ମନୋରଞ୍ଜନ

ବିନା ବିବାହରେ ହିଁ ଏକାଠି ଶୋଇ ସାରିଛନ୍ତି Bollywood ର ଏହି 5 ଟି କପଲ, ନମ୍ବର 4 ତ ପ୍ରେଗନେଣ୍ଟ ବି ହେଇ ଯାଇଥିଲେ

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବଲିଉଡ ସମ୍ୱନ୍ଧୀୟ ଖବର ସମ୍ପର୍କରେ ଅବଗତ କରିବାକୁ ଯାଉଛୁ . ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଅଭିନେତା ଏବଂ ଅଭିନେତ୍ରୀ ପ୍ରେମ ସମ୍ପର୍କ ରଖିବାର ଦେଖିବାକୁ ମିଳିଥାଏ । ଏଥି ମଧ୍ୟରୁ କିଛି ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସମ୍ପର୍କ ସଫଳ ହୋଇଛି ଏବଂ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । କିନ୍ତୁ କିଛି ଅଭିନେତା ଅଭିନେତ୍ରୀ ଙ୍କ ସଂପର୍କ ଅଧାରୁ ହିଁ ଭାଙ୍ଗିବାର ଦେଖିବାକୁ ମିଳିଛି ।

ଉଦାହରଣ ସ୍ୱରୂପ କଟ୍ରିନା କୈଫ ଏବଂ ରଂବୀର କପୁର ଯେଉଁ ଯୋଡି ଙ୍କ ପ୍ରେମ ସମ୍ପର୍କ ଅଧାରୁ ହିଁ ଭାଙ୍ଗି ଯାଇଥିଲା। ଏଭଳି ଅନେକ ଅଭିନେତା ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ପ୍ରେମ ସମ୍ପର୍କ କୁ ନେଇ ବହୁତ ମାତ୍ରା ରେ ଚର୍ଚ୍ଚା କରାଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଯୋଡି ମାନଙ୍କ ବିଷୟରେ।

୧.ବର୍ତ୍ତମାନ ସମୟରେ ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ‘ମଲାଇକା ଅରୋରା’ ଏବଂ ଅଭିନେତା ‘ଅର୍ଜୁନ କପୁର’ ଙ୍କ ଯୋଡ଼ିଙ୍କ ବିଷୟରେ ବହୁତ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଏହି ଯୋଡି ବର୍ତ୍ତମାନ ପରସ୍ପର ସହ ପ୍ରେମ ସମ୍ପର୍କ ରେ ରହିଛନ୍ତି । ମଲାଇକା ନିଜର ବିବାହିତ ଜୀବନ କୁ ଅଧାରୁ ଛାଡି ଅର୍ଜୁନ ଙ୍କ ସହ ସମ୍ପର୍କ ରେ ରହିଥିଲେ । ତେବେ ଏହା ଶୁଣିବାକୁ ମିଳୁଛି ଯେ ଏହି ଯୋଡି ପରସ୍ପର କୁ ବିବାହ କରିବେ ବୋଲି । କିନ୍ତୁ ଚର୍ଚ୍ଚାର ବିଷୟ ଏହା ହେଉଛି ଯେ, ଏହି ଯୋଡି ଙ୍କ ସମ୍ପର୍କ ଦୀର୍ଘ ଦିନ ଧରି ଚାଲିବ ଏବଂ ବିବାହ ବନ୍ଧନରେ ଆବଦ୍ଧ ହେବେ ଅଥବା ଅଧାରୁ ହିଁ ଭାଙ୍ଗିଯିବ ।

୨. ଯଦି ଅଭିନେତା ‘ରଂବୀର କପୁର’ ଙ୍କ ବିଷୟରେ କହିବାକୁ ଯିବା ତେବେ ଏହି ଅଭିନେତା ଜଣକ ବହୁତ ଅଭିନେତ୍ରୀ ଙ୍କ ସହ ପ୍ରେମ ସମ୍ପର୍କରେ ଆସିବାର ଦେଖିବାକୁ ମିଳିଛି । କଟ୍ରିନା କୈଫ ଙ୍କ ସହ ରଂବୀର ଙ୍କ ସମ୍ପର୍କ ଅଧାରୁ ହିଁ ଭାଙ୍ଗି ଯାଇଥିଲା ଏବଂ ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ କଟ୍ରିନା ଙ୍କ ପାଇଁ ରଂବୀର ‘ଦୀପିକା ପାଦୁକୋନ’ ଙ୍କ ସହ ନିଜ ବହୁତ ସମୟ ଧରି ଥିବା ପ୍ରେମ ସମ୍ପର୍କ କୁ ଭାଙ୍ଗି ଦେଇଥିଲେ।

ବର୍ତ୍ତମାନ ସମୟରେ ରଂବୀର ଙ୍କୁ ଅଭିନେତ୍ରୀ ‘ଆଲିଆ ଭଟ’ ଙ୍କ ସହ ଦେଖିବାକୁ ମିଳୁଛି ଏବଂ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ,ଏହି ଯୋଡି ବହୁତ ଶୀଘ୍ର ପରସ୍ପର କୁ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଚର୍ଚ୍ଚା ର ବିଷୟ ଏହା ଯେ, ଏହି ଯୋଡି ଙ୍କ ସମ୍ପର୍କ ସବୁଦିନ ପାଇଁ ରହିବ ନା ପୂର୍ବ ଭଳି ଏହି ସମ୍ପର୍କ ମଧ୍ୟ ଭାଙ୍ଗିଯିବ।

୩. ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତ୍ରୀ ‘ଶ୍ରୀଦେବୀ’ ବିବାହ ପୂର୍ବରୁ ହିଁ ଗର୍ଭବତୀ ହୋଇଯାଇଥିଲେ ଏବଂ ସେ ‘ବୋନି କପୁର’ ଙ୍କୁ ବିବାହ କରିଥିଲେ । ଏହି ଯୋଡି ଵିଵାହ ପୂର୍ବରୁ ସମ୍ପର୍କରେ ରହିଥିଲେ ଏବଂ ପରବର୍ତ୍ତୀ ସମୟରେ ପରସ୍ପର କୁ ବିବାହ କରିଥିଲେ । ଦେଖିବାକୁ ଗଲେ ଏହି ଯୋଡି ଙ୍କ ପ୍ରେମ ସମ୍ପର୍କ ସଫଳ ହୋଇଥିଲା । ଵିଵାହ ର କିଛି ମାସ ପରେ ହିଁ ଶ୍ରୀଦେବୀ ଙ୍କ ବଡ଼ ଝିଅ ‘ଜାହ୍ନବୀ କପୁର’ ଙ୍କ ଜନ୍ମ ହୋଇଥିଲା।

୪. ଅଭିନେତ୍ରୀ ‘କଂଗନା ରାନାଵତ’ ନିଜ ବ୍ୟକ୍ତିଗତ ଜୀଵନ କୁ ନେଇ ଖୁସି ନଥିଲେ । ଶୁଣିବାକୁ ମିଳେ ଯେ ନିଜ କ୍ୟାରିଆର ଆରମ୍ଭ ରୁ ହିଁ ସେ ‘ଆଦିତ୍ୟ ପଞ୍ଚୋଲି’ ଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଆଦିତ୍ୟ ବୟସ ରେ କଂଗନା ଙ୍କ ଠାରୁ ବହୁତ ବଡ଼ । ଏହି ଯୋଡି ଙ୍କ ସମ୍ପର୍କ ବେଶି ଦିନ ଧରି ଚାଲି ନଥିଲା । ଏହି ସମ୍ପର୍କ ଅଧାରୁ ହିଁ ଭାଙ୍ଗି ଯାଇଥିଲା । ପରବର୍ତ୍ତୀ ସମୟରେ ଶୁଣିବାକୁ ମିଳିଥିଲା ଯେ, କଂଗନା ଅନ୍ୟ କାହା ସହ ସମ୍ପର୍କ ରେ ଅଛନ୍ତି କିନ୍ତୁ ତାହା ମଧ୍ୟ ବେଶି ଦିନ ରହିନଥିଲା । ବର୍ତ୍ତମାନ କଂଗନା ଏକୁଟିଆ ଅଛନ୍ତି ଏବଂ ନିଜ କ୍ୟାରିଆର ରେ ଧ୍ୟାନ ଦେବାରେ ଲାଗିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button