ବିଚାର

ଶ୍ରାବଣ ମାସରେ ଯେତେ ଶୀଘ୍ର ହୋଇପାରେ ଘରୁ ହଟେଇ ଦିଅ ଏହି 3ଟା ଜିନିଷ ଶିବ ହୋଇଯାନ୍ତି କ୍ରୋଧିତ |

ବନ୍ଧୁଗଣ ଶ୍ରାବଣ ମାସକୁ ବହୁତ ପୁର୍ଣ୍ୟ ର ମାସ ବୋଲି କୁହାଯାଇଥାଏ,ଏହା ଭଗବାନ ଶିବଙ୍କର ମାସ ହୋଇଥାଏ | କାର୍ତ୍ତିକ ମାସ ପରି ଏହା ମଧ୍ୟ ଅତ୍ୟନ୍ତ ଧାର୍ମିକ ମାସ ହୋଇଥାଏ | ଏହି ମାସ ରେ ଭଗବାନ ଶିବାଙ୍କର ପୂଜା କଲେ ବହୁତ ପୁର୍ଣ୍ୟ ମିଳିଥାଏ ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ | ତେଣୁ ଏହି ମାସରେ ଲୋକମାନେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବାବାଙ୍କ ମସ୍ତକରେ ପାଣି ଢ଼ାଳନ୍ତି ଏବଂ ଅଭିଷେଖ କରନ୍ତି |

ତେବେ ଏହି ପରି ଏକ ଧାର୍ମିକ ମାସରେ ଏହି 3ଟି ଜିନିଷ ଭୁଲ ରେ ମଧ୍ୟ ଘରେ ରଖିବା ଉଚିତ ନୁହେଁ | ନହେଲେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡିପାରେ ଏବଂ ଭୟଙ୍କର ବି ହୋଇପାରେ ସର୍ବନାଶ | ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କେଉଁ ଜିନିଷ ଭୁଲ ରେ ମଧ୍ୟ ରଖିବା କଥା ନୁହେଁ

ଘରର ମୁଖ୍ୟ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବଶାଳୀ ହୋଇଥାଏ, ଏହି ବାଟ ଦେଇ ଘରକୁ ଦେବୀ ଦେବତା ପ୍ରବେଶ କରିଥାନ୍ତି | ତେଵେ ଘରର ମୁଖ୍ୟଦ୍ଵାରା କୁ ସଦା ସର୍ବଦା ସଫା ସୁତୁର ରଖନ୍ତୁ ଏହିପରି କରିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀ ଆସିଥାନ୍ତି, ତେଵେ କେହି ଜଣେ ଏହିପରି କରେ ନାହିଁ ତେଵେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ | ତେଵେ ଏହା ସମ୍ମୁଖରେ କିଛି ଜିନିଷ ନରଖିବା ଉଚିତ ବନ୍ଧୁଗଣ ଘରେ ସାମ୍ନାରେ ଏହି ଜିନିଷ ରଖିବା ଦ୍ୱାରା ମହାଦେବ ଅସନ୍ତୁଷ୍ଟ ହୋଇଥାନ୍ତି | ତେଵେ ଚାଲନ୍ତୁ ଜାଣି ସେ କେଉଁ କେଉଁ ଜିନିଷ ;

ନର୍ଦମା ର ପାଣି,ଅପରିଷ୍କାର ପାଣି ଘର ସାମ୍ନାରେ ରଖିବା ଉଚିତ ନୁହେଁ ଏହା ଦ୍ୱାରା ରୋଗ ବୈରାଗ ହେବାର ସମ୍ଭାବନା ରହିଥାଏ,ତେଵେ ବାସ୍ତୁ ଶାସ୍ତ୍ର ରେ ମଧ୍ୟ କୁହାଯାଇଛି କି ଘରର ସାମ୍ନା ରେ ଏହିପରି ଅପରିଷ୍କାର କିମ୍ଭା ଦୁର୍ଗଦ୍ଧ ଭରା ପାଣି କିମ୍ବା ନାଳ ନର୍ଦମା ରଖିବା ଉଚିତ ନୁହେଁ ଯଦି ଏସବୁ ଅଛି ତେଵେ ତୁରନ୍ତ ଏସବୁକୁ ହଟେଇ ଦିଅନ୍ତୁ |

ଘରର ମୁଖ୍ୟ ଦ୍ଵାରା ସମ୍ମୁଖରେ କେବେ ବି କଣ୍ଟାଜାତୀୟ ଗଛ ଲଗାନ୍ତୁ ନାହିଁ, ଏହା ଦ୍ୱାରା ସମ୍ପର୍କ ରେ ଅସୁବିଧା ହୋଇଥାଏ | ଯେପରି କଣ୍ଟାର ସ୍ୱଭାବ ସେହିପରି ଆପଣଙ୍କ ସମ୍ପର୍କ ଘର ପରିବାର ହୋଇଯାଇଥାଏ | ତେବେ ଯେଉ ଗଛରେ ଫୁଲ ନାହିଁ କିମ୍ବା କଣ୍ଟା ଜାତୀୟ ଗଛ ଘରର ସାମ୍ନାରେ ଲଗାନ୍ତୁ ନାହିଁ | ଏହିପରି କରିବା ଉଚିତ ନୁହେଁ |

ଘର ମୁଖ୍ୟ ଦ୍ୱାର ସାମ୍ନାରେ ଡଷ୍ଟବିନ ରହିବା ଅତ୍ୟନ୍ତ ଖରାପ ଘର ପାଇଁ ହୋଇଥାଏ, ଅନେକ ଲୋକ ଘରର ଖରାପ ଜିନିଷ କୁ ସେଇଥିରେ ପକାଇବାକୁ ଅଧିକ ବାଟ ନଯିବା ପାଇଁ ଏହାକୁ ଘର ସମ୍ମୁଖ ରେ ରଖିଦିଅନ୍ତି ଯାହା ବାସ୍ତୁ ଅନୁସାରେ ଏବଂ ବୈଜ୍ଞାନିକଙ୍କ ମତରେ ମଧ୍ୟ ଖରାପ ହୋଇଥାଏ ତେଵେ ଯଦି ଏହିପରି ଆପଣଙ୍କୁ ଘର ସାମ୍ନାରେ ଅଛି ତେବେ ତୁରନ୍ତ ହଟେଇ ଦିଅନ୍ତୁ |

ଘର ମୁଖ୍ୟ ଦ୍ୱାର ସାମ୍ନାରେ ଇଲେକ୍ଟ୍ରି ଖୁଣ୍ଟ ରହିବ ମଧ୍ୟ ଆଶାନ୍ତି ର ପ୍ରତୀକ ମନାଯାଏ | ତେଵେ ଏହି ପରି ଯଦି ଆପଣଙ୍କୁ ଘର ସମ୍ମୁଖରେ ଅଛି ତେବେ ତୁରନ୍ତୁ ହଟେଇ ଦିଅନ୍ତୁ କାରଣ ଏହା ରହିବ ଦ୍ୱାରା ଅନେକ ଅସୁବିଧାରେ ହେବାର ଚାନ୍ସ ଥାଏ | ତେଵେ ଆପଣଙ୍କୁ ଏହି ଶ୍ରାବଣ ମାସରେ ଏହାକୁ ଘର ସାମ୍ନାରୁ ବାହାର କରିଦେବା ଉଚିତ |

ତେଵେ ବନ୍ଧୁଗଣ ଘରର ମୁଖ୍ୟ ଦ୍ୱାରା ସାମ୍ନାରେ ଗଛଲତା ଲଗେଇବା ଉଚିତ ନୁହେଁ କାରଣ ଏହା ଦେବୀ ଦେବତାଙ୍କ ଆଗମନର ବାଟ ହୋଇଥାଏ | ତେଵେ ଶ୍ରାବଣ ମାସରେ ଘରେ ଭଗବାନ ଶିବଙ୍କର ପ୍ରବେଶ ହୋଇଥାଏ, ଏହିପରି ପରିସ୍ଥିତିରେ ଯଦି ଆପଣଙ୍କ ଘର ସାମ୍ନାରେ ଗଛ ଲତା ଅଛି ତେଵେ ଏହାକୁ ହଟେଇ ଦେବା ଉଚିତ |

ଘର ଉପରେ ଲଟା ମାଡ଼ିବା ବାସ୍ତୁ ହିସାବରେ ଅତ୍ୟନ୍ତ ଖରାପ ହୋଇଥାଏ, ଏହିପରି ହେବା ର କାରଣ ରୁ ଆପଣଙ୍କ ଶତ୍ରୁ ବଢ଼ିବାରେ ଲାଗନ୍ତି | ଆପଣଂକ ଉପରେ ବହୁତ ଅସୁବିଧା ଆସେ ଏହା ପରିବାର ପାଇଁ ଅଶୁଭ ଅଟେ, ତେଵେ ଯଦି ଏହି ପରି ଆପଣଙ୍କୁ ଘରେ ଅଛି ତେଵେ ଆପଣ ତାକୁ ଶୀଘ୍ର ହଟେଇ ଦିଅନ୍ତୁ ଗଛ ଲଟା ଘର ପଛରେ ଲଗେଇବା ଉଚିତ ହୋଇଥାଏ| ତେଵେ ଏଥି ସହିତ ଘର ସାମ୍ନାରେ ମୁଖ୍ୟ ଦ୍ୱାରା ରେ ଛାଡୁ କିମ୍ବା ଚପଲ ମଧ୍ୟ ରଖିବା ଉଚିତ ନୁହେଁ |

ମା ଲକ୍ଷ୍ମୀ ଙ୍କ ଫୋଟୋ ଘର ମୁଖ୍ୟ ଦ୍ୱାରରେ ଲଗେଇବା ଉଚିତ ନୁହେଁ | ମା ଲକ୍ଷ୍ମୀ ଘରର ସବୁକିଛି ହୋଇଥାନ୍ତି, ଏହିପରି ପରିସ୍ଥିତିରେ ଆପଣ ମା ଙ୍କୁ ପୂଜା ଘରେ ରଖିବା ଉଚିତ କିନ୍ତୁ ତାଙ୍କୁ ଘରର ମୁଖ୍ୟ ଦ୍ୱାରା ରେ ରଖବ ଖରାପ ହୋଇଥାଏ| ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରକୁ ଆସିନଥାନ୍ତି ତେଵେ ଆପଣ ଯଦି ଏହି ପରି ମାଙ୍କୁ ବାହାରେ ରଖିଛନ୍ତି ତେଵେ ଶୀଘ୍ର ଘରକୁ ନେଇଆସନ୍ତୁ | ତେଵେ ଶ୍ରାବଣ ମାସରେ ଏହି ଜିନିଷ ଘରେ ସଜେଇକି ରଖନ୍ତୁ ମା ଲକ୍ଷ୍ମୀ ଆସିବେ |

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button