଦ୍ଵାରା ଆପଣଙ୍କ ବୁଦ୍ଧି ବଢିଥାଏ ଏବଂ ନୂଆ ନୂଆ ଜିନିଷ ଶିଖିବାକୁ ମିଳି ଥାଏ ।

ସେମିତି ରେ ବି ଏହି ପ୍ରଶ୍ନ ଗୁଡିକ ପାଇଁ ଆପଣଙ୍କୁ କୌଣସି ତିଆରି କରିବାକୁ ପଡିବ ନାହିଁ କାହିଁକିନା ଯେଉଁ ପ୍ରଶ୍ନ ଉତ୍ତର ଆପଣଙ୍କୁ ଜଣା ନଥିବ ତା ଉତ୍ତର ଆମେ ଆପଣଙ୍କୁ କହିବୁ ।

ତେବେ ଦେଖିବା ଆପଣମାନଙ୍କ ଦିମାଗ କେତେ କାମ କରୁଛି, ଏହି ସବୁ ପ୍ରଶ୍ନ ର ଉତ୍ତର ଆପଣ ଦେଇ ପାରୁଛନ୍ତି କି ନାହିଁ । ସେଥିପାଇଁ ଆପଣ କେବଳ ପ୍ରଶ୍ନ ପଢନ୍ତୁ ଏବଂ ଉତ୍ତର ଦବା ପାଇଁ ପ୍ରୟାସ କରନ୍ତୁ , ତେବେ ଆସନ୍ତୁ ଏହି ପ୍ରଶ୍ନ ଗୁଡିକ ପଢି ଏହାର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ । ଯଦି ନ ଦେଇ ପାରିବେ ତେବେ ତଳେ ଥିବା ଉତ୍ତର ଦେଖନ୍ତୁ ।

ପ୍ରଶ୍ନ – ମହାତ୍ମା ବୁଦ୍ଧ ନିଜ ପ୍ରଥମ ଉପଦେଶ କେଉଁଠି ଦେଇ ଥିଲେ ?

ଉତ୍ତର – ମହାତ୍ମା ବୁଦ୍ଧ ନିଜ ପ୍ରଥମ ଉପଦେଶ ସାରନାଥ ରେ ଦେଇ ଥିଲେ ।

ପ୍ରଶ୍ନ – ୫+୨=୫୨ କେମିତି ହୋଇ ପାରିବ?ଏହାକୁ ଭଲ ଭାବରେ ବୁଝାନ୍ତୁ ?

ଉତ୍ତର – ତେବେ ଆପଣ ଏହା ଜାଣି ଥିବେ ଯେ ୫+୨=୭ ହୋଇ ଥାଏ ଏବଂ ୭*୭=୪୯ ହୋଇ ଥାଏ ଓ ୪୯+(୫-୨)=୫୨ ହୋଇ ଥାଏ ସେଥିପାଇଁ ୫+୨=୫୨ ହୋଇ ଥାଏ ।

ପ୍ରଶ୍ନ – ଏମିତି କୌ ଜିନିଷ ହୋଇ ଥାଏ ଯାହାକୁ ଝିଅ ଖାଇ ବି ଥାଏ ଏବଂ ପିନ୍ଧି ବି ଥାଏ ?

ଉତ୍ତର – ଏହାର ଉତ୍ତର ଲବଙ୍ଗ ଅଟେ ଯାହାକୁ ଇଂରାଜୀ ରେ ଲଙ୍ଗ କୁହା ଯାଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button