ମହାଦେବଙ୍କ ଅଂଶ ହୋଇଥାନ୍ତି ଏହି 5 ଟି ନାମର ବ୍ୟକ୍ତି, ସ୍ଵୟଂ ମହାଦେବ ସବୁବେଳେ କରନ୍ତି ଏମାନଙ୍କ ରକ୍ଷା, ଜୀବନରେ ନଥାଏ କୌଣସି ଅଭାବ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ତ ସମସ୍ତେ ଜାଣିଥିବେ ଦେବଦେବ ମହାଦେବ ଯେତେ ଶୀଘ୍ର ନିଜ ର ଭକ୍ତ ମାନଙ୍କ ଉପରେ ପ୍ରସନ୍ନ ହୋଅନ୍ତି । ସେତେ ଶିଘ୍ର ବି ରାଗି ଯାଆନ୍ତି । କିନ୍ତୁ ପ୍ରକୃତ କଥା ହେଉଛି ମହାଦେବ ନିଜ ଭକ୍ତମାନଙ୍କ ଉପରେ ପ୍ରସନ୍ନ ଥାଆନ୍ତି । ଯେଉଁ ଭକ୍ତ ତାଙ୍କର ଆରଧନା କରେ ସେ ଭକ୍ତମାନଙ୍କୁ ମହାଦେବ କେବେ ନିରାଶ କରନ୍ତି ନାହିଁ । ଯଦି ମହାଦେବ ଙ୍କ ଆଶୀର୍ବାଦ କୌଣସି ଭକ୍ତ ଉପରେ ପଡିଯାଏ ତାହେଲେ ସେ ଭକ୍ତ ର କୌଣସି ଅସୁବିଧା ହୁଏ ନାହିଁ ।
ଆଜି ଆମେ ଏପରି ଛଅଟି ନାମ ବିଷୟ ରେ କହିବୁ ଯେଉଁ ନାମ ମହାଦେବ ଙ୍କ ଅଶଂ ହୋଇଥାଏ । ଏମାନେ ହଁ ମହାଦେବ ଙ୍କ ସବୁଠାରୁ ବଡ ଭକ୍ତ ହେଇଥାନ୍ତି । ଭଗବାନ ଙ୍କ ଦୟା ରୁ ସେମାନଙ୍କ ଜୀବନ ରେ ସଫଳତା ଆସିଥାଏ । ଏହି ଲୋକ କାର୍ଯ୍ୟ କ୍ଷେତ୍ର ରେ ସବୁେବେଳ ସଫଳ ହୋଇଥାଏ । ସଫଳତା ତାର ନୂତନ ପଯ୍ଯୟ ଆରମ୍ଭ ଆରମ୍ଭ କରିଥାନ୍ତି । ଏମାନଙ୍କ ମଧ୍ଯ୍ଯ ରେ ଗରିବ ଓ ଅସହାୟ ପ୍ରତି ଦୟାଭାବ ରହିଥାଏ । ଏମାନଙ୍କ ସବୁ କାମ ସମୟ ଆଗରୁ ସଫଳ ହେଇଥାଏ । ସାମଜିକ କ୍ଷେତ୍ରରେ ଉଚିତ୍ ସ୍ଥାନ ପ୍ରପ୍ତ ହୋଇଥାଏ । ଏହି ଅକ୍ଷରର ନାମ ର ଲୋକ ମାନଙ୍କ ଲୋକମାନ ଉପରେ ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
୧- ପ୍ରଥମେ ଆମେ A ଅକ୍ଷର ନାମ ର ଲୋକ ମାନଙ୍କ ବିଷୟ ରେ । ତେବେ ଏହି ଅକ୍ଷର ରୁ ଯେଉଁ ଲୋକ ମାନଙ୍କ ନାମ ରହିଅଛି ସେମାନେ ଭୋଳାନାଥ ଙ୍କ ର ଅତି ପ୍ରିୟ ହୋଇଥାନ୍ତି । ମହାଦେବ ଏହି ବ୍ଯକ୍ତି ମାନଙ୍କୁ ସମସ୍ତ ଅସୁଭ ଶକ୍ତି ଠାରୁ ଦୂରେଇ ରଖନ୍ତି । ତେଣୁ ଏମାନଙ୍କ ଜୀବନ ରେ କେବେ କୌଣସି ଅସୁବିଧା ଆସେ ନାହିଁ ।
୨- ଦ୍ଵିତୀୟ ରେ ହେଉଛି R ନାମ ଥିବା ବ୍ୟକ୍ତି । ତେବେ ଏହି ଅକ୍ଷର ରୁ ଯେଉଁ ଲୋକ ମାନଙ୍କ ନାମ ରହିଅଛି ସେମାନେ ଙ୍କ ର ପାଖ ଲେକ ବୋଲି କୁହାଯାଏ । ଏହି ଲୋକ ମାନଙ୍କୁ ଚାରି ପଏହି ଅକ୍ଷର ରୁ ଯେଉଁ ଲୋକ ମାନଙ୍କ ନାମ ରହିଅଛି ସେମାନେ ମଧ୍ଯ୍ଯ ମହାଦେବ ଙ୍କ ର ଅତି ନିକଟତର ଲେକ ହେଇଥାନ୍ତି କୌଣସି ଅନ୍ୟ ବ୍ଯକ୍ତି ଶତ୍ରୁ ତା କରେ ତାହାଲେ ତାର ଖରାପ ସମୟ ବହୁତ ସମୟ ଆରମ୍ଭ ହୋଇଯାଏ ।
୩- ତୃତୀୟ ରେ ହେଉଛି D ନାମ ଥିବା ବ୍ୟକ୍ତି । ତେବେ ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କର ନିକଟତର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଉପରେ ମହାଦେବ ବହୁତ ଖୁସି ରହିଥାନ୍ତି । ଏହି ଲୋକ ମାନଙ୍କର ହୃଦୟ ବହୁତ କୋମଳ ଓ ସଫା ହୋଇଥାଏ । ଏମାନଙ୍କ ଠାରେ ଛଳ କପଟ ଦେଖାଯାଏ ନାହି । ଏହି କାରଣରୁ ମହାଦେବ ଏହି ବ୍ୟକ୍ତିଙ୍କୁ ସବୁ ଅସୁବିଧା ଠାରୁ ଦୂରେଇ ରହିବାକୁ ବାଟ ଦେଖାଇଥାନ୍ତି ।
୪- ଚତୁର୍ଥ ରେ ହେଉଛି P ନାମ ଥିବା ବ୍ୟକ୍ତି । ତେବେ ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କର ଅତି ପ୍ରିୟ ହୋଇଥାନ୍ତି । ଏହି ଲୋକ ମାନଙ୍କୁ ଚାରି ଦିଗରେ ମହାଦେବ ସାହାଯ୍ୟ କରିଥାନ୍ତି । ଏମାନଙ୍କ ସହ କୌଣସି ବ୍ୟକ୍ତି ଶତ୍ରୁତା ଆରମ୍ଭ କରିଲେ ସେମାନଙ୍କର ଖରାପ ସମୟ ବହୁତ ଜଲ୍ଦି ଆରମ୍ଭ ହୋଇଯାଏ । ଏମାନେ ଜୀବନରେ ମହାଦେବଙ୍କ କୃପାରୁ ବଡ ସଫଳତା ଲାଭ କରିଥାନ୍ତି ।
୫- ପଞ୍ଚମରେ ହେଉଛି V ନାମ ଥିବା ବ୍ୟକ୍ତି । ତେବେ ଏହି ଅକ୍ଷର ରୁ ଯେଉଁ ଲୋକ ମାନଙ୍କ ନାମ ରହିଅଛି ସେମାନେ ମଧ୍ଯ୍ଯ ମହାଦେବ ଙ୍କ ର ଅତି ନିକଟତର ଲେକ ହେଇଥାନ୍ତିଏହି ଅକ୍ଷର ରୁ ଯେଉଁ ଲୋକ ମାନଙ୍କ ନାମ ରହିଅଛି ସେମାନେ ମଧ୍ଯ୍ଯ ମହାଦେବ ଙ୍କ ର ଅତି ନିକଟତର ଲେକ ହେଇଥାନ୍ତି କୌଣସି ଅନ୍ୟ ବ୍ଯକ୍ତି ଶତ୍ରୁ ତା କରେ ତାହାଲେ ତାର ଖରାପ ସମୟ ବହୁତ ସମୟ ଆରମ୍ଭ ହୋଇଯାଏ ।
୬- ଷଷ୍ଠ ରେ ହେଉଛି S ନାମ ଥିବା ବ୍ୟକ୍ତି । ତେବେ ଏହି ଅକ୍ଷର ରୁ ଯେଉଁ ଲୋକ ମାନଙ୍କ ନାମ ରହିଅଛି ସେମାନେ ଙ୍କ ର ପାଖ ଲୋକ ବୋଲି କୁହାଯାଏ । ଏହି ଲୋକ ମାନଙ୍କୁ ମହାଦେବ ଙ୍କ ର ଅତି ନିକଟତର ଲେକ ହେଇଥାନ୍ତି କୌଣସି ଅନ୍ୟ ବ୍ଯକ୍ତି ଶତ୍ରୁ ତା କରେ ତାହାଲେ ତାର ଖରାପ ସମୟ ବହୁତ ସମୟ ଆରମ୍ଭ ହୋଇଯାଏ ।