ଦେଶ ବିଦେଶ

ମହିଳା ମାନଙ୍କ ପାଦ ମୁଦି ସ୍ୱାମୀକୁ କରିଦିଏ ଭିକାରି

ବନ୍ଧୁଗଣ ଆଜିର ଏହି ଭିଡିଓରେ ଆମେ ଜାଣିବା ମହିଳା ମାନେ ନିଜ ପାଦର ଆଙ୍ଗୁଠିରେ ଯେଉଁ ମୁଦି ପିନ୍ଧିଥାନ୍ତି ତାହା କଣ ପାଇଁ ସ୍ବାମୀ ମାନଙ୍କ ପାଇଁ କାଳ ହୋଇଥାଏ। ବାହାଘର ପରେ ମହିଳା ମାନେ ପାଦରେ ମୁଦି ପିନ୍ଧିଥାନ୍ତି। ମହିଳା ମାନଙ୍କ ସମସ୍ତ ଶୃଙ୍ଗାର ମଥାର ମଥାମଣିରୁ ଗୋଡର ମୁଦି ପର୍ଯ୍ୟନ୍ତ ରହିଥାଏ। ଅର୍ଥାତ ଗୋଡର ମୁଦି ମହିଳା ମାନଙ୍କ ଶେଷ ଆଭୂଷଣ ହୋଇଥାଏ।

ମହିଳା ମାନେ ମଥାରେ ସୁନାର ମଥାମଣି ଏବଂ ଗୋଡ଼ରେ ରୂପାର ମୁଦି ପିନ୍ଧିବା ପଛରେ ଏହା କାରଣ ହୋଇଥାଏ କି ମନର କାରକ ସୂର୍ଯ୍ୟ ଏବଂ ଆତ୍ମାର କାରକ ଚନ୍ଦ୍ରମାଙ୍କ କୃପା ଦୃଷ୍ଟି ଜୀବନସାରା ଲାଗି ରହୁ। କିନ୍ତୁ ବୋଧହୁଏ ଏହି କଥା ଆପଣ ଜାଣିନଥିବେ କି ଗୋଡର ମୁଦି ସ୍ବାମୀଙ୍କ ଗରିବର କାରଣ ମଧ୍ୟ ହୋଇପାରେ। ହଁ ବନ୍ଧୁଗଣ ଏହି କଥାଟି ପୂରା ସତ୍ୟ ଅଟେ କି ଗୋଡର ମୁଦି ସ୍ବାମୀଙ୍କ ଦରିଦ୍ରତାର କାରଣ ହୋଇପାରେ। ଚାଲନ୍ତୁ ପ୍ରଥମେ ଜାଣିନେବା ମହିଳାମାନେ ଗୋଡ଼ରେ ମୁଦି କଣ ପାଇଁ ପିନ୍ଧନ୍ତି?

ହିନ୍ଦୁ ଧର୍ମରେ ଭାରତୀୟ ମହିଳାମାନେ ଗୋଡ଼ରେ ମୁଦି ପିନ୍ଧିଥାନ୍ତି। ଗୋଡ଼ରେ ମୁଦି ପିନ୍ଧିବାର କାରଣ କେବଳ ଏହା ନୁହେଁ କି ସେମାନେ ବିବାହିତ ଅଟନ୍ତି ତାହା ସହିତ ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ଅଛି। ବେଦ ଅନୁସାରେ ଏମିତି ମନାଯାଏ କି ପାଦର ଦୁଇ ଆଙ୍ଗୁଠିରେ ଏହାକୁ ପିନ୍ଧିବା ଦ୍ବାରା ମହିଳା ମାନଙ୍କ ମାସିକଚକ୍ର ଠିକ ଭାବେ ହୋଇଥାଏ। ଆମ ହିନ୍ଦୁ ଧର୍ମରେ ଏହାର ମାନ୍ୟତା ବହୁତ ଅଛି।ମୁଦିକୁ ସବୁବେଳେ ଗୋଡର ଦ୍ଵିତୀୟ ଆଙ୍ଗୁଠିରେ ପିନ୍ଧିବା ଦରକାର। ଏହା ଗର୍ଭାଶୟକୁ ନିୟନ୍ତ୍ରଣରେ ରଖିଥାଏ। ଭାରତୀୟ ପରମ୍ପରା ଅନୁସାରେ ପ୍ରତ୍ୟେକ ମହିଳା ବିବାହ ପରେ ଗୋଡ଼ରେ ମୁଦି ପିନ୍ଧିଥାଏ।

ଏହାକୁ ପିନ୍ଧିବା ଦ୍ବାରା ମହିଳାମାନଙ୍କ ମାସିକଚକ୍ର ଠିକ ଭାବେ ହୋଇଥାଏ।ଏହା ସହିତ ମହିଳାମାନଙ୍କ ଗର୍ଭାଶୟରେ କେବେ କିଛି ଅସୁବିଧା ହୁଏନାହିଁ।କିନ୍ତୁ ଏହା ବହୁତ କମ ଲୋକ ଜାଣିଛନ୍ତି ଯଦି ମହିଳାମାନେ ଗୋଡ଼ରେ ଠିକ ଭାବେ ମୁଦି ପିନ୍ଧିବେ ନାହିଁ ସେମାନଙ୍କ ସ୍ବାମୀ ଭିକାରୀ ହୋଇ ପାରନ୍ତି। ତାହେଲେ ଆସନ୍ତୁ ଜାଣିବା କେଉଁ କାରଣରୁ ସ୍ବାମୀ ଗରିବ ହୋଇଥାନ୍ତି?

ଆମ ଦେଶରେ ହିନ୍ଦୁ ମହିଳାମାନେ ଷୋଳ ଶୃଙ୍ଗାର କରିବା ପାଇଁ ପ୍ରସିଦ୍ଧ ଅଟନ୍ତି। ମଥାରେ ପିନ୍ଧା ଯାଉଥିବା ବିନ୍ଦି ଠାରୁ ନେଇ ଗୋଡ଼ରେ ମୁଦି ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟିଏ ଗୋଟିଏ ଅଲଗା ମହତ୍ତ୍ଵ ରହିଥାଏ।କଣ ଆପଣ ଜାଣିଛନ୍ତି ମହିଳାମାନେ ପାଦରେ ପିନ୍ଧୁଥିବା ମୁଦି ସିଧାସଳଖ ତାଙ୍କ ଗର୍ଭାଶୟ ସହିତ ସମ୍ପର୍କ ରଖିଥାଏ। କେତେ ଲୋକ ଏହାକୁ କେବଳ ବାହାଘରର ଚିହ୍ନ ଏବଂ ପରମ୍ପରା ବୋଲି ମାନିଥାନ୍ତି।

ଜ୍ୟୋତିଷ ଅନୁସାରେ ଗୋଡ଼ରେ ମୁଦି ପିନ୍ଧିବାର କାରଣ ଏହାକୁ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରତୀକ ବୋଲି ମନା ଯାଇଥାଏ। ଏମିତି ମନା ଯାଇଥାଏ କି ଏହାକୁ ପିନ୍ଧିବା ଦ୍ବାରା ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କର ପ୍ରଭାବ ସ୍ବାମୀ ସ୍ତ୍ରୀଙ୍କ ଉପରେ ତିଷ୍ଠି ରହିଥାଏ। କିନ୍ତୁ ଏହି କଥା ଉପରେ ସବୁବେଳେ ଧ୍ୟାନ ରଖିବା ଦରକାର କି ମୁଦି ସବୁବେଳେ ରୂପାର ପିନ୍ଧିବା ଦରକାର ଭୁଲରେ ମଧ୍ୟ ସୁନାର ମୁଦି ପିନ୍ଧନ୍ତୁ ନାହିଁ। ସବୁବେଳେ ଦାୟିତ୍ଵରେ ପିନ୍ଧନ୍ତୁ। ନିଜ ଗୋଡର ମୁଦି ଆଉ କାହାକୁ ଦିଅନ୍ତୁ ନାହିଁ। ଏମିତି କରିବା ଦ୍ଵାରା ସ୍ବାମୀ ଗରିବ ଏବଂ ଦରିଦ୍ର ହୋଇଥାନ୍ତି। ତେବେ ଆପଣଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ ଏବଂ ଭିଡିଓକୁ ଗୋଟିଏ ଲାଇକ କରନ୍ତୁ। ଧନ୍ୟବାଦ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button