ଓଡିଶା

ଝିଅ ନାଚିଲେ ଏମିତି ନାଚ ଭିଡିଓ ହେଲା Viral ଦେଖନ୍ତୁ ଏହି ସୁନ୍ଦର ଭାଇରାଲ Dance

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ। ଆଉ ଡାନ୍ସ ଓ ଗୀତ କୁ ନେଇକି ମଧ୍ୟ ଅନେକ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଜିନିଷ ଭାଇରାଲ ହେଉଥିବାର ଦେଖିବାକୁ ମିଳିଥାଏ।
ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେଉଛି ତାହା ମଧ୍ୟ ଗୋଟିଏ ଡାନ୍ସ ର ଭିଡ଼ିଓ। ତେବେ ଆମେ ମାନେ ଜାଣିଛୁ କି ଆମର ସ୍କୁଲ ହେଉ ବା କଲେଜ, କୌଣସି ଯଦି ଫଙ୍ଗସନ୍ ହେବାକୁ ଥିବ ତାହେଳେ ସେହି ଫଙ୍ଗସନରେ ଅନେକ ପିଲା ଯୋଗ ଦାନ କରି ଥାଆନ୍ତି।
ଆଉ ନିଜ ଭିତରେ ଥିବା ବିଭିନ୍ନ ପ୍ରକାରର କଳା କୁ ପ୍ରକାଶ ମଧ୍ୟ କରିଥାନ୍ତି। ଆଉ ପିଲା ମାନଙ୍କ ସହିତ ଉପସ୍ଥିତ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ମନକୁ ମଧ୍ୟ ଆକୃଷ୍ଟ କରାଇଥାନ୍ତି। ତେବେ ସେଭଳି ଭାବରେ ଏକ ଛାତ୍ରୀଙ୍କର ଡ୍ୟାନ୍ସ ଭିଡ଼ିଓ ଦେଖିବା ପାଇଁ ମିଳିଛି।
ଯାହାକୁ ଦେଖି ଅନେକ ଲୋକ ଖୁବ ପସନ୍ଦ କରିଛନ୍ତି। ଗୋଟିଏ ସ୍କୁଲର ଛାତ୍ରୀ ଭିନ୍ନ ଭିନ୍ନ ଗୀତରେ ନାଚୁଥିବାର ଦେଖିବା ପାଇଁ ମିଳିଛି। ଏଥି ସହିତ ସେ ମଧ୍ୟ ସ୍କୁଲ ୟୁନିଫର୍ମ ପିନ୍ଧି ଓଡ଼ିଆ ଆଲବମ୍ ଗୀତ ଓ ସମ୍ବଲପୁରୀ ଗୀତରେ ଖୁବ୍ ସୁନ୍ଦର ଭାବରେ ନାଚୁଥିବାର ଦେଖିବା ପାଇଁ ମିଳୁଛି।
ସେ ନାଚୁଥିବା ସମୟରେ ଭିନ୍ନ ଭିନ୍ନ ପୋଜ ଦେଇ ମଧ୍ୟ ନାଚୁଛନ୍ତି ଓ ତାଙ୍କ ପୋଜ ଗୁଡ଼ିକ ଖୁବ୍ ଅଲଗା ପ୍ରକାରର ଲାଗୁଛି।
ଆଉ ତାଙ୍କ ପୋଜ ଗୁଡ଼ିକୁ ଦେଖି ଲୋକେ ମଧ୍ୟ ଫିଦା ହୋଇ ଯାଇଛନ୍ତି। କାରଣ ସେମାନେ ଡ୍ୟାନ୍ସରେ ଏତେ ସୁନ୍ଦର ପୋଜ ଦେଇଛନ୍ତି କି ଯାହାକୁ ଯେକୌଣସି ବ୍ୟକ୍ତି ଦେଖିଲେ ମଧ୍ୟ ଖୁବ ଆକର୍ଷିତ ହେବ।
ତେବେ ଏହାକୁ କେହି ଜଣେ ସୋସିଆଲ ମିଡ଼ିଆରେ ଉପଲୋଡ କରିଛନ୍ତି ଯାହାକି ବେସ ଭାଇରାଲ ହେବାରେ ଲାଗିଛି ଏବଂ ଅନେକ ଦର୍ଶକ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ପ୍ରଶଂସା କରିଛନ୍ତି।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button