ସ୍ୱାସ୍ଥ୍ୟ

ସକାଳୁ ହଳଦୀ କ୍ଷୀର ପିଇଲେ କେଉଁ କେଉଁ ରୋଗ ଠିକ ହୋଇଥାଏ ? କେଉଁ ମାନେ ହଳଦୀ ପାଣି ପିଇବା ଉଚିତ ନୁହେଁ ?

ବନ୍ଧୁଗଣ ହଳଦୀ ର ବ୍ୟବହାର ଆମ ଶରୀର ପାଇଁ କେତେ ଜରୁରୀ ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହଳଦୀ ଏକ ଆୟୁର୍ବେଦିକ ଔଷଧ ଅଟେ । ଯାହାର ବ୍ୟବହାର ଅନେକ ପ୍ରକାରର ରୋଗକୁ ଠିକ କରିବା ପାଇଁ ହୋଇଥାଏ । ହଳଦୀ ରେ ଅନେକ ପ୍ରକାରର ପୋଷାକ ତତ୍ତ୍ଵ ରହିଥାଏ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଆଜି ଆମେ ଜାଣିବା କ୍ଷୀର ରେ ହଳଦୀ ମିଶାଇ ସେବନ କରିବା ଦ୍ଵାରା ଶରୀର ପାଇଁ ଏକା କେତେ ଉପକାରୀ ହୋଇଥାଏ । କେଉଁ ସମୟରେ ଏହାର ସେବନ କରିଲେ ଉତ୍ତମ ପରିମାଣ ଦେଇଥାଏ ଏବଂ କେଉଁ ଲୋକ ମାନେ ଏହି ହଳଦୀ କ୍ଷୀର ସେବନ କରିବା ଉଚିତ ନୁହେଁ ।

1- ହଳଦୀ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରାଇବାରେ ସାହାର୍ଯ୍ୟ କରିଥାଏ । ହଳଦୀ କ୍ଷୀରର ର ସେବନ କରିଲେ ଋତୁ ପରିବର୍ତ୍ତନ କାରଣରୁ ହେଉଥିବା ଥଣ୍ଡା, କାଶ, ଜ୍ଵର, ତଣ୍ଟି ବଥା ଭଳି ରୋଗକୁ ଠିକ କରିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button