ସ୍ୱାସ୍ଥ୍ୟ

କ୍ୟାନ୍ସରର ଏହି ଲକ୍ଷଣକୁ ସାମାନ୍ୟ ଭାବିବାର ଭୁଲ କରନ୍ତୁ ନାହିଁ, ଭବିଷ୍ୟତ ରେ କାନ୍ଦିବାକୁ ପଡି ପାରେ

ସମସ୍ତେ ଏହି କଥା ଜାଣିଛନ୍ତି ଯେ କ୍ୟାନ୍ସର ପାଇଁ ସଠିକ ସମୟ ରେ ଚିକିତ୍ସା ନକରାଇଲେ ରୋଗୀକୁ ବହୁତ ବଡ ମୂଲ୍ୟ ଦବାକୁ ପଡି ଥାଏ ଓ ଜୀବନ ମଧ୍ୟ ଯାଇ ଥାଏ । କୁହା ଯାଇଛି ଯେ କ୍ୟାନ୍ସର ର କିଛି ବିଶେଷ ଲକ୍ଷଣ ହୋଇ ନଥାଏ, ଓ ସବୁ ଠାରୁ ମହତ୍ଵପୂର୍ଣ କଥା ଏହି ରୋଗ ବୟସ ଦେଖେ ନାହିଁ ଏହା ଛୁଆ, ଯୁବା ଓ ବୃଦ୍ଧ କାହାକୁ ବି ହେଇ ପାରେ ।

କ୍ୟାନ୍ସର ଠାରୁ ବଞ୍ଚିବା ପାଇଁ ଆପଣଙ୍କୁ ମଝି ମଝି ରେ ସ୍କ୍ରିନିଙ୍ଗ କରେଇବା ଉଚିତ ଯାହା ଦ୍ଵାରା ଆପଣ ଜାଣି ପାରିବେ ଯେ ଆପଣଙ୍କୁ ଏହି ରୋଗ ହୋଇ ନାହିଁ ।

ଆପଣଙ୍କ ଆୟୁ ଅନୁଯାଇ ଡକ୍ଟର ଆପଣଙ୍କୁ କହିଦେବେ ଯେ କେଉଁ ଜାଗା ସ୍କ୍ରିନ କରେଇବା ଉଚିତ ରହିବ, ଯେଉଁ ଲୋକ ନିଶା କରୁଛନ୍ତି ଯେମିତିକି ସିଗ୍ରେଟ, ମଦ ବା ଅନ୍ୟ ନିଶା ଜିନିଷ ସେବନ କରୁଛନ୍ତି ତାଙ୍କୁ ନିଜ ଶରୀର କୌଣସି ଘାକୁ ହଲ୍କା ରେ ନବା ଉଚିତ ନୁହଁ ଏହା ଆପଣଙ୍କୁ ଭୟଙ୍କର ରୋଗ ଦେଇ ପାରେ ।

ସେଥିପାଇଁ ଭଲ ଡକ୍ଟର ସହ ଦେଖା କରି ଚିକିତ୍ସା କରାନ୍ତୁ ଓ ଏହା ମଧ୍ୟ ଜାଣିବା ପାଇଁ ଚେଷ୍ଟା କରାନ୍ତୁ ଯେ ଆପଣଙ୍କୁ ଏହି ଭୟଙ୍କର ହୋଇଛି ବା ନାହିଁ ଏହା ପାଇଁ ଟେଷ୍ଟ ମଧ୍ୟ କରନ୍ତୁ । କ୍ୟାନ୍ସର ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବା ପାଇଁ ଚାହୁଁଛୁ ଯେ କ୍ୟାନ୍ସର ଏମିତି ଗୋଟେ ରୋଗ ଯାହାର ବିଶେଷ କିଛି ଲକ୍ଷଣ ହୋଇ ନଥାଏ ଯାହା ଦ୍ଵାରା ଆପଣ ଜାଣି ପାରିବେ ଏହା ବହୁତ ଡେରି ରେ ଜଣା ପଡି ଥାଏ ଯାହା ଫଳରେ ରୋଗୀ ଏହି ରୋଗ ଠାରୁ ବଞ୍ଚି ପାରେ ନାହିଁ ।

ଏହିସବୁ ଲକ୍ଷଣ ଦେଖାଯାଏ

ପ୍ରଥମ କଥା ଏହା ଯେ କ୍ୟାନ୍ସର କିଛି ସଂକେତ ଦେଇ ଥାଏ ଯେମିତିକା କାସ ରେ ରକ୍ତ ବାହାରିବା ବା ମଳ ମୁତ୍ର କଲା ବେଳେ ରକ୍ତ ଦେଖା ଯାଇ ଥାଏ ଏହା ଭୟଙ୍କର ରୋଗ କ୍ୟାନ୍ସର ର ଲକ୍ଷଣ ଯଦି ଏମିତି କିଛି ଲକ୍ଷଣ ଆପଣ ଦେଖନ୍ତି ତେବେ ତୁରନ୍ତ ଚିକିତ୍ସା କରାନ୍ତୁ ଏହା ଦ୍ଵାରା ଆପଣ ଏହି ଭୟଙ୍କର ରୋଗ ସଠିକ ଚିକିତ୍ସା ପାଇ ପାରିବେ ଯଦି ସଠିକ ସମୟ ରେ ଚିକିତ୍ସା ହୋଇ ପାଇଲା ତେବେ ଆପଣ ଏହି ରୋଗ ଠାରୁ ମୁକ୍ତି ପାଇ ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button