ବିଚାର

ଆଜିକାଲି ନୁହେଁ କେଉଁ କେଉଁ ଯୁଗରୁ ଅନେକ ପ୍ରକାରର ପରମ୍ପରା ଆମେ ମନେ ମାନିଆସିଆଛୁ । ଏହି ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳସୂତ୍ର । ହିନ୍ଦୁ ଶାସ୍ତ୍ର ରେ ମଙ୍ଗଳସୂତ୍ର କୁ ବହୁତ ଗୁରୁତ୍ବ ଦିଆଯାଇଛି । ବିବାହିତା ମହିଳା ମାନଙ୍କୁ ସଧବାର ପରିଚୟ ଦେଇଥାଏ ଏହି ମଙ୍ଗଳସୂତ୍ର । ବିନା ମଙ୍ଗଳସୂତ୍ର ରେ କୌଣସି ବିବାହ ବର୍ଜିତ ଅଟେ । ଏହି ମଙ୍ଗଳସୂତ୍ର ର ଅନେକ ପ୍ରକାରର ମହତ୍ୱ ମଧ୍ୟ ରହିଛି । କିନ୍ତୁ ଆମେ ଓଡ଼ିଶାରେ ଅନେକ ଜିଲ୍ଲାରେ ମଙ୍ଗଳସୂତ୍ର ର ବ୍ୟବହାର କରାଯାଏ ନାହିଁ । କାରଣ ଏହି ଜିଲ୍ଲା ମାନଙ୍କରେ ଅନେକ ପ୍ରକାରର କଥା ମାନ ରହିଛି । ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କରେ ମଙ୍ଗଳସୂତ୍ର ର ବ୍ୟବହାର କରାଯାଏ ନାହିଁ । କିନ୍ତୁ ସେହି ଜିଲ୍ଲା ମାନଙ୍କରେ ଆଜିକାଲି ମଙ୍ଗଳସୂତ୍ର ର ବ୍ୟବହାର ମଧ୍ୟ ଦେଖା ଗଲାଣି । ହିନ୍ଦୁ ଶାସ୍ତ୍ର ଅନୁସାରେ ସମସ୍ତ ବିବାହିତ ନାରୀ ମନେ ମଙ୍ଗଳସୂତ୍ର ବ୍ୟବହାର କରିବା ଉଚିତ । ତେବେ ଚାଲନ୍ତୁ ଜାଣିବା । Musk’s Private Family Feud – The Drama You Haven’t Heard! Brainberries What Shaped Jennifer Lopez’s Life Story Brainberries पुरुषों को क्यों पसंद आती है सुडौल महिलाएं? वजह आपको जाननी चाहिए Herbeauty मधुमेह है? रात को सोने से पहले करें ये एक काम Insulux କୌଣସି ବିବାହିତା ନାରୀ କାହାରି ମଙ୍ଗଳସୂତ୍ର ମାଗି ଆଣି ପିନ୍ଧିବା ବହୁତ ଅଶୁଭ ହୋଇଥାଏ । ନିଜର ମଙ୍ଗଳସୂତ୍ର ମଧ୍ୟ କାହାକୁ ଖୋଲିକି ଦେବା ଭଲ ନୁହେଁ । ସେ ଯେତେ ଚିହ୍ନା ପରିଚୟ ହୋଇଥାନ୍ତୁ ନା କାହିଁକି । ଏମିତି କରିବା ଦ୍ୱାରା ସ୍ୱାମୀର ଆୟୁଷ କମ ହୋଇଥାଏ । अन्य जबरदस्त कंटेंट Princess Diana: Questions That Still Remain Brainberries 5 Times Meghan Markle Tried The Jackie Kennedy Look Zestradar Kamala Harris’s Stepdaughter’s Glamorous Lifestyle Buzz Day Can Vaseline Erase Wrinkles? Here’s What You Need To Know! Herbeauty ଏକ ବିବାହିତା ମହିଳା ପାଇଁ ଶଙ୍ଖା, ସିନ୍ଦୂର, ପଉଁଚି, ଝୁଣ୍ଟିଆ ଇତ୍ୟାଦି ଯେତିକି ମହତ୍ୱପୂର୍ଣ୍ଣ ହୋଇଥାଏ ତାଠାରୁ ଢେର ଅଧିକ ମହତ୍ୱପୂର୍ଣ୍ଣ ମଙ୍ଗଳସୂତ୍ର ହୋଇଥାଏ । ଏହା ସ୍ୱାମୀର ଅସ୍ତିତ୍ବ ର ପରିଚୟ ଦେଇଥାଏ । ନିଜ ସ୍ୱାମୀର ଲମ୍ବା ଆୟୁଷ ପାଇଁ ସଧବା ମାନେ ମଙ୍ଗଳସୂତ୍ର ଗଳାରେ ଧାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ଗଳା ରେ ମଙ୍ଗଳସୂତ୍ର ପିନ୍ଧିବା ଦ୍ଵାରା ଆପଣଙ୍କ ଯୋଡିକୁ କାହାର ନଜର ଲାଗିନଥାଏ । ମଙ୍ଗଳସୂତ୍ର ନଜର ଦୋଷକୁ ଦୂର କରିଥାଏ । ଏବଂ ସ୍ବାମୀ ଙ୍କ ପ୍ରେମ ଆପଣଙ୍କ ପାଇଁ ବଢ଼ିଥାଏ । ମଙ୍ଗଳସୂତ୍ର ର ମାଳି ମାନ କଳା ମାଳି ଏବଂ ସୁନାର ସହିତ ହୋଇଥାଏ କାରଣ କଳା ରଙ୍ଗ କାହାରି ଖରାପ ନଜର ପକାଇବାକୁ ଦେଇନଥାଏ । ମଙ୍ଗଳସୂତ୍ର ଗଳାରୁ କାଢ଼ିବା ବର୍ଜନୀୟ ଅଟେ । ବିବାହ ସମୟରେ ସ୍ବାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇ ଥାଏ ତାହାକୁ କୌଣସି ପରିସ୍ଥିତି ରେ ଖୋଲିବା ବର୍ଜିତ ଅଟେ । ଏମିତି କରିବା ଦ୍ୱାରା ସ୍ବାମୀ ସ୍ତ୍ରୀ ଙ୍କ ଭିତରେ ଦୂରତା ବଢ଼ିଥାଏ ଏବଂ ବୈବାହିକ ଜୀବନରେ କଳହ ଦେଖିବାକୁ ମିଳିଥାଏ । ଯେଉଁ ସ୍ତ୍ରୀ ନିଜ ସ୍ବାମୀ ନାରେ ମଙ୍ଗଳସୂତ୍ର ପିନ୍ଧିଥାଏ ସେହି ଦମ୍ପତି ଜୀବନରେ ସବୁବେଳେ ପ୍ରେମ ଭରିରହିଥାଏ । ସମ୍ପର୍କରେ ସ୍ନେହ, ଶ୍ରଦ୍ଧା ରହିଥାଏ । ମଙ୍ଗଳସୂତ୍ର ସୁନା ରହିବା ଦ୍ୱାରା ବୃହସ୍ପତି ଗ୍ରହର କୁପ୍ରଭାବରୁ ରକ୍ଷା କରିଥାଏ । ଏବଂ ବୈବାହିକ ଜୀବନ ସୁଖମୟ ରହିଥାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

ଆମ ଶାସ୍ତ୍ର ଗୁଡ଼ିକ ଆମ ଜୀବନରେ ଅନେକ ପ୍ରଭାବ ପକାଇଥାନ୍ତି । ଏହାର ଅନୁସରଣ କରିବା ଦ୍ୱାରା ଆମ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ଆମ ସମସ୍ତ ସମସ୍ୟାର ସମାଧାନ ଆମ କୁଣ୍ଡଳୀରେ ରହିଛି । ସେହିପରି ଆମ ରାଶି ଆମ ଜୀବନ ସହିତ ଆମ ବ୍ୟକ୍ତିତ୍ଵ ରେ ମଧ୍ୟ ଗଭୀର ପ୍ରଭାବ ପକାଇ ଥାଏ ।

ଜ୍ୟୋତିଷ ଶାସ୍ତ୍ର ମତରେ କାହା ସହ ରାଶି ଦ୍ଵାରା ମିଳନ ହେଲେ ବ୍ୟକ୍ତି ଅଧିକ ଖୁସି ରୁହେ ଓ ତାଳମେଳ ଭଲ ରହେ । ଆସନ୍ତୁ ଜାଣିବା କେଉଁ ୩ ଟି ରାଶିର ଝିଅ ଙ୍କୁ ବିବାହ କଲେ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ।

ମେଷ ରାଶି

ଏହି ରାଶିର ମହିଳା ଙ୍କ ହୃଦୟ ଓ ମୁଖ ର କଥା ଦୁଇଟି ଏକ ସମାନ ହୋଇ ଥିବାରୁ ପୁଅମାନେ ଏମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି । ଏହି ଗୁଣ ଯୋଗୁଁ ଏହି ରାଶିରେ ଝିଅ ଙ୍କୁ ବିବାହ କରିବା ସୌଭାଗ୍ୟ ଅଟେ । ସବୁ ପ୍ରକାର ପରସ୍ଥିତିରେ ନିଜ ସାଥିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି । ପ୍ରତିବଦଳରେ ନିଜ ସାଥୀ ଙ୍କୁ ସମାନ ଆଶା ରଖନ୍ତି । କିନ୍ତୁ ଯଦି ତାହା ପୁରା ନା ହୁଏ ତେବେ ଏମାନେ ବହୁତ ରାଗି ଯାଆନ୍ତି । ଏହି ମହିଳା ମାନେ ନିଜ ପରିବାର ପିଲାଛୁଆ ଙ୍କ ଦାୟିତ୍ଵ ନେବା ସହ ସବୁ ପରିସ୍ଥିତି ରେ ସେମାନଙ୍କ ସହ ଛିଡ଼ା ହୁଅନ୍ତି, ଯାହାଦ୍ଵାରା ପରିବାର ର ଭିତ୍ତି ସୁଦୃଢ ରହେ ।

କର୍କଟ ରାଶି


ଏହି ରାଶିର ଝିଅଙ୍କୁ ସବୁଠୁ ଯୋଗ୍ୟା ବୋଲି ମାନନ୍ତି । ଏମାନେ ବହୁତ ଭାବୁକ ହୋଇଥାନ୍ତି । ନିଜ ସାଥିଙ୍କ ପ୍ରତି ପ୍ରେମ ଭାବନା ଥରେ ଜାଗ୍ରତ ହେଲା ମାନେ ଏମାନେ ଏହାକୁ ଶେଷ ପର୍ଯ୍ୟନ୍ତ ନିଭାନ୍ତି ଓ ଏତେ ପ୍ରେମ କରନ୍ତି ଯେ ନିଜକୁ ମଧ୍ୟ ଭୁଲିଯାଆନ୍ତି । ଏମାନେ ବହୁତ୍ ଆକର୍ଷଣୀୟ ମଧ୍ୟ ହୋଇଥାନ୍ତି । ମାମୁଲି ଜିନିଷ କୁ ମଧ୍ୟ ଖାସ୍ ବନାଇ ଦେବାର କଳା ଥାଏ ଏମାନଙ୍କ ପାଖେ । ନିଜ ପରିବାରର ଖୁସି ହିଁ ଏମାନଙ୍କ ପାଇଁ ସବୁଠୁ ମହତ୍ୱ ରଖିଥାଏ ।

ସିଂହ ରାଶି


ଏମାନେ ସିଂହ ପରି ଟିକେ ରାଗି ସ୍ଵଭାବ ର ହୋଇଥାନ୍ତି । କିନ୍ତୁ ସବୁ ପ୍ରକାର ସମସ୍ୟାକୁ ଦୃଢ଼ ଭାବେ ସାମନା କରନ୍ତି । ଏମାନଙ୍କ ଉଦ୍ଦେଶ୍ୟ ମଜବୁତ୍ ଥିବାରୁ ସବୁ ପ୍ରକାର କାମକୁ ଶେଷ ପର୍ଯ୍ୟନ୍ତ କରନ୍ତି । ଏମାନଙ୍କ ମଧ୍ୟରେ ବିଲକୁଲ୍ ମଧ୍ୟ ଗର୍ବ ନ ଥାଏ । ନିଜ ସାଥିଙ୍କ ସମସ୍ତ ଇଚ୍ଛାକୁ ବୁଝି ତାକୁ ପୂର୍ଣ୍ଣ କରିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button