ସ୍ୱାସ୍ଥ୍ୟ

ପ୍ରତ୍ୟକ ଦିନ ପାଣିରେ ବାଦାମକୁ ଭିଜେଇ ଖାଇବାର ଫାଇଦା ଜାଣିଲେ, ଆପଣଙ୍କର ବିଶ୍ଵାସ ହେବନି- ଏହି ବଡ ବଡ ରୋଗରୁ କରେ ମୁକ୍ତି

ଆଜି ପର୍ଯ୍ୟନ୍ତ ଆପଣ ପିସ୍ତା ବାଦାମ ପାଣିରେ ପକାଇ ଖାଇବା ଶୁଣି ଥିବେ କିନ୍ତୁ ବାଦାମ ପାଣିରେ ରଖି ଫୁଲିଲା ପରେ ଖାଇବାର ବୋଧେ କେହି ଜାଣି ଥିବେ, ଆଜି ଆମେ ଆପଣମାନଙ୍କୁ ଏମିତି କିଛି ବାଦାମ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ଅଟେ କିନ୍ତୁ ଆପଣଙ୍କ ମଧ୍ୟରୁ ବହୁତ ଲୋକ ଏହାକୁ ଜାଣି ନାହାନ୍ତି ସେଥିପାଇଁ ପ୍ରୟୋଗ କରୁ ନାହାନ୍ତି । କେବଳ ଥଣ୍ଡା ଦିନରେ ମିଳୁଥିବା ବାଦାମ ଆପଣଙ୍କୁ ଏତେ ପ୍ରକାର ଲାଭ ଦେଇ ପାରିବେ ।

ବାଦାମ ପାଣିରେ ପକାଇ ଫୁଲିଲା ପରେ ଖାଇବା ଉଚିତ :

– ମଧୁମେହ ସନ୍ତୁଳିତ ରଖିବାରେ ସାହାଜ୍ଯ କରି ଥାଏ :

ଯେଉଁ ଲୋକ ମଧୁମେହ ରୋଗରୁ ପୀଡିତ ଅଛନ୍ତି ତାଙ୍କୁ ପ୍ରତେକ ଦିନ ବାଦାମ ପାଣିରେ ପକାଇ ଖାଇବା ଉଚିତ, ବାଦାମ ଖାଇବା ପାଇଁ ଡକ୍ଟର ମଧ୍ୟ କହି ଥାନ୍ତି କାହିଁକିନା ବାଦାମ ରେ ଫାଇବର ଗୁଣ ହୋଇ ଥାଏ । ଫାଇବର ଆମ ଶରୀର ସୁଗାରକୁ ନିୟନ୍ତ୍ରିତ କରି ଥାଏ ଯାହା ଫଳରେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ହୋଇ ଥାଏ ।

– ଏସିଡିଟି ଦୂର କରି ଥାଏ :

ବାଦାମରେ ବହୁତ ପ୍ରକାର ପ୍ରୋଟିନ ହୋଇ ଥାଏ ଯେମିତିକି ପୋଟାସିୟମ, ମେଗନିଜ, କପର, କେଲସିଅମ, ଆଇରନ ଏବଂ ସେଲେନିୟମ ଗୁଣ ହୋଇ ଥାଏ, ସେଥିପାଇଁ ପ୍ରତେକ ଦିନ ଯଦି ଆପଣ ବାଦାମ ପାଣିରେ ପକାଇ ଖାଇବେ ତେବେ ଆପଣଙ୍କୁ ଏସିଡିଟି ଭଳି ଜିନିଷ ଠାରୁ ମୁକ୍ତି ମିଳିବ ।

– ଥଣ୍ଡା କାସ ଠାରୁ ମୁକ୍ତି ଦେଇ ଥାଏ :

ଆପଣଙ୍କୁ କହିବା ପାଇଁ ଚାହୁଁଛୁ ଯେ ପ୍ରତିଦିନ ପାଣିରେ ପକା ବାଦାମ ଖାଇଲେ ଆପଣଙ୍କୁ ଥଣ୍ଡା ଜର ଠାରୁ ମୁକ୍ତି ମିଳି ଥାଏ, ଏବଂ ଏହା ଦ୍ଵାରା ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢି ଥାଏ । ଯଦି ଆପଣ ସବୁ ଦିନ ଓଦା ବାଦାମ ଖାଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କ କାସ ମଧ୍ୟ ଭଲ ହୋଇ ଥାଏ ।

– କ୍ୟାନ୍ସର ଭଳି ରୋଗରୁ ମୁକ୍ତି ଦେଇ ଥାଏ :

କୁହା ଯାଏ ଯେ ବାଦାମ ରେ ଏନ୍ଟିଆକ୍ସିଡେଣ୍ଟ, ନିୟାସିନ,ଫୋଲେଟ, କେଲସିୟମ ଏବଂ ଆଇରନ ଭରପୁର ମାତ୍ରା ରେ ହୋଇ ଥାଏ ଏହି ସବୁ ତତ୍ଵ ଶରୀରକୁ କ୍ୟାନ୍ସର ଭଳି ରୋଗରୁ ଲଢିବା ପାଇଁ ସାହାଜ୍ଯ କରି ଥାନ୍ତି । ଯଦି ଆପଣ ପ୍ରତେକ ଦିନ କେବଳ ୨୦ଟି ବାଦାମ ପାଣିରେ ପକାଇ ଖାଉଛନ୍ତି ତେବେ କ୍ୟାନ୍ସର ଭଳି ରୋଗ ଆପଣଙ୍କ ଠାରୁ ବହୁତ ଦୂର ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button