ଦେଶ ବିଦେଶ

ତାୱା ଉପରେ ରଖନ୍ତୁ ଅଳ୍ପ ଲୁଣ, ଆଉ ୨ ମିନିଟ ମଧ୍ୟରେ ଦେଖନ୍ତୁ ଚମତ୍କାର। ଆପଣଙ୍କ ଭାଗ୍ୟ ତୁରନ୍ତ ବଦଳି ଯିବ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଘରେ ରୋଷେଇ ଘରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଇଛି। ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବାର ଏକ ପ୍ରମୁଖ କାରଣ ହୋଇଥାଏ ଆମ ରୋଷେଇ ଘର। ଯଦି ରୋଷେଇ ଘର ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ, ତାହେଲେ ଏହାର ଖରାପ ପ୍ରଭାବ ପରିବାର ଉପରେ ପଡ଼ିଥାଏ। ପୂର୍ବ କାଳରେ ରୁଟି ପ୍ରସ୍ତୁତ କରିବା ସମୟରେ ଗଣା ଯାଉ ନଥିଲା। କିନ୍ତୁ ଏବେ ଗଣି ଗଣି ରୁଟି ପ୍ରସ୍ତୁତ କରାଯାଉଛି।

ରୁଟିର ସମ୍ବନ୍ଧ ଗ୍ରହ ମାନଙ୍କ ସହିତ ଜଡିତ ରହିଥାଏ। କୁହାଯାଏ କି ଘରର ସଦସ୍ୟଙ୍କ ପାଇଁ ରୁଟି ପ୍ରସ୍ତୁତ କରିବା ସମୟରେ ଅଧିକ ପ୍ରସ୍ତୁତ କରନ୍ତୁ। ଅଧିକାଂଶ ଲୋକେ ଚକଟି ଥିବା ଅଟା ଫ୍ରିଜରେ ରଖି ଦେଇଥାନ୍ତି। କିନ୍ତୁ ଏଭଳି କରିବା ଉଚିତ ନୁହେଁ। କହିବାକୁ ଗଲେ ରୁଟି ସହିତ ଭଗବାନ ସୂର୍ଯ୍ୟ ଓ ମଙ୍ଗଳ ଗ୍ରହ ସହିତ ସମ୍ବନ୍ଧ ଅଟେ। କେବେବି ବାସି ରୁଟି ସେବନ କରିବା ଉଚିତ ନୁହେଁ। ଏହାଦ୍ବାରା ଘରେ ଅଶାନ୍ତି ଓ ନକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

ଯଦି ଆପଣ ଘରେ ସୁଖଶାନ୍ତି ବୃଦ୍ଧି କରିବା ପାଇଁ ଚାହୁଁଛନ୍ତି, ତାହେଲେ ପରିବାର ଲୋକଙ୍କୁ କେବେବି ବାସି ରୁଟି ଖାଇବାକୁ ଦିଅନ୍ତୁ ନାହିଁ। ଘରେ ସର୍ବଦା ଆପଣ ଶୁଣି ଥିବେ କି, ଗରମ ତାୱା ମଧ୍ୟରେ ପାଣି ଛିଞ୍ଚନ୍ତୁ ନାହିଁ। କାରଣ ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଯେତେବେଳେ ଆପଣ ରୁଟି ପ୍ରସ୍ତୁତ କରୁଛନ୍ତି, ପ୍ରଥମେ ତାୱାକୁ ଧୋଇ ନିଅନ୍ତୁ। ତାପରେ ଅଳ୍ପ ଲୁଣ ଓ ହଳଦୀ ପକାଇ କନାରେ ପୋଛି ଦିଅନ୍ତୁ। ତାପରେ ଆପଣ ରୁଟି ପ୍ରସ୍ତୁତ କରନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ ଘରେ ସୁଖଶାନ୍ତି ବୃଦ୍ଧି ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button