କ୍ରାଇମ

ଏହି ମହିଳା ଶିକ୍ଷକ କଲେ ଲଜ୍ୟାଜନକ କାମ, ନିରୀହ ଛୋଟ ଛୁଆଙ୍କୁ ଦେଖେଇଲେ ଅଶ୍ଳୀଳ ଭିଡିଓ ଓ ଏହା ସହ…

ଆମ ହିନ୍ଦୁ ଧର୍ମ ଅନୁଯାଇ ଶିକ୍ଷକ ବା ଗୁରୁଙ୍କୁ ସର୍ବ ଶ୍ରେଷ୍ଠ କୁହା ଯାଇଛି ଠାକୁର କୁହନ୍ତି ମୋ ଆଗରୁ ଗୁରୁ କାହିଁକିନା ଗୁରୁ ଆମକୁ ଭୁଲ ଠିକ ରାସ୍ତା ଦେଖାନ୍ତି ଯାହା ଦ୍ଵାରା ଆମେ ଭଲ କର୍ମ କରିଥାଉ ଓ ଠାକୁର ଆମ ଉପରେ ପ୍ରସନ୍ନ ହୋଇଥାନ୍ତି । ମା ବାପା ଠାରୁ ବି ବଡ ଗୁରୁକୁ କୁହା ଯାଇଛି କାହିଁକିନା ଗୁରୁ ଆମକୁ ସମସ୍ତ ପ୍ରକାର ଜ୍ଞାନ ଦେଇଥାନ୍ତି ଯାହା ଦ୍ଵାରା ଆମ ବୁଦ୍ଧି ବଢିଥାଏ ଓ ଆମେ ଆମ ଜୀବନରେ କିଛି ଭଲ କରିବା ପାଇଁ ଆଗେଇ ଥାଉ ।

କିନ୍ତୁ ଆଜିକା ସମୟରେ ଶିକ୍ଷା ଗୋଟେ ବ୍ୟାପାର ହୋଇ ଗଲାଣି ଏବେ ସବୁ ଜାଗାରେ ସ୍କୁଲ ଖୋଲା ହେଲାଣି ।

ଯିଏ ନିଜ ଜାଣି ନାହାନ୍ତି ଶିକ୍ଷା କଣ ସେ ଛୁଆଙ୍କୁ କଣ ପଢେଇବେ କଣ ଶିଖେଇବେ ଏମିତିକା ଶିକ୍ଷକ ପାଖରେ ପାଢୀ ଛୁଆ ନିଜ ଜୀବନ ଅଁଧାର ରେ ପକେଇବେ । ଆଜି ଆମେ ଆପଣଙ୍କୁ ଗୁଜୁରାଟ ରେ ଏମିତି ଗୋଟେ ଶିକ୍ଷା ପ୍ରଣାଳୀ ବିଷୟରେ କହିବୁ ଯାହା ଖବର ରେ ସାମ୍ନାକୁ ଆସିଛି । ଆଜି ଆମେ ଆପଣଙ୍କୁ ଗୋଟେ ମହିଳା ଶିକ୍ଷକ ବିଷୟରେ କହିବାକୁ ଯାଉଛୁ ଖବର ଅନୁଯାଇ ମହିଳା ଶିକ୍ଷକ କ୍ଳାସ ରେ ଯାଇ କବାଟ ବନ୍ଦ କରୀଦଉଥିଲେ ଓ ଏହା ପରେ ନିଜ କପଡା ବାହାର କରି ଛୁଆଙ୍କ ସାମ୍ନା ରେ ଅଶଳିଳ ଡ୍ୟାନ୍ସ କରୁଥିଲେ ଓ ଏହା ପରେ ଛୁଆଙ୍କୁ ଖରାପ ଖରାପ ଭିଡିଓ ଦେଖାଉଥିଲେ ଓ ଛୁଆଙ୍କ ସହ ଆପତିଜଣକ କଥା ମଧ୍ୟ କରୁଥିଲା ।

କିନ୍ତୁ ଯେତେବେଳେ ଅଭିବାବକମାନଙ୍କୁ ଏହା ଜଣା ପଡିଲା ସେ ସ୍କୁଲରେ ଯାଇ ହଙ୍ଗାମା କଲେ, ଏହା ପରେ ଅଭିଭାବକମାନେ ନିଜ ହଙ୍ଗାମା କରିବାର ଉଦେଶ୍ୟ ମହିଳା ଶିକ୍ଷକ ଏହି ଦୁରାଚାର ବୋଲି କହିଲେ । ତାଙ୍କ ଅନୁଯାଇ ଛୁଆଙ୍କୁ ଅଶଳିଳ ଭିଡିଓ ଦେଖେଇବା ସହ ଛୁଆଙ୍କ ସହ ଅଶଳିଳ କାମ ମଧ୍ୟ କରୁଥିଲେ ଓ କାହାକୁ ଏହା ବିଷୟରେ କହିବା ପାଇଁ ମନା କରୁଥିଲା ଓ ଛୁଆଙ୍କୁ ଧମକ ମଧ୍ୟ ଦଉଥିଲା ।

କିନ୍ତୁ ଗୋଟେ ଦିନ ଗୋଟେ ଛୁଆ ଶିକ୍ଷକ ଏହି ବ୍ୟବହାର ଠାରୁ ହଇରାଣ ହୋଇ ନିଜ ଘର ଲୋକଙ୍କୁ ସବୁ କଥା କହିଦେଲା ଯାହା ପରେ ଛୁଆ ସହ ଅଭିଭାବକ ଏହାର ସୂଚନା ଜିଲା ଶିକ୍ଷା ବିଭାଗ କୁ ଦେଲେ, ଜାଗାରେ ଯାଇ ଅଧିକାରୀମାନେ ଅନ୍ୟ ଛୁଆଙ୍କୁ ଏହି କଥା ପଚାରିଲେ ଯାହା ପରେ ସତ ସାମ୍ନାକୁ ଆସିଲା ଓ ପୋଲିସ ଆରୋପି ଶିକ୍ଷକୁ ଗିରଫତାର କରି ନେଇ ଗଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button