ସ୍ୱାସ୍ଥ୍ୟ

ଏହି ଗୋଟିଏ ପତ୍ର ଆଗରେ ଫେଲ୍ ହୋଇଯିବ ଲକ୍ଷେ ପ୍ରକାରର ଔଷଧ ! କିଡନୀ ଷ୍ଟୋନ, ମୁଣ୍ଡବିନ୍ଧା, ଚର୍ମରୋଗ ଆଦି 1000 ରୋଗ ଭଲ କରେ ଏହି ପତ୍ର

ଏହି ଚମତ୍କାରୀ ଗଛର ଫାଇଦା ନଜାଣି ଅନାବନା ଗଛ ଭାବି ଆମେ ବାହାର କରି ଫୋପାଡି ଦେଇଥାଉ । ଏହି ଗଛକୁ ଓଡିଆରେ ଅମରପୋଇ ଗଛ ବୋଲି କହିଥାଉ । ଷ୍ଟୋନ ଭଳି ସାଂଘାତିକ ରୋଗକୁ ମଧ୍ୟ ଏହା ମୂଳରୁ ଶେଷ କରିଥାଏ । ପରିସ୍ରାପୋଡା ହେବା, କିଡନୀରେ ଷ୍ଟୋନ ଥିଲେ, ବାରମ୍ବାର ମୁଣ୍ଡ ବିନ୍ଧୁଥିଲେ କିମ୍ବା ଆଖି ବିନ୍ଧୁଥିଲେ ଓ ଚର୍ମରୋଗ ହେଉଥିଲେ ଏହି ପତ୍ରର ସ୍ଵାସ୍ଥ୍ୟଗତ ଉପକାରିତା ବିଷୟରେ ଆପଣ ନିହାତି ଜାଣି ରଖିବା ଉଚିତ ।

ଅମରପୋଇ ଗଛର ବିଶେଷତା ହେଉଛି ଏହାକୁ କେବଳ ଡେମ୍ଫ ସହ ମାଟିରେ ପୋତି ଦେଲେ ମଧ୍ୟ ଗଛ ଉଠିଥାଏ ଓ ଏହି ଗଛ ବଢିବା ପାଇଁ ଖୁବ ପାଣି ଆବଶ୍ୟକ କରେ । ଏହାର ପତ୍ରକୁ ପ୍ରୟୋଗ କରିବା ପୂର୍ବରୁ ସଫା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ । ଏହାପରେ ଆପଣ ଏହି ପତ୍ରକୁ ଛେଚି ରସ ବାହାର କରି ସେବନ କରିପାରିବେ କିମ୍ବା ଏହି ପତ୍ରର କାଢା ବନେଇ ମଧ୍ୟ ସେବନ କରିପାରିବେ । ଏହି ପତ୍ର ଖାଇବାକୁ ଅଳ୍ପ ଖଟା, ଲୁଣିଆ ଲାଗିଥାଏ ।

ଆପଣ ଏହାର ପତ୍ରକୁ ଖାଲି ସେମିତି ଚୋବେଇ ମଧ୍ୟ ଖାଇପାରିବେ । ଆପଣଙ୍କ କିଡନୀରେ ଷ୍ଟୋନ ଭଳି ସମସ୍ଯା ଥିଲେ ଆପଣ ଏହାର କାଢା ବନେଇ ନିଶ୍ଚୟ ସେବନ କରନ୍ତୁ । ବାରମ୍ବାର ଅତ୍ୟଧିକ ମୁଣ୍ଡବିନ୍ଧା ହେଉଥିଲେ କୌଣସି ଔଷଧ ଖାଇବା ପୂର୍ବରୁ ଅମରପୋଇ ପତ୍ରକୁ ବାଟି ଏହାର ଲେପ ମୁଣ୍ଡରେ ଲଗାନ୍ତୁ । ଦେଖିବେ ମୁଣ୍ଡବିନ୍ଧା ସମସ୍ଯା କିଛିଦିନରେ ମୂଳରୁ ଶେଷ ହୋଇଯିବ ।

ଆପଣଙ୍କ ଆଖି ଯଦି ବାରମ୍ବାର ବିନ୍ଧୁଛି ଏବଂ ଆଖିରୁ ପାଣି ବାହାରୁଛି ତେବେ ଆପଣ ଏହି ପତ୍ରର ରସ ନେଇ ଆଖିର ବାହାର ଚାରିପାଖେ ଲଗାଇ ଦିଅନ୍ତୁ । ଦେଖିବେ ଏହା ମଧ୍ୟ ଠିକ ହୋଇଯିବ । ଯଦି ଆପଣ ପରିସ୍ରା କରିବା ବେଳେ ଜଳାପୋଡା ହେଉଛି ବା କଷ୍ଟ ହେଉଛି ତେବେ ଆପଣ ଏହି ପତ୍ରର ରସ ୫ମିଲି ନିଅନ୍ତୁ ଓଏସ ଏଥିରେ ଅଳ୍ପ ମହୁ ମିଶାଇ ସେବନ କରନ୍ତୁ । ଦେଖିବେ ମୁତ୍ର ସମ୍ବନ୍ଧିତ ସମସ୍ତ ରୋଗ ସଂପୂର୍ଣ୍ଣ ଠିକ ହୋଇଯିବ ।

ଯଦି ଆପଣଙ୍କ କିଡନୀରେ ଷ୍ଟୋନ ହୋଇଛି ତେବେ ଆପଣ ଗ୍ଯାସରେ ଏକ ଗ୍ଳାସ ପାଣି ଗରମ କରନ୍ତୁ ଓ ସେଥିରେ ଦୁଇଟି ଅମରପୋଇ ପତ୍ରକୁ ଛିଣ୍ଡାଇ ପକାଇ ଦିଅନ୍ତୁ । ଏହା ଫୁଟି ଫୁଟି ଅଧା ହେବା ଯାଏଁ ସେହିଅପରି ଛାଡି ଦିଅନ୍ତୁ । ଏହାପରେ ଏହି ପାନୀୟକୁ ଛାଣି ଅଳ୍ପ ଉଷୁମ ଥିବା ଅବସ୍ଥାରେ ସେବନ କରିବାକୁ ହେବ ।

କିନ୍ତୁ ଏହା ପୂର୍ବରୁ ଏଥିରେ ୫୦ମିଲି ଶୀଳାଜିତ ଓ ଦୁଇ ଗ୍ରାମ ମହୁ ମିଶାଇ ଚାହା ଭଳି ସେବନ କରନ୍ତୁ । ସକାଳେ ଏବଂ ସନ୍ଧ୍ୟାରେ ଦିନକୁ ଦୁଈଥର ଆପଣ ଏହି ଉପଚାର ସେବନ କରନ୍ତୁ । ଦେଖିବେ ଏକ ସପ୍ତାହରୁ ପନ୍ଦର ଦିନ ମଧ୍ୟରେ ଆପଣଙ୍କ କିଡନୀ ଷ୍ଟୋନ ବାହାରିଯିବ । ଯଦି ଶରୀରରେ କେଉଁଠି ଘା’ ହୋଇଛି ତେବେ ଆପଣ ଗୋଟିଏ ଅମରପୋଇ ପତ୍ର ଅଳ୍ପ ଗରମ କରି ଷେଧି ସ୍ଥାନରେ ଲଗେଇ ଦିଅନ୍ତୁ । ଏହିପରି ଏହି ପତ୍ରର ପ୍ରୟୋଗ କରି ଆପଣ ଅନେକ ପ୍ରକାରର ରୋଗ ଭଲ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ

Related Articles

Leave a Reply

Your email address will not be published. Required fields are marked *

Back to top button