ବିଚାର

ଭଗବାନଙ୍କ ନାମ ସ୍ମରଣ କରି ବାଛନ୍ତୁ କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଆପଣଙ୍କ ଇଛା ପୁରା ହେବ ନା ନାହିଁ ( Personality Test )

ନମସ୍କାର ବନ୍ଧୁଗଣ । ପବିତ୍ର କାର୍ତ୍ତିକ ମାସ ଟି ଶେଷ ହୋଇ ପରମ ପବିତ୍ର ମା ଲକ୍ଷ୍ମୀ ଙ୍କର ଅତିପ୍ରିୟ ମାର୍ଗଶିର ମାସ ର ଆରମ୍ଭ ହୋଇ ଯାଇଛି । ଶେଷ ମାସ ର ଦୀପାବଳୀ ଅମାବାସ୍ୟା ତିଥିରେ ସୂର୍ଯ୍ୟ ପରାଗ ଲାଗିଥିବ ସମୟ ରେ ପୁନଃ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ଲାଗିଥିଲା । ଏପରିରେ ଅନେକ ଲୋକ ଏକ ମାସରେ ଦୁଇଟି ଏପରି ଗ୍ରହଣ ଲାଗିବାକୁ ନେଇ ଅନେକ କିଛି ଚିନ୍ତା କରୁ ଥିବାର ମଧ୍ଯ ଦେଖା ଦେଇଛି ।

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି କାର୍ଡ ରିଡିଂ ଯେଉଁଥିରେ କି ଆପଣ ନିମ୍ନୋକ୍ତ ତିନୋଟି ନମ୍ୱର ମାନଙ୍କ ମଧ୍ୟରୁ କୌଣସି ଏକ ନମ୍ୱର କୁ ଚୟନ କରି ଜାଣି ପାରିବେ କି ଶେଷ ଚନ୍ଦ୍ର ଗ୍ରହଣ ଟି ଆପଣଙ୍କ ଆସୁଥିବା ଜୀବନରେ କିପରି ପ୍ରଭାଵ ପକାଇବାକୁ ଯାଉଛି ।

ବନ୍ଧୁଗଣ ଆଜିର ଏହି କାର୍ଡ ରିଡିଂ ଟିର ଆରମ୍ଭ କରିବା ପୂର୍ବରୁ କହି ରଖୁଛୁ ଏହା ଏକ ସାଧାରଣ କାର୍ଡ ରିଡିଂ ଅଟେ । ଆମ ସମସ୍ତଙ୍କ ଜୀବନ ଶୈଳୀ ଏକା ହୋଇ ନଥିବା ରୁ ବେଳେ ବେଳେ ଏହା ସମସ୍ତଙ୍କ ଜୀବନର ସହ ସଂଯୋଗ ହୋଇ ନଥାଏ । ତେଣୁ ଯଦି ଏହା ଆପଣଙ୍କ ଜୀବନ ସହ ସଂଯୋଗ ନ କରେ, ତେବେ ଆପଣ ଏହାକୁ ଏକ ଏଣ୍ଟରଟେଣ୍ଟମେଣ୍ଟ ରୂପରେ ମଧ୍ୟ ନେଇ ପାରିବେ ।

ବନ୍ଧୁଗଣ ଯଦି ଆପଣ ଉପରୋକ୍ତ ନମ୍ବର ଗୁଡ଼ିକ ମଧ୍ୟରୁ 1 ନମ୍ୱର କୁ ଚୟନ କରିଛନ୍ତି, ତେବେ ଏହାର ଅର୍ଥ ଏହି ଗ୍ରହଣ ଟି ଆପଣଙ୍କ ଜୀବନ ପାଇଁ ଅତ୍ୟନ୍ତ ଶୁଭପ୍ରଦ ଅଟେ । ଖୁବ୍ ଶୀଘ୍ର ଆପଣଙ୍କୁ ଜୀବନରେ ଅନେକ ସଫଳତା ମଧ୍ୟ ପ୍ରାପ୍ତ ହେବାକୁ ଯାଉଛି । କିଛି ଶୁଭ ସମାଚାର ମିଳିବାର ସମ୍ଭାବନା ରହିଛି । କାର୍ଯ୍ୟକ୍ଷେତ୍ରରେ ଉନ୍ନତି ହେବ । ତାହାସହ ଚାକିରୀ କୁ ଅପେକ୍ଷା କରି ରହିଥିଲେ, ଆପଣ ମାନଙ୍କୁ ଖୁବ୍ ଶୀଘ୍ର ଚାକିରୀ ମଧ୍ଯ ପ୍ରାପ୍ତ ହୋଇଯିବ ।2 ନମ୍ବର ଟିକୁ ବାଛିଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ଏହି ଗ୍ରହଣ ଟି ଭଲ ପ୍ରଭାବ ଦେଖାଇବ ।

ଆପଣ ଙ୍କୁ ଏହି ସମୟ ରୁ ଖୁବ ଭଲ ଭଲ ଉପାୟ ଆସିବ । ଯାହା ସାହାର୍ଯ୍ୟ ରେ ଆପଣ ଅତ୍ୟନ୍ତ ଶୀଘ୍ରତା ର ସହ ଜୀବନ ରେ ସଫଳତା କୁ ପ୍ରାପ୍ତ କରି ନେବେ । 3 ନମ୍ୱର କୁ ଚୟନ କରିଥିବା ବ୍ୟକ୍ତି ଆପଣ ମାନଙ୍କ ଜୀବନ ଏହି ସମୟ ରୁ ସକରାତ୍ମକ ଶକ୍ତିରେ ଭରିଯିବ । ଆପଣ ମାନଙ୍କ ପାଇଁ ବହୁତ୍ ଭଲ ଏକ ପଜେଟିଭ ଯୁକ୍ତ କାର୍ଡ ଆସିଅଛି । ଏହା ବହୁତ୍ ଭଲ ଅଟେ । ଏବେ ଆପଣ ଙ୍କୁ ଜୀବନ ରେ କୌଣସି କାର୍ଯ୍ୟରେ ଆଉ କେଉଁ ବାଧା ରୋକି ପାରିବେ ନାହିଁ । ଦିନ ପ୍ରତିଦିନ ଆପଣ ଉନ୍ନତି କରି କରି ଚାଲିବେ । ବନ୍ଧୁଗଣ ଏହି ପୋଷ୍ଟ ଟି ଭଲ ଲାଗୁଥିଲେ ଆପଣ ମାନେ ଏହାକୁ ଲାଇକ ଓ ସେୟାର କରିବାକୁ ଭୁଲିବେନି । ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button