ବିଚାର

ଘରର ମୁଖ୍ୟ ଦ୍ଵାରରେ ଏହି ଜିନିଷ ସବୁ ଭୁଲରେ ରଖନ୍ତୁ ନାହିଁ, ନଚେତ ଦାରିଦ୍ର୍ୟତା ପିଛା ଛାଡିବନି

ବନ୍ଧୁଗଣ ଆଦି ଆପଣ ମାନେ ଦେବା ଦେବୀଙ୍କ କୃପା ପାଇବାକୁ ଚାହୁଁ ଛନ୍ତି ତେବେ ଘରର ମୁଖ୍ୟ ଦ୍ଵାରା ପ୍ରତି ବିଶେଷ ଭାବେ ଧ୍ୟାନ ଦିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଘରର ମୁଖ୍ୟ ଦ୍ଵାରା ପାଖରେ କିଛି ଏମିତି ଜିନିଷ ରଖୁଛନ୍ତି ତେବେ ଏହା ବାସ୍ତୁ ସମସ୍ଯା ଦେଖାଯିବା ସହ ଆର୍ଥିକ ହାନି ହୋଇଥାଏ । ଘରର ମୁଖ୍ୟ ଦ୍ଵାରା ରେ ଲୋକେ କିଛି ଏମିତି ଜିନିଷ ରଖିଥାନ୍ତି ଯାହା ଦ୍ଵାରା ଅସୁବିଧା ହେବ ସହ ଧନର ଅଭାବ ଦେଖାଯାଏ ।

ଆଜି ଆମେ ଆପଣଙ୍କୁ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରର ମୁଖ୍ୟ ଦ୍ଵାର ଆଗରେ ଭୁଲରେ ବି ରଖିବା ଅନୁଚିତ । 1- ମନେ ରଖିବେ ଘର ଆଗରେ କେବେ ବି କଣ୍ଟା ଜାତୀୟ ଗଛ ରଖିବା ଉଚିତ ନୁହେଁ । ଯଦି ରଖିବେ ଏହା ଦ୍ଵାରା ଘରେ ପଜେଟିଭ ଊର୍ଜା ନଷ୍ଟ ହୋଇ ନେଗେଟିଭ ଉର୍ଜ କାର୍ଯ୍ୟ ରୁହେ । ଏହା ସହ ଘରେ ଝଗଡା ହେବା ସହ ରୋଗ ଗ୍ରାସ କରିଥାଏ । ତେଣୁ କଣ୍ଟା ଜାତୀୟ ଗଛ ଘର ଆଗରେ ରଖନ୍ତୁ ନାହି ।

2- ଘରେ ଭଙ୍ଗା ପଲଙ୍କ, ଚେୟାର, ଟେବଲ ଓ ଆଲମାରି ରଖନ୍ତୁ ନାହି । ଘରେ ଅନ୍ୟ କୌଣସି ଭଙ୍ଗା ଜିନିଷ ରଖନ୍ତୁ ନାହି । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ହେବ । ଧନର ଅଭାବ ଦେଖାଯିବ । ଗୃହକୁ ନେଗେଟିଭ ଊର୍ଜା ପ୍ରବେଶ କରିବେ । ସେଇ ଘରେ ସବୁବେଳେ ଦୁଖ ହିଁ ରହିବ ।

3- ଭଙ୍ଗା ବାସନ ଘରେ କେବେ ବି ରଖନ୍ତୁ ନାହି । ଯେଉଁ ବାସନ ବ୍ୟବହାର ନ ହେଉଛି ତାହାକୁ ତୁରନ୍ତ ବାହାର କରନ୍ତୁ । ନ ହେଲେ ଜୀବନ ସାରା ଦାରିଦ୍ରତା ଲାଗିବ ରହିବ ଓ ମାତା ଲକ୍ଷ୍ମୀ ଙ୍କ କୃପା ମିଳିବ ନାହି । ତା ସହ ଗୃହରେ ଧନର ଅଭାବ ସର୍ବଦା ଲାଗି ରହିବ । ସବୁବେଳେ ସ୍ବାମୀଙ୍କ ପାଖରେ ଯେତେ ଧନ ରୋଜଗାର କରିଲେ ବି ଅଭାବ ଦେଖାଯିବ । ଭଙ୍ଗା ବାସନ ଘରେ ରଖିଲେ ଶନିଦେବ କ୍ରୋଧିତ ହୋଇଥାନ୍ତି ।

୪- ଘରର ମୁଖ୍ୟ ଦ୍ଵାରା ସବୁବେଳେ ଧଳା ବା ହଳଦିଆ ରଙ୍ଗ ହେବା ଉଚିତ । ଲାଇଟ ରଙ୍ଗ ସବୁବେଳେ ଘରର ମୁଖ୍ୟ ଦ୍ଵାରା କରନ୍ତୁ । ଏହା ଦ୍ଵାରା ପଜେଟିଭ ଊର୍ଜା ଆସିଥାଏ ।

୫- ଘରର ମୁଖ୍ୟ ଦ୍ଵାରା ର ଦୁଇ ପଟେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଏହା ସହ ମୁଖ୍ୟ ଦ୍ବାରର ଉପର ଭାଗରେ ଓମ ଚିତ୍ର ବା ପଞ୍ଚମୁଖୀ ହନୁମାନ ଙ୍କ ଫୋଟୋ ଲଗାଇ ପାରିବେ ।

୬- ଘରର ମୁଖ୍ୟ ଦ୍ଵାରରେ ସହ ଘୋଡା ନାଲ ମୁଖ୍ୟ ଦ୍ଵାରା ରେ ଲଗାନ୍ତୁ । ଏହା ଦ୍ଵାରା ଶନିଦେବ ଙ୍କ କୃପା ଲାଭ ହେବା ସହ ସୁଖ ଶାନ୍ତି ରହିବ । ଏହା ସହ ଘରେ ଝଗଡା ହେବ ନାହି । ଘରର ବଡ ଲୋକଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button