ମନୋରଞ୍ଜନ

TV ସିରିଏଲ “ତୁଝସେ ହେ ରାବତା” ରୁ ଫେମସ ହୋଇଥିବା ଅଭିନେତ୍ରୀ ପୂର୍ବା ଗୋଖଲେ ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ

ଛୋଟ ପରଦା ରେ ସାଧାସିଧା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ରିଅଲ ଲାଇଫ ରେ ନିଜର ବୋଲ୍ଡ ଅନ୍ଦାଜ ରେ ସମସ୍ତ ଦର୍ଶକ ଙ୍କୁ ନିଜର ଦିୱାନା ବନାଇଛନ୍ତି । ସେହିପରି ଜି ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ତୁଝସେ ହେ ରାଵତା ରେ ଅନୁପ୍ରିୟା ଦେଶମୁଖ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କୁ ପରଦା ରେ ଯେତେ ସାଧାସିଧା ଚରିତ୍ର ରେ ଦେଖିବାକୁ ମିଳେ ସେ ନିଜର ରିଅଲ ଲାଇଫ ରେ ସମ୍ପୂର୍ଣ୍ଣ ବିପରୀତ ଅଟନ୍ତି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଟିଭି ସିରିଆଲ ତୁଝସେ ହେ ରାବତା ରେ ଅନୁପ୍ରିୟା ଦେଶମୁଖ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହେଉଛି, ପୂର୍ବା ଗୋଖଲେ । ଏହି ଅଭିନେତ୍ରୀ ଙ୍କ ଜନ୍ମ ୨୦ ଜାନୁଆରୀ ୧୯୭୮ ମସିହାରେ ମୁମ୍ବାଇ ର ଥାନେ ସହର ରେ ହୋଇଥିଲା ।

ଏହି କାରଣରୁ ତାଙ୍କ ପାଠପଢ଼ା ମୁମ୍ବାଇ ର ଥାନେ ରେ ହୋଇଥିଲା । ଯଦି ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ତେବେ ସେ କିଛି ବର୍ଷ ପୂର୍ବରୁ ବିଜନେସ ମ୍ୟାନ କେଦାର ଗୋଖଲେ ଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ସେ ନିଜର ବୈବାହିକ ଜୀବନ ରେ ଖୁସି ରେ ଅଛନ୍ତି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଏହି ଅଭିନେତ୍ରୀ ଙ୍କୁ ସିରିଆଲ ତୁଝସେ ହେ ରାଵତା ରେ ଅନୁପ୍ରିୟା ଦେଶମୁଖ ଭୂମିକା ରେ ଶାଢ଼ୀ ଏବଂ ମଥା ରେ ଟିକିଲି ପିନ୍ଧି ଥିବର ଦେଖିବାକୁ ମିଳେ । ଅନ୍ୟ ପକ୍ଷ ରେ ଏହି ଅଭିନେତ୍ରୀ ଙ୍କୁ ତାଙ୍କ ରିଅଲ ଲାଇଫ ରେ ଉଭୟ ଇଣ୍ଡିଆନ ଓ ୱେଷ୍ଟର୍ନ ଲୁକ ରେ ଦେଖିବାକୁ ମିଳିଥାଏ । ଏହି ଅଭିନେତ୍ରୀ ତାଙ୍କର ସିଗ୍ନେଚର ସ୍ମାଇଲ ରେ ସମସ୍ତ ଦର୍ଶକ ମାନଙ୍କୁ ମୋହିତ କରିଛନ୍ତି ।

ଏହି ଅଭିନେତ୍ରୀ ନିଜ କ୍ୟାରିଅର ର ଆରମ୍ଭ ମରାଠୀ ସିରିଆଲ “ରିମଝିମ” ରୁ କରିଥିଲେ । ଏହି ସିରିଆଲ ରେ ତାଙ୍କ ଅଭିନୟ ଦର୍ଶକ ମାନେ ଖୁବ ପସନ୍ଦ କରିଥିଲେ । ଏହାପରେ ତାଙ୍କୁ ଅନେକ ମରାଠୀ ସିରିଆଲ ରେ ଦେଖିବାକୁ ମିଳିଥିଲା । ଏହା ସହିତ ଅଭିନେତ୍ରୀ ପୂର୍ବା ଗୋଖଲେ ଙ୍କୁ ଅନେକ ହିନ୍ଦୀ ସିରିଆଲ ରେ ମଧ୍ୟ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଅଭିନେତ୍ରୀ ଙ୍କୁ ଜି ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରବହିକ ତୁଝସେ ହେ ରାଵତା ରେ ମୁଖ୍ୟ ଭୂମିକା ରୂପରେ ଦେଖିବାକୁ ମିଳୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button