ବିଚାର

କାହାକୁ କିଛି ନକହି କରନ୍ତୁ ଏହି ଉପାୟ, ଆପଣ ମଧ୍ୟ ହୋଇଯିବେ କୋଟିପତି

ସମସ୍ତେ ନିଜ ଜୀବନରେ ଟଙ୍କା ଧନ ପାଇବା ପାଇଁ ଇଛା କରନ୍ତି ଓ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବା ପାଇଁ ଚେଷ୍ଟା କରନ୍ତି, କିନ୍ତୁ ସବୁ ଲୋକଙ୍କ ଏହି ମନସ୍କାମନା ପୂର୍ଣ ହୋଇନଥାଏ । ଲୋକଙ୍କୁ ନିଜ ଏହି ସ୍ଥିତି ଭଲ କରିବା ପାଇଁ ମତ ଲକ୍ଷ୍ମୀଙ୍କୁ ପ୍ରଶାନ କରିବାକୁ ପଡେ ଯାହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରଶାନ ହୁଅନ୍ତୁ ଏବଂ ତାଙ୍କ ଘରେ ବାସ କରନ୍ତୁ । ତେବେ ଆଜି ଆମେ ଆପଣଙ୍କୁ ମାତା ଲକ୍ଷ୍ମୀଙ୍କୁ ପ୍ରଶାନ କରିବାର ଗୋଟେ ଏମିତିକା ଉପାୟ କହିବୁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରଶାନ ମଧ୍ୟ ହୋଇବେ ଏବଂ ଆଶୀର୍ବାଦ ମଧ୍ୟ ପ୍ରଦାନ କରିବେ ।

# କୌଣସି ଶୁକ୍ରବାର ରାତିରେ ୧୦ଟା ପରେ ଗୋଟେ ଚୌକି ଉପରେ କଳଶ ରଖି ନିଅନ୍ତୁ, କଳଶ ଉପରେ ସୁଧ କେସର ଦ୍ଵାରା ସ୍ଵସ୍ତିକ ଚିହ୍ନ ବନାନ୍ତୁ ଏହା ପରେ କଳଶ ରେ ପାଣି ଭର୍ତି କରନ୍ତୁ ।

ଏହା ପରେ କଳଶ ରେ ଚାଉଳ, ଦୁଭ ଏବଂ ଗୋଟେ ସିକ୍କା ପକେଇ ଦିଅନ୍ତୁ, ଏହା ପରେ ଗୋଟେ ଛୋଟ ଥାଳି ରେ ଚାଉଳ ରଖି କଳଶ ଘୋରେଇ ଦିଅନ୍ତୁ । ଏହା ପରେ ଶ୍ରୀଜନ୍ତ୍ର ସ୍ଥାପନା କରନ୍ତୁ ଏହା ପରେ ଶେଠୀ ଚୌମୁଖି ଦୀପ ପ୍ରଜ୍ଵଳନ କରି କୁକୁମ ଓ ଚାଉଳ ଦ୍ଵାରା ପୂଜା କରନ୍ତୁ । ଏହା ପରେ ୧୦ ମିନିଟ ପର୍ଯ୍ୟନ୍ତ ମାତା ଲକ୍ଷ୍ମୀଙ୍କୁ ମାନେ କରନ୍ତୁ, ଆପଣଙ୍କ ମନସ୍କାମନା ନିଶ୍ଚିନ୍ତ ପୂର୍ଣ ହବ ।

# ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଶୁକ୍ରବାର ଦିନ ଦକ୍ଷିଣାବର୍ତୀ ଶଙ୍ଖ ରେ ଜଳ ନେଇ ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ, ଏହି ଉପାୟ ଦ୍ଵାରା ମାତା ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରଶାନ ହୁଅନ୍ତି ।

# ବହୁତ ପରିଶ୍ରମ କଲା ପରେ ମଧ୍ୟ କିଛି ହଉନାହିଁ ତେବେ ତୁଲସୀ ପତ୍ର ଉପାୟ କରନ୍ତୁ କାହିଁକିନା ଏହି ମାସରେ ତୁଳସୀ ଗଛ ଉପରେ ମାତା ଲକ୍ଷ୍ମୀ ଓ ଧନ କୁବେର କୃପା ହୋଇଥାଏ, ଏହା ଦ୍ଵାରା ଆପଣଙ୍କ ସବୁ ପ୍ରକାର କଷ୍ଟ ଦୂର ହୋଇଥାଏଆପଣ ଗୁରୁବାର ଦିନ ତୁଳସୀ ପତ୍ରରେ ହଳଦିଆ କପଡା ରେ ବାନ୍ଧି ଅଫିସ ବା ଦୋକାନରେ ରଖନ୍ତୁ, ଏହା ଦ୍ଵାରା ଆପଣଙ୍କ ବ୍ୟବସାୟ ଏବଂ ଚାକିରିରେ ଉନ୍ନତି ପଡିଥାଏ ।

# ଶୁକ୍ରବାର ଦିନ ତିନି କୁଆଁରୀ କନ୍ୟାମାନଙ୍କୁ ଘରେ ଡାକି ଖିରି କରି ଖାଇବା ପାଇଁ ଦିଅନ୍ତୁ ତଥା ହଳଦିଆ ବସ୍ତ୍ର ଏବଂ ଦକ୍ଷିଣା ଦେଇ ବିଦା କରନ୍ତୁ, ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରଶାନ ହୋଇଥାନ୍ତି ।

# ବାସ୍ତୁ ଶାସ୍ତ୍ର ଅନୁଯାଇ ସବୁବେଳେ ନିଜ କବାଟ ସଫା ରଖନ୍ତୁ, ଏହା ଛଡା କବବାଟ ରେ ନେମ ପ୍ଳେଟ ଅବଶ୍ୟ ଲଗାନ୍ତୁ, ଏହି ଉପାୟ ଦ୍ଵାରା ମାତା ଲକ୍ଷ୍ମୀ ଘରେ ବହୁତ ଦିନ ବାସ କରନ୍ତି ଏବଂ ନିଜ କୃପା ଦୃତି ଆପଣଙ୍କ ଉପରେ ରଖନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button