ଜୀବନଶୈଳୀ

ବହୁତ ଟେନସନ ଥିଲା କାହାକୁ ଜଣାଉନଥିଲେ, ଯଦି 3 ଜଣକ ସହ ରିଲେସନର ଥିଲେ ଜଣକ ସାଙ୍ଗରେ ଫଟୋ ଭାଇରାଲ ହେଉଛି କାହିଁକି…. ଦେଖନ୍ତୁ Azexଙ୍କ ମୃ-ତ୍ୟୁ-କୁ ନେଇ କଣ କହୁଛନ୍ତି ସହକର୍ମୀ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ତଳେ ଡିଜେ ଆଜେକ୍ସ ଓରଫ ଅକ୍ଷୟ ମହାରଣା ଯିଏ ସ୍ଟେଜ ପର୍ଫୋମ କରୁଥିଲେ ଆଉ ଯାହାଙ୍କର ହଜାର ହଜାର ଫ୍ୟାନ୍ସ ଥିଲେ ସେ ତାଙ୍କ ପ୍ରେମିକା ଙ୍କ ପାଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ଆଉ ଯାହାକୁ ନେଇ ଏବେ ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ତେବେ ଏହାରି ଭିତରେ ତାଙ୍କର ଜଣେ ସାଥି କଳାକାର ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ।

ସେହି କଳାକାର ଜଣକ କହିଛନ୍ତି ଯେ “ଡିଜେ ଆଜେକ୍ସ ସହ ମୁଁ 3-4 ଥର କାମ କରିଛି । ଯେବେ ଆମେ ପ୍ରଥମରୁ କାମ କରିଥିଲୁ ମୁଁ ଭାବିଥିଲି ଡିଜେ ଆଜେକ୍ସଙ୍କର ବହୁତ ଗର୍ବ ଥିବ । କିନ୍ତୁ ଅକ୍ଷୟ ଯେମିତି ଦର୍ଶକ ମାନଙ୍କୁ ବାନ୍ଧିକି ରଖିଥିଲେ ଏବଂ ସେ ଯେମିତି ନିଜର ସ୍ମାଇଲ ରେ ସମସ୍ତଙ୍କୁ ହସାଉଥିଲେ ଝିଅ ମାନେ ତାଙ୍କର ଫ୍ୟାନ ଥିଲେ । ଏମିତି ଅନେକ ଅଛନ୍ତି ଯେଉଁ ମାନେ ବହୁତ ଗର୍ବୀ ହେବା ସହ କାମରେ ମତଲବ ରଖିଥାନ୍ତି ।

କିନ୍ତୁ ଆଜେକ୍ସଙ୍କର ସେମିତି କିଛି ନ ଥିଲା । ତାଙ୍କୁ ଦେଖିଲେ ଲାଗୁ ନ ଥିଲା ସେ ନିଜର ପ୍ରେମିକାକୁ ନେଇଏ ଏତେ ଡିପ୍ରେସନରେ ରହୁଥିଲେ । ସାଧାରଣତ ମିଡିଲ କ୍ଳାସର ଲୋକଙ୍କର ଘର ଠାରୁ ଆରମ୍ଭ କରି ରୋଜଗା କରିବା ଯାଏଁ ଚିନ୍ତା ଥାଏ । କିନ୍ତୁ ଆଜେକ୍ସଙ୍କର ସେମିତି କିଛି ଟେନସନ ଥିଲା ବୋଲି ଜଣା ପଡେ ନାହି । ସେ ଯେବେ ସ୍ଟେଜକୁ ଆସୁଥିଲେ ଲାଗୁଥିଲା କିଙ୍ଗ ଅଫ ଡିଜେ ।

ସ୍ଟେଜକୁ ପୁରା ସମ୍ଭାଳିବା ଆଉ ଦର୍ଶକ ମାନଙ୍କୁ ବାନ୍ଧିକି ରଖିବାରେ ଖୁବ ନିଖୁଣ ଥିଲେ ଡିଜେ ଆଜେକ୍ସ । ମୁଁ ତାଙ୍କ ସହ କାମ କରିବା ଭିତରେ 3-4ଟି ଜିନିଷ ତାଙ୍କ ଭିତରେ ଦେଖିଛି । ଯେବେ ତାଙ୍କର ମୃ-ତ୍ୟୁ ଖବର ମିଳିଲା ସମସ୍ତେ ସକ ହୋଇଗଲୁ । ଏବେ ଆଉ ସେ ଆମ ଗହଣରେ ନାହାନ୍ତି । ଯଦି ଆଜେକ୍ସଙ୍କର 3ଟି ପ୍ରେମିକା ଅଛନ୍ତି ତେବେ 3 ଜଣ ହଠାତ କେଉଁଠୁ ଆସିଲେ ? କିଛି ଦିନ ତଳେ ତାଙ୍କ ଜନ୍ମ ଦିନରେ ଗୋଟେ ଝିଅ ହିଁ ଯାଇଥିଲା ।

ସେହି ଦିନର ଭିଡିଓ ଭାଇରାଲ ହୋଇଥିଲା । ଯଦି ଆଜେକ୍ସଙ୍କର 3ଟି ପ୍ରେମିକା ଥିଲେ ତେବେ ସେ ଜଣେ ଝିଅ ପାଇଁ କାହିଁଙ୍କି କେକ କାଟିଲେ, ଟି-ସାର୍ଟ ପିନ୍ଧୁ ଥିଲେ ଆଉ ତାଙ୍କୁ ଭଲ ପାଉଥିଲେ । ଆଜେକ୍ସ ଙ୍କ ଉପରେ ଏତେ ଝିଅ ଫ୍ୟାନ ଥିଲେ ତେଣୁ ସେ ଏମିତି ସ୍ଟେପ ନେବା ଆଗରୁ ପରିବାର ବିଷୟରେ ଭାବିବାର ଥିଲା । ତାଙ୍କୁ ଫ୍ୟାନ୍ସ ମାନଙ୍କ ବିଷୟରେ ଭାବିଥିଲା । କାରଣ ଝିଅ ଆଜି ଆସିବ କାଲି ଚାଲିଯିବ ।

କିନ୍ତୁ ଓଡିଶାରେ ସେ ନିଜର ଯେଉଁ ଦବଦବା ପ୍ରତିଷ୍ଠା କରିଥିଲେ ନିଜର ଫ୍ୟାନ୍ସ ମାନଙ୍କୁ ନେଇ ତାହା ହରାଇବାର ନ ଥିଲା ଆଜେକ୍ସ ଙ୍କୁ । ନ୍ୟାୟ ମିଳିବା ଜରୁରୀ ଆଜେକ୍ସ ଙ୍କୁ । ଗୋଟେ ସାଇଡର ଷ୍ଟୋରି ଶୁଣିଛୁ ମାନେ ଆଉ ଗୋଟେ ସାଇଡର ଶୁଣିବା ଦରକାର । ଆମେ ଯେହେତୁ ତାଙ୍କ ସହ କାମ କରିଛୁ ତେଣୁ ବହୁତ ଦୁଖ ଲାଗୁଛି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button