ମନୋରଞ୍ଜନ

ମାଆ ହେବା ପୂର୍ବରୁ Kareena Kapoor କରାଇଲେ ହଟ ୟୋଗା ଫୋଟୋସୁଟ, ଭାଇରାଲ ହେଉଛି ଫୋଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ କରିନା କପୁର ଙ୍କ ପ୍ରେଗନେନସି କୁ ନେଇ ଥିବା ଖବର ସମ୍ବନ୍ଧରେ କହିବୁ । ବନ୍ଧୁଗଣ କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅନୁଷ୍କା ଶର୍ମା ମାଆ ହୋଇ ସାରିଛନ୍ତି ଏବଂ ସେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେଇଛନ୍ତି । ଏହାପରେ ଅଭିନେତ୍ରୀ କରିନା କପୁର ଙ୍କ ପ୍ରେଗନେନସି ର ଖବର ବର୍ତ୍ତମାନ ଚର୍ଚ୍ଚା ର ବିଷୟ ହୋଇସାରିଛି । ବନ୍ଧୁଗଣ ଏହାତ ସମସ୍ତେ ଜାଣିଛନ୍ତି ଯେ ଅଭିନେତ୍ରୀ କରିନା କପୁର ନିଜ ପତି ସୈଫ ଅଲ୍ଲୀ ଖାଁ ଙ୍କ ସହ ନିଜର ଦ୍ଵିତୀୟ ସନ୍ତାନ ଚାହୁଁଛନ୍ତି ଏବଂ ବର୍ତ୍ତମାନ ସେ ପ୍ରେଗନେନଟ ଅଛନ୍ତି ।

ଏହି ସମୟରେ କରିନା ନିଜକୁ ଫିଟ୍ ରଖିବା ନିମନ୍ତେ ନିୟମିତ ଯୋଗ କରୁଥିବାର ଦେଖିବାକୁ ମିଳୁଛି ଏବଂ ଏହା ସହିତ ସେ ନିଜର ଡାଏଟ ରେ ମଧ୍ୟ ଖୁବ ଧ୍ୟାନ ଦେଉଛନ୍ତି । ସମଗ୍ର ଦୁନିଆର ନଜର ବର୍ତ୍ତମାନ ସମୟ ରେ କରିନା ଙ୍କ ଷ୍ଟାଇଲ ଷ୍ଟେଟମେଂଟ ଉପରେ ଲାଗି ରହିଛି ।

କିଛି ଦିନ ପୂର୍ବରୁ ଅଭିନେତ୍ରୀ କରିନା କପୁର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଥିରେ ସେ ଯୋଗ କରୁଥିବାର ଦେଖିବାକୁ ମିଳୁଛି ଏବଂ ଏହା ସହିତ ସେ ନିଜର ବେବି ବମ୍ପ କୁ ମଧ୍ୟ ଫ୍ରଣ୍ଟ କରୁଥିବାର ଦେଖିବାକୁ ମିଳୁଛି । ଏହି ଭିଡିଓ ରେ କରିନା ଙ୍କୁ ବ୍ଲାକ ଏବଂ ପିଙ୍କ କଲର ର ସ୍ପୋର୍ଟସବ୍ରା ଏବଂ ଜେଗିଂସ ରେ ଦେଖିବାକୁ ମିଳିଥିଲା ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତ୍ରୀ କରିନା କପୁର ସ୍ପେଶାଲ ବ୍ରାନଡ ପୁମା ନିମନ୍ତେ ନିଜର ଏହି ପ୍ରେଗନେନସି ଫଟୋ ସଉଟ କରିଛନ୍ତି । ଏହି ଭିଡିଓ ରେ କରିନା ନିଜର ବେବି ବମ୍ପ କୁ ସୋ କରିବାର ଦେଖିବାକୁ ମିଳୁଛି ଏବଂ ଏହା ସହିତ ସେ ନିଜର ପ୍ରେଗନେନସି ଆଉଟ ଫିଟ ରେ ଷ୍ଟାଇଲ ସମ୍ବନ୍ଧରେ ମଧ୍ୟ ଭିଡିଓ ରେ କହିଛନ୍ତି । ଏହି ଭିଡିଓ ରେ କରିନା ବହୁତ ଭଲ କ୍ୟାପ୍ସନ ମଧ୍ୟ ଦେଇଛନ୍ତି ଏବଂ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁତ ମାତ୍ରା ରେ ସେୟାର ହେଉ ଥିବାର ଦେଖିବାକୁ ମିଳୁଛି ଏବଂ ଏହି ଭିଡିଓ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ହୋଇସାରିଛି ।

ବନ୍ଧୁଗଣ ଅଭିନେତ୍ରୀ କରିନା କପୁର ଙ୍କ ଚେହେରା ରେ ତାଙ୍କ ପ୍ରେଗନେନସି ଗ୍ଲୋ ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି । କିଛି ଦିନ ପୂର୍ବରୁ କରିନା ନିଜ ପରିବାର ଙ୍କ ସହିତ ନୂଆ ଘରକୁ ସିଫ୍ଟ ହୋଇଛନ୍ତି ଏବଂ ଜନ୍ମ ହେବାକୁ ଥିବା ନୂତନ ସଦସ୍ୟଙ୍କ ସ୍ୱାଗତ ମଧ୍ୟ ଏହି ଘରେ ହେବାକୁ ଯାଉଛି । ଏଥିପାଇଁ ସୈଫ ଅଲ୍ଲୀ ଖାଁ ଏବଂ ତୈମୁର ବହୁତ ଏକ୍ସଟାଇଟେଡ଼ ମଧ୍ୟ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ପ୍ରେଗନେନସି ସମୟରେ ମଧ୍ୟ ଅଭିନେତ୍ରୀ କରିନା କପୁର ବହୁତ କାମ କରିଛନ୍ତି ଏବଂ ସେ କୌଣସି ବି ସୋ ମିସ କରି ନାହାନ୍ତି ଏବଂ ନିଜର ସମସ୍ତ କାମ କୁ ପୂର୍ଣ କରିଛନ୍ତି । କିଛି ଦିନ ପୂର୍ବରୁ ହିଁ ସେ ନିଜର ଅପକମିଙ୍ଗ ଫିଲ୍ମ ‘ଲାଲ ସିଂ ଚଡା’ ର କାମ ମଧ୍ୟ ପୁରା କରିଛନ୍ତି ।

ଏହା ସହିତ କରିନା କପୁର ଙ୍କୁ ତାଙ୍କ ରେଡ଼ିଓ ସୋ ‘ହ୍ଵାଟ୍ ୱେମେନ ୱାଣ୍ଟ’ ର ସେଟ ରେ ମଧ୍ୟ ଦେଖିବାକୁ ମିଳୁଛି ଏବଂ ସେ ନିଜର ଗ୍ଲାମର ଲୁକ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି । କିଛି ଦିନ ପୂର୍ବରୁ ସୋସିଆଲ ମିଡିଆ ରେ ଏକ ଭିଡିଓ ଭାଇରାଲ ହେବାର ଦେଖିବାକୁ ମିଳିଥିଲା ।

ଯେଉଁଥିରେ ଅଭିନେତ୍ରୀ କରିନା କପୁର ନିଜ ଭଉଣୀ କରିସ୍ମା କପୁର ଙ୍କ ସହିତ ହସ୍ପିଟାଲ ଯାଉଥିବାର ଦେଖିବାକୁ ମିଳିଥିଲା ଏବଂ ଏହି ଭିଡିଓ ଦେଖି କୁହା ଯାଉଅଛି ଯେ, କରିନା ନିଜ ପ୍ରେଗନେନସି ର ଶେଷ ମାସ ରେ ଅଛନ୍ତି ଏବଂ ସେ କୌଣସି ମୁହୂର୍ତ୍ତରେ ମଧ୍ୟ ମ୍ୟାଟରନିଟି ହସ୍ପିଟାଲରେ ଆଡ଼ମିଟ ମଧ୍ୟ ହୋଇପାରନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button