ରାଶିଫଳ

ଦୀର୍ଘ 209 ବର୍ଷ ପରେ ଆସନ୍ତା କାଲିଠାରୁ ଏହି 5ଟି ରାଶି ରାଜା ଭଳି ଜୀବନ କାଟିବେ !

ଆମ ଓଡ଼ିଶାର ନାଥ ହେଉଛନ୍ତି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ। ତେବେ ଜଗନ୍ନାଥ ମହାପ୍ରଭୁଙ୍କ ର ସବୁଠାରୁ ବଡ଼ ପର୍ବ ହେଉଛି ରଥଯାତ୍ରା । ଓଡିଶା ର ରଥଯାତ୍ରା ପର୍ବ ବିଶ୍ୱ ପ୍ରସିଦ୍ଧ ପର୍ବ ଅଟେ । ଏହି ଦିନ ମହାପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ଶ୍ରୀମନ୍ଦିର ଛାଡି ନିଜର ମାଉସୀ ଶ୍ରୀ ଗୁଣ୍ଡିଚାମା ଙ୍କ ମନ୍ଦିରକୁ ବିଜେ କରିଥାନ୍ତି । ତେବେ ଏହି ରଥଯାତ୍ରା ଅନେକ ନାମରେ ପରିଚିତ ଯେପରି ଘୋଷ ଯାତ୍ରା, ଶ୍ରୀ ଗୁଣ୍ଡିଚା, ରଥଯାତ୍ରା ଆଦି ।

ଚଳିତ ବର୍ଷ ଏହି ରଥଯାତ୍ରା ବା ଘୋଷ ଯାତ୍ରା ଜୁଲାଇ ମାସର ୧ ତାରିଖ ଦିନ ପାଳିତ ହେବ। ତେବେ ଏହି ଜୁଲାଇ ମାସ ୧ ତାରିଖ ପର ଠାରୁ କିଛି ଭାଗ୍ୟଶାଳୀ ରାଶିଙ୍କୁ ପ୍ରାପ୍ତ ହେବ ପ୍ରଭୁ ଜଗନ୍ନାଥଙ୍କ କୃପା । ଏହି ରାଶିର ଲୋକଙ୍କୁ ଆସନ୍ତା ୫ ମାସ ପର୍ଯ୍ୟନ୍ତ ମହାପ୍ରଭୁ ଜଗନ୍ନାଥଙ୍କ କୃପା ମିଳିବ।

ତେବେ ଏହି ରାଶିର ଲୋକଙ୍କର ଭାଗ୍ୟ ଏବେ ଉଦୟ ହେବାକୁ ଯାଉଛି। ଜୁଲାଇ ୧ ତାରିଖ ପର ଠାରୁ ରାଜା ଭଳି ଜୀବନ ଯାପନ କରିବେ ଏହି ରାଶିର ବ୍ୟକ୍ତିମାନେ । ଏମାନଙ୍କ ଜୀବନରେ ଏକ ବଡ଼ ପରିଵର୍ତନ ହେବ। ଆପଣଙ୍କ ଭାଗ୍ୟ ଓ ସମୟ ଆପଣଙ୍କ ସାଥ ଦେବେ ।

ଆପଣଙ୍କର ସବୁ ସମସ୍ୟାର ସମାଧାନ ହେବ । ଜୀବନସାଥୀଙ୍କ ସହ ଆପଣ ଭଲରେ ସମୟ ଅତିବାହିତ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଅନୁକୂଳ ସମୟ ଅଟେ । ଆପଣଙ୍କୁ ଆପଣଙ୍କ ପରିବାର ଲୋକଙ୍କ ସମ୍ପୂର୍ଣ ସହଯୋଗ ମିଳିବ। ଆପଣଙ୍କ ମନ ପ୍ରସନ୍ନ ରହିବ।

କୋୖଣସି କାରଣ ନିମନ୍ତେ ଆପଣ ବହୁତ ଖୁସି ରହିବେ । ଆପଣଙ୍କ ପରିବାରରେ ଖୁସି ର ପରିବେଶ ରହିବ। ଆପଣଙ୍କ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ଉନ୍ନତି ହେବ। ବ୍ୟୟ କମ ହେବ । ଆପଣଙ୍କ ପ୍ରତେକ କାର୍ଯ୍ୟ ରେ ଆପଣ ସଫଳତା ପାଇବେ । ଆପଣଙ୍କର ଆୟ ରେ ବୃଦ୍ଧି ଦେଖାଦେବ । ପ୍ରେମ ସମ୍ପର୍କ ରେ ଥିବା ଲୋକମାନେ ବହୁତ ଜଲ୍ଦି ସଫଳତା ପାଇବେ ।

ଆପଣ କେବଳ ସଠିକ ସମୟରେ ନିଜର କର୍ତ୍ତବ୍ୟର ପାଳନ କରିବେ । ଭାଇ ଭଉଣୀଙ୍କ ସହଯୋଗ ମଧ୍ୟ ପ୍ରାପ୍ତ ହେବ। ଜୀବନସାଥୀଙ୍କ ର ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ସ୍ୱାସ୍ଥ୍ୟ ଅବସ୍ଥା ସାଧାରଣ ରହିବ। ଆପଣଙ୍କର ସମାଜରେ ମାନ ସମ୍ମାନ ବୃଦ୍ଧି ହେବ ।

ଏହି ରାଶିର ଲୋକମାନେ ଭାଗ୍ୟଶାଳୀ ଭାବେ ପରିଚିତ ହେବେ । ଯଦି ଆପଣ କୌଣସି ଜିନିଷ ରେ କିଛି ନିବେଶ ବା ବିନିଯୋଗ କରିବେ ତେବେ ସେଥିରୁ ଆପଣଂକୁ ଧନ ଲାଭ ମଧ୍ୟ ହେବ। ତେବେ ଏହି ଭାଗ୍ୟଶାଳୀ ରାଶି ହେଉଛନ୍ତି ବୃଷ ରାଶି , ତୁଳା ରାଶି, କନ୍ୟା ରାଶି, ବିଛା ରାଶି, କୁମ୍ଭ ରାଶି, ସିଂହ ରାଶି, ମିଥୁନ ରାଶି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button