ଦେଶ ବିଦେଶ
ବିବାହ ମଣ୍ଡପରେ ହାଇ ଡ୍ରାମା ଦେଖନ୍ତୁ ଏହି VIRAL VIDEO କେମିତି ହେଇଗଲେ ମାଡ଼ଗୋଡ଼ି

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଥାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡିଓରେ ଆପଣମାନେ ସବୁ ପ୍ରକାରର ଆଉ ସବୁ ଅଞ୍ଚଳର ଖବର ପାଇପାରିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ବିଷୟରେ ଜାଣିପାରିବେ ଯାହା ଜାଣିଲେ ମନରେ ଅନେକ ପ୍ରଶ୍ନ ଆସିବ । ଏହି ଭିଡିଓରେ ଆପଣମାନେ ଦେଖିପାରିବେ କି ବିବାହ ମଣ୍ଡପରେ ମାଡ ହେଉଛନ୍ତି ବର ଆଉ କନିଆ ।
ବର ଆଉ କନିଆ ବିବାହ ମଣ୍ଡପରେ ଅନେକ କାମ କରିଥାନ୍ତି ଆଉ ଦୁହେଁ ଭଲରେ ରହିଥାନ୍ତି । କିନ୍ତୁ ଏହି ଭିଡିଓରେ ଏଭଳି ଏକ ଦମ୍ପତ୍ତିଙ୍କୁ ଆପଣମାନେ ଦେଖିପାରିବେ ଯେଉଁମାନେ ଏଭଳି କାମ କରିଛନ୍ତି ।
ଏହି ଦମ୍ପତ୍ତି ରସଗୋଲା ଖାଇବାକୁ ନେଇ ମାରପିଟ୍ ହୋଇଛନ୍ତି । ବାହାଘର ମଣ୍ଡପ ପାଲଟିଗଲା WWE ର ମଇଦାନ । ବିବାହ ମଣ୍ଡପରେ ବର କନିଆ ଆଉ ତାଙ୍କ ଦୁଇ ପକ୍ଷଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥାଏ । କିନ୍ତୁ ଏଭଳି ମାରପିଟ୍ ଆପଣ ଦେଖିନଥିବେ ।
ଏହି ଭିଡିଓ ଦେଖିଲେ ଆପଣ ହସି ହସି ଗଡିଯିବେ । ଷ୍ଟେଜ ଉପରେ ରସଗୋଲା ଖାଇବାକୁ ନେଇ ମାରପିଟ୍ ହୋଇଛି ସେମାନଙ୍କ ମଧ୍ୟରେ । ସେମାନେ ଏଭଳି ମାରପିଟ୍ କରୁଛନ୍ତି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ବର କନିଆଁକୁ ମାଡ ମାରୁଛି ଆଉ କନିଆଁ ବରକୁ ମାଡ ମାରୁଛି । ବାହାଘର ସରିବା ପରେ ବର କନିଆକୁ ରସଗୋଲା ଖୁଆଇ ଦେଉଥିଲା କିନ୍ତୁ କନିଆର ଇଚ୍ଛା ନଥିଲା । କିନ୍ତୁ ବର ଜଣକ ଜୋର୍ ଜବରଦସ୍ତ ତାକୁ ଖୁଆଇ ଦେଇଥିଲା ।
ଆଉ ଏହାପରେ କନିଆ ରାଗି ଯାଇ ବରକୁ ମାଡ ମାରିଥିଲା । ଆଉ ଏହାପରେ ବିବାହ ମଣ୍ଡପ ପାଲଟି ଯାଇଥିଲା WWE ମଇଦାନ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓକୁ ନେଇ ଏବେ ଚର୍ଚ୍ଚା ହେଉଛି ।