ବିଚାର

ଏପରି ଆଲମାରୀରେ ଭୁଲରେ ମଧ୍ୟ ପଇସା ରଖନ୍ତୁ ନାହିଁ, ମାତା ଲକ୍ଷ୍ମୀ ଛାଡି ପଳେଇବେ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯେ ଆଲମାରିରେ ଭୁଲରେ ମଧ୍ୟ ଏପରି ଟଙ୍କା ପଇସା ରଖନ୍ତୁ ନାହିଁ ମା ଲକ୍ଷ୍ମୀ ଛାଡ଼ି ପଳାଇବେ। ତେବେ ଆସନ୍ତୁ ଜାଣିବା। ବନ୍ଧୁଗଣ ଯଦି ଆପଣମାନେ ଧନବାନ ହେବାକୁ ଚାହୁଁଛନ୍ତି କେବେ ଆଲମାରିରେ ଭୁଲରେ ମଧ୍ୟ ଏପରି ଜିନିଷ ଗୁଡ଼ିକ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଆଲମାରି ସଫା ହୋଇଯାଇଥାଏ। ଆପଣଙ୍କର ଖରାପ ସମୟ ମଧ୍ୟ ଆସିଯାଇଥାଏ। କୌଣସି ଧନୀ ବ୍ୟକ୍ତି ମଧ୍ୟ ଭିକାରି ହୋଇଯିବ। ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ ଅଲମାରି ବା ଧନ ରଖିବା ସ୍ଥାନରେ ବହୁତ ମହତ୍ତ୍ୱ ରହିଛି। ଅଲମାରି ବା ଆପଣଙ୍କ ଧନ ରଖୁ ଥିବା ସ୍ଥାନରେ ଏହି ଜିନିଷ ଭୁଲରେ ମଧ୍ୟ ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଭୟଙ୍କର ଗରିବୀ ଆସିଥାଏ। ଅଯଥା ଖର୍ଚ୍ଚ ବଢିଯାଇଥାଏ। ଘରେ ଦୁର୍ଘଟଣା ଘଟିଥାଏ। ସେଥି ପାଇଁ ଯଦି ଆପଣଙ୍କ ଅଲମାରି ବା ଧନ ରଖୁଥିବା ସ୍ଥାନରେ ଏହି ଜିନିଷ ରହିଛି ତେବେ ତୁରନ୍ତ ଏହାକୁ ବାହାର କରିଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ବିଷୟରେ।

ଅଲମାରିରେ ମୃତ ବ୍ୟକ୍ତିଙ୍କ ଫୋଟ ରଖିବା ଉଚିତ ନୁହେଁ। ଏହା ଦ୍ବାରା ନେଗେଟିଭିଟି ଏବଂ ମା ଲକ୍ଷ୍ମୀ ଘରୁ ପଳେଇ ଥାନ୍ତି।ଏବଂ ଆପଣଙ୍କୁ ଗରିବୀର ସାମ୍ନା କରିବାକୁ ଥାଏ। ଏହା ଦ୍ବାରା ଅଯଥା ଖର୍ଚ୍ଚ ବଢିଥାଏ। ଏବଂ ଧୀରେ ଧୀରେ ଧନ ଅଲମାରିରେ ଖାଲି ହେବାକୁ ଲାଗିଥାଏ।

ଅଲମାରିରେ ଧନ ରଖାଯାଇଥାଏ। ସେଠାରେ ଅଦରକାରୀ ଜିନିଷ ଅଦରକାରୀ କାଗଜ ଆଦି ରଖନ୍ତୁ ନାହିଁ। ଏପରି କରିବା ବହୁତ ଅଶୁଭ ହୋଇଥାଏ। ବାସ୍ତୁ ଶାସ୍ତ୍ରରେ ଏପରି ଅଲମାରିକୁ ଶୁଭ ବୋଲି ମାନାଯାଇନଥାଏ। ଏହା ଧନ ବର୍ବାଦ ହୋଇଥାଏ। ଏବଂ ବ୍ୟକ୍ତି ଗରିବ ହୋଇଯାଇଥାଏ।

Google

ଆପଣ ଯେଉଁଠାରେ ବି ଧନ ରଖୁଛନ୍ତି ସେଠାରେ ଧନ ରଖିବା ପାଇଁ ନାଲି ରଙ୍ଗର ବସ୍ତ୍ର ନିଶ୍ଚିତ ବିଛେଇ ଦିଅନ୍ତୁ। ଏପରି କରିବା ଦ୍ବାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଏବଂ ସେହି ସ୍ଥାନରେ ସର୍ବଦା ବାସ କରିଥାନ୍ତି। ଏପରି କରିବା ଦ୍ବାରା ଧନର ବୃଦ୍ଧି ହୋଇଥାଏ।

ଅଲମାରିର ମୁହଁ ଦକ୍ଷିଣ କିମ୍ବା ପଶ୍ଚିମ ଦିଗକୁ ଭୁଲରେ ବି ଖୋଲନ୍ତୁ ନାହିଁ ଏହା ଦ୍ବାରା ଗରିବୀ ଆସିଥାଏ। ଦୁଃଖ ଅଶାନ୍ତି ମଧ୍ୟ ବଢିଥାଏ। ଏବଂ ଅଯଥା ଖର୍ଚ୍ଚ ବଢ଼ି ଯାଇଥାଏ। ସେଥି ପାଇଁ ଅଲମାରିକୁ ସବୁବେଳେ ଉତର କିମ୍ବା ପୂର୍ବ ଦିଗକୁ ଖୋଲିବା ଉଚିତ। ବନ୍ଧୁଗଣ ଏହି ସବୁ ଦିଗ ପ୍ରତି ବିଶେଷ ଗୁରୁତ୍ୱ ଦିଅନ୍ତୁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button