ହନୁମାନ ଙ୍କ ଏହି ୨ ଟି ଚୌପାଇ ଶୋଇବା ପୂର୍ବରୁ ଥରେ ଜପନ୍ତୁ, ସବୁ ସମସ୍ଯା ହେଇଯିବ ଦୂର, ମାତ୍ର ୩୦ ସେକେଣ୍ଡ ରେ ଦେଖନ୍ତୁ ଚମତ୍କାର

ଯାହା ମନୁଷ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ । ଏହାଦ୍ବାରା ମନୁଷ୍ୟ କୁ ବିଭିନ୍ନ ସମସ୍ୟା ରୁ ମୁକ୍ତି ପାଇବା ନିମନ୍ତେ ଉପାୟ ମିଳିଥାଏ ଏବଂ ଏହି ଗ୍ରନ୍ଥ ଓ ଶାସ୍ତ୍ର ମନୁଷ୍ୟ ର ଅନେକ ଉପକାର କରିଥାଏ । ଏଥିରେ କୌଣସି ସନ୍ଦେହ ନାହିଁ । ମାତ୍ର ମନୁଷ୍ୟ କୁ ଏହାର ସଠିକ ଉପଯୋଗ କରିବା ଆବଶ୍ୟକ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରଭୁ ହନୁମାନ ଙ୍କ ହନୁମାନ ଚାଳିଶା ର ଦୁଇଟି ଚୌପାଇ ସମ୍ବନ୍ଧରେ କହିବୁ ଯାହାକୁ ଜପ କରିବା ଦ୍ବାରା ଆପଣଙ୍କ ଜୀବନ କୁ ସୁଖ ଓ ସମୃଦ୍ଧି ରେ ଭରି ଦେବ ଏବଂ ଏହା ସହିତ ଆପଣଙ୍କ ଜୀବନ ଶାନ୍ତିପୂର୍ଣ୍ଣ ଭାବରେ କଟିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଆପଣ ମାନେ ପ୍ରଭୁ ବଜରଙ୍ଗବଲୀ ଙ୍କ ହନୁମାନ ଚାଳିଶା ନିଶ୍ଚିତ ଭାବରେ ପଢ଼ିଥିବେ । ଏହି ହନୁମାନ ଚାଳିଶା ର ଅନେକ ଚମତ୍କାରୀ ଗୁଣ ରହିଛି । ଯାହା ନିମ୍ନ କାହାଣୀ ରେ ନିହିତ ରହିଛି । ଯେତେବେଳେ ଥରେ ପ୍ରଭୁ ବଜରଙ୍ଗବଲୀ ଛୋଟ ଥିଲେ ସେତେବେଳେ ତାଙ୍କୁ ଅତ୍ୟଧିକ ଭୋକ କରିଥିଲା ଏବଂ ସେ ଆକାଶ ରେ ଚମକୁଥିବା ସୂର୍ଯ୍ୟ ଙ୍କୁ ଭୋଜନ କରିବା ନିମନ୍ତେ ଉଡ଼ି-ଉଡ଼ି ଆକାଶକୁ ଯାଇଥିଲେ ।

ସେଠାରେ ପ୍ରଭୁ ହନୁମାନ ଙ୍କୁ ଇନ୍ଦ୍ରଦେଵ ରୋକିଥିଲେ ଏବଂ ସେ ନ ମାନିବାରୁ ତାଙ୍କୁ ପ୍ରହାର କରିଥିଲେ । ଯାହାଫଳରେ ସେ ମୂର୍ଛିତ ହୋଇ ଯାଇଥିଲେ । ଏହା ଜାଣି ବାୟୁ ଦେବତା ଅତ୍ୟନ୍ତ କ୍ରୋଧିତ ହୋଇଥିଲେ । ପରେ ଯେତେବେଳେ ସମସ୍ତ ଦେବୀ ଦେବତା ଜାଣିଲେ ପ୍ରଭୁ ହନୁମାନ ମହାଦେବ ଙ୍କ ଅଂଶ ଅଟନ୍ତି ସେତେବେଳେ ସମସ୍ତ ଦେବାଦେବୀ ଗଣ ପ୍ରଭୁ ହନୁମାନ ଙ୍କୁ ଶକ୍ତି ପ୍ରଦାନ କରିଥିଲେ ।
ତେଣୁ ପ୍ରଭୁ ବଜରଙ୍ଗବଲୀ ଙ୍କ ହନୁମାନ ଚାଳିଶା ସେହି ଶକ୍ତି ର ବିଶେଷ ଅଂଶ ଅଟେ । ହନୁମାନ ଚାଳିଶା ରେ ଏଭଳି ୨ଟି ଚୌପାଇ ରହିଛି ଯାହାକୁ ଜପ କରିବା ଦ୍ୱାରା ମନୁଷ୍ୟ ଜୀବନ ରେ ସମସ୍ତ ସମସ୍ୟା ଦୂର ହେବ ଏବଂ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ।

୧. ପ୍ରଥମ ଚୌପାଇ ଟି ହେଉଛି,
ନାସୈ ରୋଗ ହରୈ ସବ ପିରା ।
ଜପତ ନିରନ୍ତର ହନୁମତ ବିରା । ।
ଯଦି ଆପଣଙ୍କୁ କୌଣସି ରୋଗ ହୋଇଛି ଏବଂ ଅନେକ ଚିକିତ୍ସା ପରେ ମଧ୍ୟ ସେହି ରୋଗ ଭଲ ହେଉନାହିଁ । ତେବେ ହନୁମାନ ଚାଳିଶା ରେ ଥିବା ଏହି ଚୌପାଇ ର ଜପ ନିରନ୍ତର କରନ୍ତୁ । ଏହାଦ୍ବାରା ଆପଣଙ୍କ ରୋଗ ସମ୍ପୂର୍ଣ୍ଣ ରୂପରେ ଭଲ ହୋଇଯିବ ।

୨. ଦ୍ଵିତୀୟ ଚୌପାଇ ଟି ହେଉଛି,
ଜୟ ଜୟ ଜୟ ହନୁମାନ ଗୋସାଇଁ
କୃପା କରହୁ ଗୁରୁ ଦେବ କି ନାହିଁ,
ଜୋ ସତ ବାର ପାଠ କରେ କୋଇ
ଛୁଟଇ ବନ୍ଦୀ ମହା ସୁଖ ହୋଇ । ।
ପ୍ରଭୁ ହନୁମାନ ଆପଣଙ୍କ ଉପରେ ଗୁରୁ ଙ୍କ ଭଳି କୃପା କରିବେ ଏବଂ ଆପଣଙ୍କ ଜୀବନ ରେ ଥିବା ସମସ୍ତ ଅସୁବିଧା ସମସ୍ୟା କୁ ତୁରନ୍ତ ଦୂର କରି ଦେବେ ।



