ସକାଳେ ଖାଲି ପେଟରେ ମେଥି ପାଣି ପିଇଲେ ଶରୀରରେ ଯାହା ହୁଏ ଜାଣି ଉଡିଯିବ ହୋସ
ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ସବୁ ଜିନିଷ ର ଗୋଟେ ଏକ୍ସପାଇରି ଡେଟ ହୋଇଥାଏ ସେ ମଣିଷ ହେଉ ବା ଔଷଧ କିନ୍ତୁ ମେଥି ର କିଛି ଏକ୍ସପାଇରି ଡେଟ ହୋଇନଥାଏ ମେଥି ବର୍ଷ ବର୍ଷ ଧରି ବ୍ୟବହାର କଲେ ମଧ୍ୟ କିଛି ଖରାପ ହୋଇନଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ କରିବେ କିନ୍ତୁ ଏହା ସତ ହୋଇଥାଏ । ତେବେ ଆଜିକା ସମୟରେ ଲୋକଙ୍କୁ ମଧୁ ମେହ ରୋଗ ସବୁଠାରୁ ଅଧିକ ହୋଇଥାଏ ଯାହା ଜୀବନ ସାରା ପାଇଁ ହୋଇଥାଏ କିନ୍ତୁ ଆପଣ ଯଦି ମେଥି ସେବନ କରନ୍ତି ତେବେ ଆପଣଙ୍କ ଏହି ସମସ୍ୟା ବହୁତ ଶୀଘ୍ର ଦୂର ହୋଇଥାଏ ଆସନ୍ତୁ ଜାଣିବା କେମିତି ।
ଆପଣ ମାନେ ସମସ୍ତେ ଏହା ଦେଖିବାକୁ ପାଇଥିବେ ଯେ ପଶୁ ପକ୍ଷୀ ମାନଙ୍କୁ ଘା ହେଲେ ବା ଖଣ୍ଡିଆ ହେଲେ ସେ ତାକୁ ଚାଟିବା ଆରମ୍ଭ କରନ୍ତି ଆପଣ ଭାବୁଥିବେ ଯେ କଣ କରୁଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଜୀବିତ ପଶୁ ବା ପ୍ରାଣୀ ମାନଙ୍କ ନାଳରେ ଭଗବାନ ପେନକିଲର ଦେଇଥାନ୍ତି ଆମ ପାଟି ନାଳ ବାଜିଲେ ଘା ଶୁଖିବାକୁ ଲାଗିଥାଏ ଆଉ ଆମ କଷ୍ଟ ମଧ୍ୟ କମି ଯାଇଥାଏ ।
ଯଦି ଆପଣଙ୍କ ଆଖି ତଳେ କଳା ଘେରା ଅଛି ତେବେ ଆପଣଙ୍କୁ ସକାଳେ ଉଠି ବାସୀ ନାଳ ନିଜ ଆଖି ତଳେ ଲଗାଇବା ଉଚିତ ଦେଖିବେ କିଛି ଡି ଭିତରେ କଳା ଘେରା ସଫା ହୋଇଯିବ । ଏହା ଛଡା ବାସୀ ନାଳ ଆମ ପେଟକୁ ଗଲେ ବହୁତ ପ୍ରକାର ଲାଭକାରୀ ଗୁଣ ଦେଇଥାଏ ଯେମିତିକି ହଜମ ଶକ୍ତି ବଢାଇଥାଏ । ତେବେ ଆମ ପେଟ ସଫା ଆଉ ଭଲ ରହିଲେ ଆମକୁ କୌଣସି ପ୍ରକାର କଷ୍ଟ ହୋଇନଥାଏ ।
ଆସନ୍ତୁ ଜାଣିବା କେମିତି ଆପଣଙ୍କୁ ରାତିରେ ମେଥି ପାଣିରେ ଭେଦେଇ ରଖିବା ଉଚିତ ସକାଳେ ଖାଲି ପେଟରେ ବିନା ପାଟିରେ କିଛି ପକାଇବା ଆଗରୁ ମେଥି ପାଣି ପିବା ଉଚିତ ଯାହା ଦ୍ଵାରା ମେଥି ପାଣି ବାସୀ ନାଲକୁ ପେଟକୁ ନେଇଥାଏ ଆଉ ଆପଣଙ୍କ ଶରୀର ସବୁ ମେସିନକୁ ଊର୍ଜା ମିଳିଥାଏ ଏହା ପରେ ଆପଣ ମେଥି ଦାନା ଚୋବେଇ ଖାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଭଲ ଅନୁଭବ ହବ । ଆପଣଙ୍କ ମଧୁମେହ ସମସ୍ୟା କେବଳ ୩ ମାସରେ ଭଲ ହୋଇଯିବ ଏହା ସହ ଯଦି ଆପଣଙ୍କ ଶରୀରରେ ଅଧିକ ଚର୍ବି ଅଛି ତାହେଲେ ତାହା ମଧ୍ୟ କମିବାକୁ ଲାଗିବ ଆଉ ଆପଣଙ୍କ ଶରୀରରେ ଊର୍ଜା ଅନୁଭବ ହବ ।