ଦେଶ ବିଦେଶ

ଦୀର୍ଘାୟୁ ହେବାକୁ ଚାହୁଁଛନ୍ତି କି? ସପ୍ତାହକୁ ଏତିକି ଥର କରନ୍ତୁ ଶାରୀରିକ କମ୍ପର୍କ, ତେବେ ବଢିବ ଆୟୁଷ, କେବେବି ହେବନି ଏହି ସବୁ ରୋଗ

ଆଜିକାଲି ଲୋକେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେବା ଏକ ସାଧାରଣ କଥା ଅଟେ । ତେବେ ଭଲ ଖାଦ୍ୟ ଅଭ୍ୟାସ ଏବଂ ବ୍ୟାୟାମ କରିବା ଦ୍ୱାରା ଆପଣ ଏକ ସୁସ୍ଥ ଜୀବନ ଯାପନ କରିପାରିବେ । କିନ୍ତୁ, କଣ ଆପଣ ଜାଣନ୍ତି କି ନିୟମିତ ବ୍ୟବଧାନରେ ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ମଧ୍ୟ ଆପଣ ଦୀର୍ଘାୟୁ ହୋଇପାରିବେ ?

କଥାଟି ଶୁଣିବାକୁ ଅଜବ୍ ଲାଗୁଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବରେ ସତ ଅଟେ । ବିଶେଷଜ୍ଞଙ୍କ କହିବା ଅନୁଯାଇ ସପ୍ତାହକୁ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ଶରୀରକୁ ସନ୍ତୁଷ୍ଟି ମିଳିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ଆଦିରୁ ରକ୍ଷା ମିଳିଥାଏ ।

ଗବେଷକଙ୍କ କହିବା ଅନୁଯାଇ ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ବ୍ୟକ୍ତିଙ୍କ ଠାରେ ହୃଦଘାତ ହେବାର କମ୍ ସମ୍ଭାବନା ରହିଥାଏ । ଏପରିକି ଏହା କରିବା ଦ୍ୱାରା ଇରେକ୍ଟାଇଲ ଡିସଫଙ୍କସନ ଭଳି ଯୌନ ରୋଗ ଠାରୁ ମଧ୍ୟ ଆପଣ ଦୂରେଇ ରହିପାରିବେ । ଫଳରେ ନିୟମିତ ଶାରୀରିକ ସମ୍ପର୍କ ମଣିଷକୁ ଦୀର୍ଘାୟୁ ହେବାରେ ସହାୟକ ହେଉଥିବା କୁହାଯାଉଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button