ଧର୍ମ

କଣ ଆପଣ ବି ସବୁବେଳେ ଚିନ୍ତାରେ ବୁଡି ରହୁଛନ୍ତି ? ତେବେ ନିଶ୍ଚୟ ଥରେ ଶୁଣନ୍ତୁ ଏହି କଥା

ପ୍ରତେକ ଲୋକ ମାନେ ତାଙ୍କ ଜୀବନରେ ଖୁବ କଷ୍ଟ ପାଇ ଥାନ୍ତି । ତେବେ କିଛି ଲୋକମାନେ କଷ୍ଟ ପାଇବା ପରେ ନିଜକୁ କିଛି ମାତ୍ରାରେ ଶକ୍ତି ଶାଳି ଅନୁଭବ କରନ୍ତି । କିଛି ଲୋକମାନେ ନିଜ ଜୀବନରେ ଅନେକ କିଛି ଭୋଗିବା ପରେ ସେମାନେ ବଞ୍ଚିବା ପାଇଁ ଆସା ଛାଡି ଦେଇ ଥାନ୍ତି । ସେମାନେ କିଛି ଭି କାମ କରିବା ପାଇଁ ଡରି ଯାଇ ଥାନ୍ତି ।

ଏଭଳି ଲୋକମାନଙ୍କ ପାଇଁ କହିବା ପ୍ପାଇନ ଗଲେ ସେମାନେ ନିଜ ଜୀବନରେ ସବୁ କିଛି ହାରି ଯାଇ ଥାନ୍ତି  । ଏଭଳି ଲୋକମାନଙ୍କ ପାଇଁ ଏକ ସାହାରା ଆବଶ୍ୟକ ଅଟେ । ଏହି ଭଳି ଲୋକମାନେ ନିଜ ଜୀବନରେ ଅନେକ କିଛି ଦେଖିକି ନିଜ ଆତ୍ମାକୁ ମାରି ଦେଇଥାନ୍ତି । ଏମାନଙ୍କ ପାଇଁ କହିବା କୁ ଗଲେ କିଛି ଲୋକ କିମ୍ବା ସରକାର ବିଭିନ୍ନ ପ୍ରକାର ସମାଧାନ କରିଛନ୍ତି ।

ଏହି ଭଳି ଲୋକମାନଙ୍କ ପାଇଁ ପରିବାର ହେଉଛି ଏକ ଭଲ ଜାଗା, ଯଦି ଜଣେ ପରିବାରରେ ଏକ ଭଲ ବାତାବାରଣ । ଏହି ବାତାବରଣ ରେ ସମାୟ ସହ ସବୁ କିଛି ଭାରି ହୋଇ ଯାଇ ଥାଏ । ଏହି ସମୟରେ କେହି ଭି ଯଦି ଆମକୁ ବୁଝି ଆମକୁ ସଠିକ ରାସ୍ତା ବାଛି ନିଏ ସେ ନିଶ୍ଚିତ ଭାବେ ଆଗକୁ ଖୁବ ସଫଳ ହୋଇ ବାହାର ଥାଏ । ତେବେ ଯଦି ଆମେ ଦେଖିବା ପାଇଁ ଜୀବ ତେବେ ଦେଖିବା କି ଆମେ ଯେଉଁ ମାନଙ୍କୁ ପାଗଳ କିମ୍ବା ବେକାର ବୋଲି କହି ଥାଉ ସେମାନେ ନିଶ୍ଚିତ ଭାବେ ଆଗକୁ ଯାଇ ଏକ ଭଲ ମଣିଷ ହୋଇ ଥାନ୍ତି ।

ଏହାକୁ ନେଇ ଭଗବାନ କୃଷ୍ଣ ଏକ ଭଲ କଥା କହିଛନ୍ତି । ଆମେ ଜାଣିଛୁ ଯେବେ ଭି ଆମେ ଅସୁବିଧାରେ ରହିଛୁ ଭଗବାନ ଶ୍ରୀ କୃଷ୍ଣ ଆମକୁ ସବୁ ବେଳେ କିଛି ନା କିଛି କହି ବଞ୍ଚାଇ ଛନ୍ତି । ଏହାକୁ ସେ ଅନେକ ଥର ଅନେକ ଲୋକମାନଙ୍କୁ ବୁଝାଇ ବା ସମୟରେ ସେମାନେ ସେ ନିଜ ବାନୀରେ କହିଛନ୍ତି  । ତେବେ ଆମେ ଯଦି ଦେଖିବା ପାଇଁ ଯିବା ତାଙ୍କ କହିବା ଅନୁସାରେ । ଆମେ ଅତୀତରେ ଯାହା ଭୋଗ୍ୟ ସାରିଛୁ ତାହା ଆମ ହାତରେ ନାହିଁ ।

ଏଭଳି କିଛି କରିବା ଆମ ପକ୍ଷେ ଉଚ୍ଚିତ ନୁହେଁ ଯାହା ଦ୍ଵାରା ଆମେ ଅତୀତ ଅପେକ୍ଷା ପରିସ୍ଥିତି ଆହୁରି ଖରାପ ହୋଇ ଜୀବ। ଆପଣ ମାନଙ୍କୁ କହିବା ପାଇଁ ଗଲେ ଯଦି ଆପଣ ନିଜକୁ ସମ୍ଭାଳି ବର୍ତ୍ତମାନ କୁ ସଠିକ ଭାବେ ନିୟନ୍ତ୍ରଣ କରି ପାରିବେ । ତାହେଲେ ଆପଣ ନିଶ୍ଚିତ ଭାବେ ଏହି ପରିସ୍ଥିତି କୁ ଭୁଲି ଯିବେ ।

ଆମେ ସବୁ ବେଳେ ଖରାପ ଅପେକ୍ଷା ଭଲ ଦିନ ଗୁଡିକ ମାନେ ରଖିବା ଉଚ୍ଚିତ ଅଟେ । ତେବେ ଅତୀତ ଭାବରେ ହଜିବା ଅପେକ୍ଷା ଆମେ ବର୍ତ୍ତମାନ ସୁଧାରିବା ଅଧିକ ଆବଶ୍ୟକ ଅଟେ । ଆମେ ଯଦି ଭଗବାନ କୃଷ୍ଣ ଙ୍କ ବଣିକୁ ମାନି କାମ କରିବା ତେବେ ଆମେ ନିଜକୁ ପୁଣି ଥରେ  ବଞ୍ଚିବା ପାଇଆନ ପ୍ରେରଣା ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button