ସ୍ୱାସ୍ଥ୍ୟ

​​​​ଋିସର୍ଚ୍ଚରୁ ଖୁଲାସା: ପ୍ରତିଦିନ ଅଳ୍ପ ମଦ୍ୟପାନ କରିବା ଶରୀର ପାଇଁ ଲାଭଦାୟକ : ଜାଣନ୍ତୁ ପୁରା ଖବର

କଣ ଆପଣ ଜାଣନ୍ତି କି ପ୍ରତିଦିନ କିଛି କିଛି ମାତ୍ରାରେ ମଦ୍ୟପାନ କରିବା ଦ୍ୱାରା କିଛି ଏପରି ହୋଇଥାଏ ବୋଲି ? ଯାହା ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ କରା ଯାଇଥିବା ଗବେଷଣାରୁ ଜଣା ପଡ଼ିଛି । ତେବେ ଏହି ଗବେଷଣାରୁ କିଛି ଏପରି ତଥ୍ୟ ମିଳିଛି ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

କିଛି ଲୋକେ ମଦ୍ୟପାନକୁ ବେଶ୍ ବିରୋଧ କରିଥାନ୍ତି । କିଛି ଲୋକ ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ଲୋକ ଏପରି ମଧ୍ୟ ରହିଛନ୍ତି ଯେଉଁମାନେ ମଦ୍ୟପାନକୁ ବେଶ୍ ସମର୍ଥନ କରିଥାନ୍ତି । ତେବେ କିଛି ଲୋକ ମଦ୍ୟପାନକୁ ସ୍ଵାସ୍ଥ୍ୟ ପ୍ରତି ହିତକାରକ୍ କହୁଥିବାର ଆପଣ ହୁଏ ତ ଶୁଣିଥିବେ ନିଶ୍ଚିତ ।

Ay

ଜାଣନ୍ତୁ ଗବେଷଣା କଣ କହୁଛି….

ସୂଚନା ଅନୁଯାୟୀ , ପ୍ରାୟ ଦୀର୍ଘ୧୨ ବର୍ଷ ହେବ ଏହି ରିସର୍ଚ୍ଚ ଚାଲିଥିଲା । ଅନୁସନ୍ଧାନକାରୀ ମାନେ ପ୍ରାୟ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କୁ ନେଇ ଏହି ଗବେଷଣା ଆରମ୍ଭ କରିଥିଲେ । ଯେଉଁଥିରେ ବିଭିନ୍ନ ବୟସର ଏବଂ ଭିନ୍ନ ଭିନ୍ନ ପରିମାଣର ମଦ୍ୟପାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ ସାମିଲ କରା ଯାଇଥିଲା ।

ଗବେଷଣାରୁ ଜଣା ପଡ଼ିଛି କି, ଯେଉଁମାନେ ପ୍ରତିଦିନ ଏକ ନିର୍ଦ୍ଧିଷ୍ଟ ପରିମାଣର ମଦ୍ୟପାନ କରୁଥିଲେ ସେମାନଙ୍କ ଠାରେ ଏକ ବଡ଼ ପରିବର୍ତ୍ତନ ଦେଖା ଦେଇଛି । ସେମାନଙ୍କ ଠାରେ କୌଣସି ବି ସମସ୍ୟା ଦେଖା ଦେଇ ନାହିଁ । ବରଂ ଯେଉଁମାନେ ଅଧିକାଂଶ ମଦ୍ୟପାନ କରୁଥିଲେ ,ସେମାନଙ୍କ ଠାରେ ହାର୍ଟ ଆଟାକ୍ ର ସମ୍ଭାବନା ବେଶ୍ ଅଧିକ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button