ସ୍ୱାସ୍ଥ୍ୟ

ଦେଶର ଏହି ପ୍ରସିଦ୍ଧ ଡକ୍ଟର ସମସ୍ତଙ୍କ ଆଗରେ କହିଦେଲେ ବ୍ଲାକ ଫଙ୍ଗସର ସତ୍ୟତା, ଜାଣି ଆପଣ ବି କରିବେ ପ୍ରଶଂସା

ତେବେ ବର୍ତମାନ ସ୍ଥିରତିରେ କରୋନା ସ୍ତର ଦିନକୁ ଦିନ ବଢି ବଢି ଯାଇଛି ଆଉ ଏହା ସହ ନୂଆ ନା ଶୁଣିବାକୁ ମିଳୁଛି ଯାହାକୁ ବ୍ଲାକ ଫାଙ୍ଗସ ବୋଲି କହୁଛନ୍ତି ତେବେ ଏହା ବିଷୟରେ ପ୍ରସିଦ୍ଧ ଡକ୍ଟରଙ୍କୁ ପଚରା ଯାଇଛି ଯାହା ପରେ ସେ କହିଲେ ବ୍ଲାକ ଫାଙ୍ଗସ କିଛି ନୂଆ ରୋଗ ନୁହ ।

ଏଇଟା ଆଜି ଠାରି ୪୦ – ୫୦ ବର୍ଷ ତଳେ ମଧ୍ୟ ଲୋକଙ୍କୁ ହାଉଥିଲା ଆଉ ଏହାର କିଛି ବି କଣେକ୍ଷଣ କରୋନା ସହ ନାହିଁ ଏହା ଆମ ଶରୀର ରୋଗ ପ୍ରତି ରୋଧକ କ୍ଷୟମାତା କାରଣରୁ ହୋଇଥାଏ କେମିତି କଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ସାବଧାନ ରୁହନ୍ତୁ ଆଉ ସତରକ ରୁହନ୍ତୁ ଯାହା ଦ୍ଵାରା ଆପଣ ନିଜେ ଆଉ ନିଜ ପରିବାରକୁ ସୁରକ୍ଷିତ ରଖୀ ପାରିବେ । ତେବେ ଡକ୍ଟର କହିବା ଅନୁଯାଇ ପ୍ରଥମ କଥା ଏହା ଅଟେ ଯେ ବ୍ଲାକ ଫାଙ୍ଗସ କୌଣସି ଦିଆ ରୋଗ ନୁହ ଆପଣଙ୍କୁ ଡରିବାର କିଛି ନାହିଁ ।

ଏହା ଜଣଙ୍କୁ ହେଲେ ଆପଣଙ୍କୁ ହବ ନାହିଁ ଏହା କୋଟିଏ ଲୋକଙ୍କ ମଧ୍ୟରୀ କେବଳ କିଛି ଲୋକଙ୍କୁ ହୋଇଥାଏ ଆଉ କେଉଁ ଲୋକଙ୍କୁ ହୋଇଥାଏ ଆଉ କେମିତି ହୋଇଥାଏ ତାହା ବିଷୟରେ ଆଯ ଆମେ ଆପଣଙ୍କୁ କହିବାକୁ ଯାଉଛୁ ବିସ୍ତାର ସହ ଜାଣି ରଖନ୍ତୁ । ଡକ୍ଟର କହିବା ଅନୁଯାଇ ବ୍ଲାକ ଫାଙ୍ଗସ ସେହି ଲୋକଙ୍କୁ ଅଟାକ କରିଥାଏ ଯେଉଁ ଲୋକ ମାନେ କ୍ୟାନ୍ସର, ବୀନା ନିୟନ୍ତ୍ରିତ ମଧୁ ମେହ ଏହି ଭଳି ଭୟଙ୍କର ରୁ ଭୟଙ୍କର ରୋଗ ଯାହା ହବା ପରେ ମଣିଷ ଶରୀର ଶକ୍ତି କମିଠାଏ ଆଉ ସେ ଦୁର୍ବଳ ହୋଇଥାଏ, ତାଙ୍କ ଶରୀରରେ ରୋଗ ପ୍ରତି ରୋଧକ କ୍ଷମତା ପୂର୍ଣ ଭାବରେ ସମାପ୍ତ ହୋଇଥାଏ ଆଉ ତାଙ୍କୁ ଷ୍ଟେରଏଡ ନବାକୁ ପଡିଥାଏ ସେହି ଭଳି ଲୋକଙ୍କୁ ବ୍ଲାକ ଫଙ୍ଗସ ଅଟାକ କରିଥାଏ ।

ତେବେ ଆପଣ ମାନେ ଦେଖିବାକୁ ପାଇଥିବେ ଯେତେବେଳେ କୌଣସି ଖାଇବା ଜିନିଷ ଉପରେ ପାଣି ଅଂସ ରହିଥାଏ ସେତେବେଳେ ତା ଉପରେ ଗୋଟେ କଳା ନହେଲେ ସବୁଜ ରଙ୍ଗ ର କିଛି ଫୁଲିବାକୁ ଆରମ୍ଭ ହୋଇଥାଏ ତେବେ ଏହାକୁ ଫଙ୍ଗସ କୁହା ଯାଇଥାଏ, ଏହି ପରି ଯଦି ମଣିଷ କୌଣସି ଶରୀର ଅଙ୍ଗରେ ବାହାର ସ୍ଥାନରେ ପାଣି ଜମିକି ରହିଥାଏ ସେତେବେଳେ ଫଙ୍ଗସ ହାବା ଆରମ୍ଭ ହୋଇଥାଏ ଆଉ ଏହା ବହୁତ ଭୟଙ୍କର ହୋଇଥାଏ ।

ଡକ୍ଟର ମାନଙ୍କ କହିବା ଅନୁଯାଇ ଯେତେବେଳେ କୌଣସି ମଣିଷ ବହୁତ ସମୟ ଧରି ଭେଣ୍ଟିଲେଟରରେ ଅଛନ୍ତି ଆଉ ତାଙ୍କ ଆକ୍ସିଜନ ନଳୀ ସଫା ହୋଇନଥାଏ ଆଉ ଏହି ନଳୀରେ ଫଙ୍ଗସ ରହି ଯାଇଥାଏ ଯାହା ଆକ୍ସିଜନ ସହ ମଣିଷ ନାକକୁ ଯାଇଥାଏ ସେତେବେଳେ ଏହା ଆମ ଶରୀରରେ ଏଣ୍ଟ୍ରି କରିଥାଏ ଆଉ ନିଜ ରହିବା ପାଇଁ ଜାଗା ବନାଇଥାଏ । ଏହା ନାକ ଦ୍ଵାରା ଶରୀର ଭିତରୁକୁ ଯାଇଥାର ସେଥିପାଇଁ ଏହା କେବେ ନାକରୁ ଖସିଲେ ପାଟିକୁ ଆସିଥାଏ ଆଉ ଉପରକୁ ଗଲେ ଆଖି ବା ବ୍ରେନକୁ ହାନି କରିଥାଏ ।

ବୈଜ୍ଞାନିକ ଭାଷାରେ ଏହାକୁ ମିକୋ ମାଇସୋସିସ କୁହା ଯାଉଛି ତେବେ ଏହା ବହୁତ ଅଧିକ ହେଲା ପରେ ଲୋକ ଡକ୍ଟର ପାଖକୁ ଯାଉଛନ୍ତି ଯାହା ପରେ ସେହି ଅଙ୍ଗ କାଟିକି ଫୋପାଡିବାକୁ ପଡୁଛି । ତେବେ ବ୍ଲାକ ଫଙ୍ଗସ ହେଲେ ରୋଗୀ ନକରୁ ରକ୍ତ ପଡିବ, ନାକ ଆଖ ପାଖ ଜାଗା ଆଉ ଆଖି ଦରଜ ହେଲା ଭଳି ଅନୁଭବ ହବ ପାଣି ଜମି ଗଲା ଭଳିଆ ଲାଗିବ ତେବେ ଏହି ପରିସ୍ଥିତିରେ ଆପଣଙ୍କୁ ନିଜ ଡକ୍ଟର ପାଖକୁ ଯାଇ ଏନ୍ଡୋସ୍କୋପି କରାଇବା ଉଚିତ ଯାହା ଦ୍ଵାରା ଫଙ୍ଗସ ବିଷୟରେ ଆପଣ ଜାଣି ପାରିବେ ଯଦି ଅଛି ତେବେ ଚିକିତ୍ସା କରାଇବେ ଯଦି ନହିଁ ତେବେ ଘରକୁ ଆସିବେ ତେବେ ବ୍ଲାକ ଫଙ୍ଗସ ପ୍ରଥମ ସ୍ଟେଜରେ ଜଣା ପଡିଲେ ଆରାମ ସହ ଚିକିତ୍ସା ହୋଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button