କ୍ରାଇମ

ତଣ୍ଟି କାଟି ଯୁବକଙ୍କୁ ବୀଭତ୍ସ ହତ୍ୟା – Utkal Mail


ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଏଠାରେ ଜଣେ ଯୁବକଙ୍କ ତଣ୍ଟି କାଟି  ବୀଭତ୍ସ ହତ୍ୟା ହତ୍ୟା କରାଯାଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ପୁରୁଣାକୋଟ ଥାନା ଓଲାବିର ଅଞ୍ଚଳର ବିଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତକାଲି କନ୍ଦମୂଳ ଫସଲ ଜଗିବାକୁ ବିଲକୁ ଯାଇଥିଲେ। ସେଠାରେ ସେ ମଞ୍ଚା ବାନ୍ଧି ରହିଥିଲେ। ତେବେ ବିଳମ୍ବିତ ରାତିରେ କେହି ତାଙ୍କର ତଣ୍ଟି କାଟି ଦେଇଥିବା ଜଣାପଡ଼ିଛି। ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ଘରକୁ ଫେରିବା ବାଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button