ରାଶିଫଳ

ଏହି ଶ୍ରାବଣରେ 5ଟି ଶୁଭ ରାଶି ହେବେ କୋଟିପତି, ଏହି ଦିନ ଠାରୁ ଆରମ୍ଭ ହେବ ଶୁଭ ଦିନ

ଶ୍ରାବଣ ମାସ ଭୋଳାନାଥଙ୍କ ଭକ୍ତ ମାନଙ୍କ ପାଇଁ ଉସ୍ଛବର ମାସ ଅଟେ । ଏହି ମାସରେ ଭୋଳାନାଥଙ୍କ ପାଇଁ ଉପବାସ କରିକି ତାଙ୍କ ଆରାଧନା କାରା ଯାଏ । ଏହି ମାସରେ ଭକ୍ତମାନେ ଭୋଳାନାଥଙ୍କ ପାଇଁ ପାଣି ନେଇକି ଖାଲି ପାଦରେ ଚାଲି ଚାଲି ଯାଇଥାନ୍ତି । ଏହାକୁ ବୋଲବମ ଯାତ୍ରା କୁହାଯାଏ । ଆଗକୁ ଆସୁଥିବା ଶ୍ରାବଣ ମାସରେ 4 ଟି ସୋମବାର ପଡିବା ପାଇଁ ଯାଉଛି । ପ୍ରଥମ ସୋମବାର 18 ଜୁଲାଇ, ଦ୍ଵିତୀୟ ସୋମବାର 25 ଜୁଲାଇ, ତୃତୀୟ ସୋମବାର 1 ଅଗଷ୍ଟ, ଚତୁର୍ଥ ସୋମବାର 8 ଅଗଷ୍ଟ ପଡିବା ପାଇଁ ଯାଉଛି ।

ଶ୍ରାବଣ ମାସରେ ଯେଉଁ ଭକ୍ତ ମାନେ ଶିବ ଭଗବାନ ଙ୍କୁ ବିଧିପୂର୍ବକ ପୂଜା କରିଥାନ୍ତି ସେମାନଙ୍କ ଜୀବନର ସବୁ ସମସ୍ଯା ଦୂର ହୋଇ ଯାଇଥାଏ । ଏହି ଶ୍ରାବଣ ମାସରେ କିଛି ରାଶିଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ଭୋଳାନାଥଙ୍କ ଦୟା ରହିବା ଦ୍ଵାରା ଖରାପ ସମୟର ଅନ୍ତ ହେବ । ସବୁ ଦିଗରୁ ଆପଣ ସୁଯୋଗ ପାଇବେ ଧନ କମେଇବାର ।

ଆପଣଙ୍କ ବ୍ୟାପାରରେ ଆପଣ ବହୁତ ଭଲ ଧନ  ନିବେଶର ସୁଯୋଗ ମିଳିବ ଆପଣଙ୍କୁ । ଆପଣ ବିଦେଶ ଯାତ୍ରା କରି ପାରନ୍ତି । ଘରକୁ ବନ୍ଧୁ କିମ୍ବା ନୂଆ ଅତିଥି ଆସି ପାରନ୍ତି । ଆପଣ କରିଥିବା ଉଧାର ଆପଣ ଏବେ ସୁଝି ଦେବେ । ବିବାହ ବ୍ରତ ଘର ଭଳି ମାଙ୍ଗଳିକ କାମ ହେବା ପାଇଁ ଯାଉଛି ଆପଣଙ୍କ ଘରେ ।

ସେୟାର ବଜାର ରେ ଲଗା ଯାଇଥିବା ପଇସାରୁ ଆପଣ ଲାଭ ପାଇବା ପାଇଁ ଯାଉଛନ୍ତି । ସମାଜରେ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ପାଇବ । ରାଜନୀତି ରେ କିଛି ଶୁଭ ପରିଣାମ ମିଳିବ । ଯେଉଁ ମାନେ ଚାକରି କରୁଛନ୍ତି ସେମାନେ ପ୍ରୋମୋଶନ ପାଇ ପାରନ୍ତି । ସନ୍ତାନ ମାନଙ୍କ ପାଖରୁ କିଛି ଖୁଶି ଖବର ପାଇବା ପାଇଁ ଯାଉଛନ୍ତି ।

ବାହାର ଜାଗାରେ ଆପଣ ଯଦି କାମ କରୁଛନ୍ତି ଓ ଏହା ଠାରୁ ଆପଣଙ୍କୁ ଭଲ ଅଫର ମିଳୁଛି । ଆପଣ ଏହାର ସବୁ ଯାଞ୍ଚ କରିକି ନିଜ ଚାକିରି ବଦଳାଇବା ଦରକାର । ବିବାହର ଯୋଗ ମଧ୍ୟ ହେଉଛି । ପରିବାର ସହ ଆପଣ ଭଲ ସମୟ ବିତାଇବେ। କାହା ସହ ଆପଣ ଦେଖା କରିପାରନ୍ତି ଯାହା ଦ୍ଵାରା ଆପଣ ଆଗକୁ ଫାଇଦା ପାଇବେ ।

ନିଜ କର୍ମ କ୍ଷେତ୍ରରେ ଆପଣ ଖୁବ ଭଲ ପ୍ରଦର୍ଶନ କରିବାର ସୁଯୋଗ ପାଇବେ । କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ମାନେ ଏବେ ନିଜ କଳା ଦେଖାଇବାର ସୁଯୋଗ ପାଇବେ । ଏହି ମାସରେ ଭଗବାନ ଶିବଙ୍କ ଆରାଧନା କରି ନିଜ କାମ ଆରମ୍ଭ କରିବା ଦ୍ଵାରା ଆପଣ ସବୁବେଳେ ଭଲ ପରିଣାମ ପାଇବେ । ପ୍ରତେକ ସୋମବାର ଦିନ ଆପଣ 7 ଟି ବେଲପତ୍ର ଚଢାଇବା ଦ୍ଵାରା ଏହି ରାଶିର ମନସ୍କାମନା ପୂରଣ ହେବ ।

ଭାଗ୍ଯବାନ ରାଶିରମାନେ ଯଦି କ୍ଷୀର କିମ୍ବା ଗୁଡ, ଚିନୀ, ଦେଇ ମାର୍ଜନା କରିବେ ତେବେ ସେମାନଙ୍କ  ବହୁତ ଦିନର ସନ୍ତାନ କାମନା ପୂରଣ ହୋଇ ପାରିବ । ଆପଣ କିଛି ଉପହାର ମଧ୍ୟ ପାଇ ପାରନ୍ତି  । ବାପା ଓ ମା ଙ୍କ ସହ ଆପଣଙ୍କ ସମ୍ପର୍କ ଖୁବ ଭଲ ହୋଇଯିବ । ଏହି ଭାଗ୍ଯବାନ ରାଶି ମାନେ ହେଲେ ମେଷ ରାଶି, କନ୍ୟା ରାଶି, କର୍କଟ ରାଶି ।

Related Articles

Leave a Reply

Your email address will not be published. Required fields are marked *

Back to top button