ଜୀବନଶୈଳୀ

ସ୍ୱାମୀ ସ୍ତ୍ରୀ ଖାଲି ଦେହରେ ଶୋଇବା ଦ୍ୱାରା ମିଳିଥାଏ ଏହିସବୁ ଫାଇଦା, ସେକ୍ସ ପାୱାର୍ ବଢିବା ସହ ହେବ ଏହି ଲାଭ

ଆଜିର ସମୟରେ ଲୋକେ ନିଦ୍ରାହୀନତାର ସମ୍ମୁଖୀନ ହେବା କିଛି ନୂଆ କଥା ନୁହେଁ। ବ୍ୟସ୍ତବହୁଳ ଜୀବନଶୈଳୀ ହେତୁ ଲୋକେ ରାତିରେ ଭଲ ନିଦରେ ଶୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ସେମାନଙ୍କୁ ଖାଦ୍ୟ ଅଭ୍ୟାସ ବଦଳାଇବା ସହିତ ବିଭିନ୍ନ ପ୍ରକାର ଔଷଧ ଖାଇବା ପାଇଁ ପଡୁଛି। କିନ୍ତୁ, କେବଳ ବିନା ପୋଷାକରେ ଶୋଇ ଆପଣ ନିଜକୁ ନିଦ୍ରାହୀନତା ଭଳି ସମସ୍ୟା ଠାରୁ ଦୂରେଇ ରଖି ପାରିବେ।

Sleeping

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାଇ ବିନା ପୋଷାକରେ ଶୋଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ରାତିରେ ପୋଷାକ ପିନ୍ଧି ଶୋଇଲେ ଶରୀରର ତାପମାତ୍ରା ବଢିବାକୁ ଲାଗିଥାଏ। ଯେଉଁଥିପାଇଁ ରାତି ଅଧରେ ନିଦ ଭାଙ୍ଗି ଯାଇଥାଏ। ଠିକ୍ ଭାବରେ ନ ଶୋଇବା ହେତୁ ପରଦିନ ଆପଣଙ୍କୁ ଥକ୍କା ଲାଗିଥାଏ।

Without clothes

ତେବେ, ବିନା ପୋଷାକରେ ଶୋଇବା ଦ୍ୱାରା ଶରୀରରୁ ବାଦାମୀ ଚର୍ବି ନିର୍ଗତ ହୁଏ, ଯାହା ରକ୍ତରେ ଥିବା ଅତିରିକ୍ତ ସୁଗାରକୁ ଦୂର କରି ମେଟାବୋଲିକ୍ ହାରକୁ ବଢ଼ାଇଥାଏ ଏବଂ ହଜମ ପ୍ରକ୍ରିୟା ଠିକ୍ ଭାବରେ କାମ କରିଥାଏ। ପୁରା ଶରୀର ଯଥେଷ୍ଟ ଅମ୍ଳଜାନ ପାଇବା ସହିତ ଏହା ପୁରୁଷଙ୍କ ଥରେ ପ୍ରଜନନ ଶକ୍ତି ବଢ଼ାଇବାରେ ସକ୍ଷମ ହୋଇଥାଏ। ପୁରୁଷଙ୍କ ବୀଜାଣୁ ଘନୀଭୂତ ହେବା ସହିତ ଶୁକ୍ରାଣୁ ସଂଖ୍ୟା ବଢିବାକୁ ଲାଗିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button