ଦେଶ ବିଦେଶ

ବିଲରେ ଓହ୍ଳାଇଲା Baijayantଙ୍କ ଚପର, କିଛି ଏଭଳି ସ୍ଵାଗତ କଲେ ଲୋକେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ବୈଜୟନ୍ତ ପଣ୍ଡା ଙ୍କୁ ବେସ ଭଲ ଭାବେ ଜାଣିଥିବେ । ବୈଜୟନ୍ତ ପଣ୍ଡା ହେଉଛନ୍ତି ବିଜେପି ର ସାଂସଦ । ବର୍ତ୍ତମାନ ତାଙ୍କୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ହୋଇଥିବା ଭିଡିଓ ରେ ବୈଜୟନ୍ତ ପଣ୍ଡା ହେଲିକ୍ୟାପ୍ଟର ରେ ଆସୁଛନ୍ତି ଆଉ ତା ପରେ ବିଲ ରେ ଓଲହାଉଛନ୍ତି ।

ତାଙ୍କ ଭଳି ଏତେ ବଡ ହସ୍ତୀ ହେଲିକ୍ୟାପଟର ରୁ ଓଲହାଇ ବିଲ ରେ ପାଦ ଦେଉଛନ୍ତି ଏତ ବହୁତ ବଡ କଥା ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ରେ । ବାଲେଶ୍ଵର ରେ ଏକ ଆୟୋଜନ ରେ ବୈଜୟନ୍ତ ପଣ୍ଡା ଆସୁଛନ୍ତି ଆଉ ବିଲ ରେ ଓଲହାଇ ଚାଲି ଚାଲି ଲୋକ ମାନଙ୍କ ପାଖକୁ ଯାଉଛନ୍ତି ।

ଯାହାର ଭିଡିଓ ଏତେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଏହା ପରେ ଜନତା ମାନେ ତାଙ୍କୁ ସ୍ଵାଗତମ ସ୍ଵାଗତମ ନାରା ଦେଇ ସ୍ଵାଗତ କରୁଛନ୍ତି । ଏହା ପରେ ସେ ସେହି ଆୟୋଜନ ରେ ଯୋଗ ଦେଇ ନିଜର ଭାଷଣ ଦେଉଛନ୍ତି । ଲୋକ ମାନେ ବୈଜୟନ୍ତ ପଣ୍ଡା ଙ୍କ ଆସିବାକୁ ନେଇ ବେଶ ଖୁସି ପ୍ରକାଶ କରିଛନ୍ତି ।

ଏମିତିକି ତାଙ୍କର ସ୍ଵାଗତ ପାଇଁ ବହୁତ ସାରା ଆୟୋଜନ ମଧ୍ୟ କରା ଯାଇଛି ଯାହା ଏହି ଭିଡିଓ ରେ ନଜର ଆସୁଛି । ବୈଜୟନ୍ତ ପଣ୍ଡା ହେଲିକ୍ୟାପ୍ଟର ରୁ ଓଲହାଇବା ପରେ ବିଲ ରେ ଚାଲି ଚାଲି ଆସୁଛନ୍ତି ଆଉ ଲୋକ ମାନଙ୍କୁ ହାତ ଯୋଡି ନମସ୍କାର କରୁଛନ୍ତି । ଲୋକ ମାନଙ୍କର ସ୍ଵାଗତ କୁ ଖୁବ ସମ୍ମାନ ଆଉ ପ୍ରଶଂସା କରୁଛନ୍ତି ବୈଜୟନ୍ତ ପଣ୍ଡା ।

ସେ ସାଧାରଣ ଜନତା ମାନଙ୍କର ଭଲ ମନ୍ଦ ମଧ୍ୟ ପଚାରି ବୁଝୁଛନ୍ତି ଆଉ ତାଙ୍କ ସହ ବିଶେଷ କଥା ଉପରେ ଚର୍ଚ୍ଚା କରୁଛନ୍ତି । ବୈଜୟନ୍ତ ପଣ୍ଡା ଙ୍କ ଆସିବା ସମୟରେ କିଛି ଲୋକେ ଏହାର ଭିଡିଓ କରିବାର ବି ନଜର ଆସୁଛନ୍ତି । ଅନେକ ଲୋକଙ୍କ ଗହଳି ଜମିଛି ତାଙ୍କୁ ଦେଖିବା ପାଇଁ ।

ଏହି ଆୟୋଜନ ରେ ଯୋଗ ଦେଇ ବୈଜୟନ୍ତ ପଣ୍ଡା ବେଶ ଖୁସି ବ୍ୟକ୍ତ କରିବାର ନଜର ଆସୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button